#IndiaCoronaUpdates ଦେଶରେ ୮୮୩ ନୂଆ କରୋନା ରୋଗୀ

ଭୁବେନେଶ୍ଵର , (ଓଡ଼ିଶା ଟାଇମ୍‌):   ଗତ ୨୪ ଘଣ୍ଟା ଭିତରେ ଦେଶର କରୋନା ରୋଗୀଙ୍କ ସଂଖ୍ୟାରେ ୮୮୩ ନୂଆ ରୋଗୀ ସାମିଲ୍‌ ହୋଇଛନ୍ତି।  ଜଣଙ୍କ କରୋନା ଆକ୍ରାନ୍ତ ଚିହ୍ନଟ କରାଯାଇଛି। ଏହାଦ୍ଵାରା ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ହଜାର ୩୭୦ ହୋଇଛି। ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ି ଚାଲିଛି। ସେହି ୨୪ ଘଣ୍ଟାରେ ୨୯ଜଣଙ୍କ ମୃତ୍ୟୁ ଘଟି ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୪୨୨ ହୋଇଛି। ଏବେ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ହେଉଛି ୧୦ ହଜାର ୪୪୦।

ମହାରାଷ୍ଟ୍ରରେ ସର୍ବାଧିକ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଛି। ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ୨୫୨ ନୂଆ ରୋଗୀଙ୍କୁ ଚିହ୍ନଟ କରାଯାଇଛି। ଫଳରେ ସଂଖ୍ୟା ୨୯୧୬ରେ ପହଞ୍ଚିଛି। ଏବେ ମହାରାଷ୍ଟ୍ରରେ ସର୍ବାଧିକ ସକ୍ରିୟ କରୋନା ରୋଗୀ ରହିଛନ୍ତି। ରାଜ୍ୟ ଏହି ସଂଖ୍ୟା ୨୪୩୪ ଥିବାବେଳେ ଦିଲ୍ଲୀରେ ୧୫୦୫, ତାମିଲ୍‌ନାଡ଼ୁରେ ୧୧୧୦, ରାଜସ୍ଥାନରେ ୯୧୮, ମଧ୍ୟପ୍ରଦେଶରେ ୮୨୧, ଉତ୍ତର ପ୍ରଦେଶରେ ୬୬୭, ଗୁଜରାଟରେ ୬୬୯, ତେଲେଙ୍ଗାନାରେ ୫୧୫ଜଣ ସକ୍ରିୟ ରହିଛନ୍ତି। ଓଡ଼ିଶାରେ ଏବେ ୪୦ ଜଣ କରୋନା ରୋଗୀ ସକ୍ରିୟ ରହିଛନ୍ତି। ଏଠାରେ ସମୁଦାୟ ସଂଖ୍ୟା ୬୦ରେ ସ୍ଥିର ରହିଛି। ଗତ ୨୪ ଘଣ୍ଟାରେ କେହି ନୂଆ ରୋଗୀ ଚିହ୍ନଟ ହୋଇ ନାହିଁ।

ଆସନ୍ତୁ ନଜର ପକାଇବା ଦେଶରେ କରୋନା ସଂକ୍ରମଣ ବାବଦରେ:

State/UT

Confirmed

Active

Recovered

Deceased
Maharashtra
2,916 2,434 295 187
Delhi
1,578 1,505 41 32
Tamil Nadu
1,242 1,110 118 14
Rajasthan
1,076 918 147 11
Madhya Pradesh
938 821 64 53
Gujarat
766 669 64 33
Uttar Pradesh
735 667 57 11
Telangana
650 515 117 18
Andhra Pradesh
525 491 20 14
Kerala
387 167 218 2
Jammu and Kashmir
300 260 36 4
Karnataka
279 187 80 12
West Bengal
213 169 37 7
Haryana
204 144 57 3
Punjab
186 146 27 13
Bihar
72 42 29 1
Odisha
60 40 19 1
Uttarakhand
37 28 9
Himachal Pradesh
35 20 13 2
Chhattisgarh
33 16 17
Assam
32 29 2 1
Jharkhand
28 26 2
Chandigarh
21 12 9
Ladakh
17 5 12
Andaman and Nicobar Islands
11 1 10
Goa
7 1 6
Meghalaya
7 6 1
Puducherry
7 6 1
Manipur
2 1 1
Tripura
2 1 1
Arunachal Pradesh
1 1
Dadra and Nagar Haveli
1 1
Mizoram
1 1
Nagaland
1 1
Total
12,370 10,440 1,508 422

Leave a Reply

Your email address will not be published. Required fields are marked *