ଗୋଲଡ୍ ଆୱାର୍ଡ଼: ଶ୍ରେଷ୍ଠ ଅଭିନେତା ପର୍ଲ ଭି, ପୁରି, ଶ୍ରେଷ୍ଠ ଅଭିନେତ୍ରୀ ଏରିକା, ବେଷ୍ଟ୍ କମେଡ଼ି ଶୋ’ ‘ଦ କପିଲ୍ ଶର୍ମା ଶୋ’

ଟେଲି ଜଗତର ପ୍ରଖ୍ୟାତ ଆୱାର୍ଡ଼ ଉତ୍ସବ ‘ଗୋଲଡ୍ ଆୱାର୍ଡ଼’ ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ରେଡ୍ କାର୍ପେଟରେ ଟେଲି ତାରକାଙ୍କ ଜଲୱା ଉତ୍ସବକୁ ଆହୁରି ରଙ୍ଗୀନ୍ କରିଥିଲା । ‘କସୌଟି ଜିନ୍ଦେଗୀ କି୨’ ପାଇଁ ‘ବେଷ୍ଟ୍ ନେଗେଟିଭ୍ ରୋଲ୍ ପପୁଲାର୍’ ଶ୍ରେଣୀରେ କରଣ ସିଂ ଗ୍ରୋଭରଙ୍କୁ ଶ୍ରେଷ୍ଠ ଅଭିନେତା ଭାବେ ସମ୍ମାନିତ କରାଯାଇଥିଲାବେଳେ ଶ୍ରେଷ୍ଠ ଅଭିନେତ୍ର୍ରୀ (ବେଷ୍ଟ୍ ନେଗେଟିଭ୍ ରୋଲ୍ ପପୁଲାର୍)ର ବିଜୟିନୀ ମୁକୁଟ ପିନ୍ଧିଥିଲେ ହିନା ଖାନ୍ । ଏହି ଉତ୍ସବର ଅନ୍ୟ ବିଜେତାମାନେ ହେଉଛନ୍ତି – ବେଷ୍ଟ ନେଗେଟିଭ୍ ରୋଲ୍ କ୍ରିଟିକ୍ (ମେଲ୍) – ସଞ୍ଜୟ ଗଗନାନି

ବେଷ୍ଟ ନେଗେଟିଭ୍ ରୋଲ୍ କ୍ରିଟିକ୍ (ଫିମେଲ୍) -ହେଲି ଶାହ

ବେଷ୍ଟ ଷ୍ଟାଇଲିସ୍ ମେଲ୍ – ଜୈନ୍ ଇମାମ

ବେଷ୍ଟ ଷ୍ଟାଇଲିସ୍ ଦିଭା – ସୁରଭି ଚାନ୍ଦନା ଓ ଏରିକା ଫର୍ଣ୍ଣାଣ୍ଡିଜ୍

ମୋଷ୍ଟ୍ ଫିଟ୍ ଆକ୍ଟର୍ – କରଣ ବାହି

ମୋଷ୍ଟ୍ ଫିଟ୍ ଆକ୍ଟ୍ରିସ୍ – ହିନା ଖାନ୍

ଟିଭି ପର୍ସନାଲିଟି ଅଫ୍ ଦି ଇୟର୍ – ହିନା ଖାନ୍

ବେଷ୍ଟ୍ ଆଙ୍କର – ଅର୍ଜୁନ୍ ବିଜଲାନି

ବେଷ୍ଟ୍ ସପୋଟିଙ୍ଗ୍ ଆକ୍ଟର୍ କ୍ରିଟିକସ୍ – କରଣ ଖାନ୍ନା

ବେଷ୍ଟ୍ ସପୋଟିଙ୍ଗ୍ ଆକ୍ଟ୍ରିସ୍ କ୍ରିଟିକସ୍ – ମୁଗ୍ଧା ଚାଫେକର୍

ବେଷ୍ଟ୍ ସପୋଟିଙ୍ଗ୍ ଆକ୍ଟର୍ ପପୁଲାର୍ – ଋତ୍ୱିକ୍ ଅରୋଡ଼ା

ବେଷ୍ଟ୍ ଡେବ୍ୟୁ (ମେଲ୍) – ସୁମେଧ ବାସୁଦେବ ମୁଦଲକର୍

ବେଷ୍ଟ୍ ଡେବ୍ୟୁ (ଫିମେଲ୍) – ରିମ୍ ଶେଖ୍

ବେଷ୍ଟ୍ ଚାଇଲଡ୍ ଆକ୍ଟର୍ – ଆକୃତି ଶର୍ମା

ବେଷ୍ଟ୍ ହେୟାର୍ (ମେଲ୍) – ଅର୍ଜୁନ୍ ବିଜଲାନି

ବେଷ୍ଟ୍ ହେୟାର୍ (ଫିମେଲ୍) – କୃଷ୍ଣା ମୁଖାର୍ଜି

ରାଇଜିଙ୍ଗ୍ ଷ୍ଟାର୍ ଟିଭି ଟୁ ଫିଲ୍ମ – ମୃଣାଲ ଠାକୁର ଓ ଅଭିକା ଗୌର୍

ବେଷ୍ଟ୍ ଆକ୍ଟର୍ କ୍ରିଟିକ୍ – ପର୍ଲ ଭି, ପୁରି

ବେଷ୍ଟ୍ ଆକ୍ଟ୍ରିସ୍ କ୍ରିଟିକ୍ – ଏରିକା ଫର୍ଣ୍ଣାଣ୍ଡିଜ୍

ବେଷ୍ଟ୍ ଆକ୍ଟର୍ ପପୁଲାର୍ – ମୋହସିନ୍ ଖାନ୍ ଓ ଧିରଜ ଧୁପର୍

ବେଷ୍ଟ୍ ଆକ୍ଟ୍ରିସ୍ ପପୁଲାର୍ -ଶ୍ରଦ୍ଧା ଆର୍ଯ୍ୟ ଓ ଶିବାଙ୍ଗୀ ଯୋଶୀ

ବେଷ୍ଟ୍ ଟିଭି ଶୋ’ (ଫିକସନ୍) – ‘କୁଣ୍ଡଲି ଭାଗ୍ୟ’ ଓ ‘ୟେ ରିସ୍ତା କ୍ୟା କେହେଲାତା ହେ’

ମାଇଲଷ୍ଟୋନ୍ ଲଙ୍ଗେଷ୍ଟ୍ ରନିଙ୍ଗ୍ ଶୋ’ – ‘ୟେ ରିସ୍ତା କ୍ୟା କେହେଲାତା ହେ’

Leave a Reply

Your email address will not be published. Required fields are marked *