ଫିଲ୍ମ ଫେୟାର୍ ଆୱାର୍ଡ଼ ୨୦୧୯, ଆଲିଆ ଶ୍ରେଷ୍ଠ ଅଭିନେତ୍ରୀ, ରଣବୀର୍ ଶ୍ରେଷ୍ଠ ଅଭିନେତା

ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଚଳିତବର୍ଷର ଫିଲ୍ମ ଫେୟାର୍ ଆୱାର୍ଡ଼ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ରେଡ୍ କାର୍ପେଟ୍ରେ ବି ଟାଉନ୍ର ତାରକାମାନଙ୍କର ଜଲୱା ଥିଲା ଆଖିଝଲସା । ମନୋରଞ୍ଜନ ଜଗତର ବିଭିନ୍ନ କ୍ଷେତ୍ରରେ ତାରକାମାନଙ୍କୁ ସେମାନଙ୍କର ଦକ୍ଷ ଓ ସର୍ବଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଫିଲ୍ମଫେୟାର୍ ଆୱାର୍ଡ଼ରେ ସମ୍ମାନିତ କରାଯାଇଥିଲା । ୨୦୧୯ ପାଇଁ ରଣବୀର୍ କପୁର୍ ସର୍ବଶ୍ରେଷ୍ଠ ଅଭିନେତା ଏବଂ ଆଲିଆ ଭଟ୍ଟ ସର୍ବଶ୍ରେଷ୍ଠ ଅଭିନେତ୍ରୀ ଭାବେ ଫିଲ୍ମ ଫେୟାର୍ ଜିତିଛନ୍ତି । ଆୱାର୍ଡ଼ ଜିତିଥିବା ଅନ୍ୟତାରକାମାନେ ହେଉଛନ୍ତି –
ବେଷ୍ଟ୍ ଫିଲ୍ମ – ‘ରାଜି’
କ୍ରିଟିକ୍ ଆୱାର୍ଡ଼ ଫର୍ ବେଷ୍ଟ୍ ଫିଲ୍ମ – ‘ଅନ୍ଧାଧୁନ୍’
ବେଷ୍ଟ୍ ଆକ୍ଟର୍ ଲିଡ୍ ରୋଲ୍ (ଫିମେଲ୍) – ଆଲିଆ ଭଟ୍ଟ (ଫିଲ୍ମ – ରାଜି)
ବେଷ୍ଟ୍ ଆକ୍ଟର୍ ଲିଡ୍ ରୋଲ୍ (ମେଲ୍) – ରଣବୀର୍ କାପୁର୍ (ଫିଲ୍ମ -ସଞ୍ଜୁ)
କ୍ରିଟିକ୍ ଆୱାର୍ଡ଼ ଫର୍ ବେଷ୍ଟ୍ ଆକ୍ଟର୍ ମେଲ୍ – ରଣବୀର୍ ସିଂ (ପଦ୍ମାବତ)
କ୍ରିଟିକ୍ ଆୱାର୍ଡ଼ ଫର୍ ବେଷ୍ଟ୍ ଆକ୍ଟର୍ ଫିମେଲ୍ – ନୀନା ଗୁପ୍ତା (ବଧାଇ ହୋ)
ବେଷ୍ଟ୍ ଡେବ୍ୟୁ ଆକ୍ଟର୍ ମେଲ୍ – ଈଶାନ୍ ଖଟ୍ଟର (ବିଓଣ୍ଡ୍ ଦ କ୍ଲାଉଡସ)
ବେଷ୍ଟ୍ ଡେବ୍ୟୁ ଆକ୍ଟର୍ (ଫିମେଲ୍) – ସାରାଅଲ୍ଲୀ ଖାନ୍ (କେଦାରନାଥ୍)
ବେଷ୍ଟ୍ ଡାରେକ୍ଟର୍ – ମେଘନା ଗୁଲଜାର୍ (ଫିଲ୍ମ – ରାଜି)
ବେଷ୍ଟ୍ ଡେବ୍ୟୁ ଡାରେକ୍ଟର୍ – ଅମର କୌଶିକ (ଫିଲ୍ମ – ସ୍ତ୍ରୀ)
ବେଷ୍ଟ୍ ଆକ୍ଟର୍ ସପୋଟିଙ୍ଗ୍ ରୋଲ୍ ମେଲ୍ – ଗଜରାଜ ରାଓ (ବଧାଇ ହୋ) ଓ ବିକି କୌଶଲ (ସଞ୍ଜୁ)
ବେଷ୍ଟ୍ ଆକ୍ଟର୍ ସପୋଟିଙ୍ଗ୍ ରୋଲ୍ ଫିମେଲ୍ – ସୁରେଖା ସିକରି (ବଧାଇ ହୋ)
ବେଷ୍ଟ୍ ଡାଇଲଗ୍ – ଅକ୍ଷତ ଘିଲାଡିୟାଲସ୍ (ଫିଲ୍ମ – ବଧାଇ ହୋ)
ବେଷ୍ଟ୍ ଅରିଜିନାଲ୍ ଷ୍ଟୋରୀ – ଅନୁଭବ ସିହ୍ନା (ଫିଲ୍ମ – ମୁଲକ୍)
ବେଷ୍ଟ୍ ଆକ୍ଟର୍ ମେଲ୍ ସର୍ଟ ଫିଲ୍ମ – ହୁସୈନ୍ ଦଲାଲ୍ (ସେମଲେସ୍)
ବେଷ୍ଟ୍ ଆକ୍ଟର୍ ଫିମେଲ୍ ସର୍ଟ ଫିଲ୍ମ – ମାୟା
ପିପୁଲ୍ ଚଏସ୍ ଆୱାର୍ଡ଼ ଫର୍ ବେଷ୍ଟ୍ ସର୍ଟ ଫିଲ୍ମ – ପ୍ଲସ୍ ମାଇନସ୍
ବେଷ୍ଟ୍ ସର୍ଟ ଫିଲ୍ମ ଫିକ୍ସନ୍ – ରେଗନ୍ ଜୋଶ୍
ବେଷ୍ଟ୍ ନନ୍ ଫିକ୍ସନ୍ ଫିଲ୍ମ – ଦ ସୋକର୍ ସିଟି
ବେଷ୍ଟ୍ ମ୍ୟୁଜିକ୍ ଆଲବମ୍ – ପଦ୍ମାବତ
ବେଷ୍ଟ୍ ପ୍ଲେବ୍ୟାକ୍ ସିଙ୍ଗର୍ ମେଲ୍ – ଅରିଜିତ୍ ସିଂ (ଏ ବତନ୍…) – (ଫିଲ୍ମ -ରାଜି)
ବେଷ୍ଟ୍ ପ୍ଲେବ୍ୟାକ୍ ସିଙ୍ଗର୍ ଫିମେଲ୍ – ଶ୍ରେୟା ଘୋଷାଲ୍ (ଘୁମର୍…) – (ଫିଲ୍ମ- ପଦ୍ମାବତ)
ବେଷ୍ଟ୍ ଲିରିକସ୍ – ଗୁଲଜାର୍ (ଏ ବତନ୍…) – (ଫିଲ୍ମ-ରାଜି)
ବେଷ୍ଟ୍ ଲିରିକସ – ଅନ୍ଧାଧୁନ୍
ବେଷ୍ଟ୍ ବ୍ୟାକ୍ଗ୍ରାଉଣ୍ଡ୍ ସ୍କୋର୍ – ଡେନିୟଲ୍ ଜର୍ଜ ( ଫିଲ୍ମ – ଅନ୍ଧାଧୁନ୍)
ବେଷ୍ଟ୍ ସାଉଣ୍ଡ୍ ଡିଜାଇନ୍ – କୁନାଲ୍ ଶର୍ମା, ତୁମ୍ବାଟ୍
ବେଷ୍ଟ୍ କୋରିଓଗ୍ରାଫର୍ – କୃତି ମହେଶ୍ ମିଧ୍ୟା, ଜ୍ୟୋତି ତୋମର୍ ଫର୍ ଘୁମର୍, (ପଦ୍ମାବତ୍)
ବେଷ୍ଟ୍ ସିନେମାଟୋଗ୍ରାଫି – ପଙ୍କଜ କୁମାର (ତୁମ୍ବାଟ)
ବେଷ୍ଟ୍ ଏଡିଟିଙ୍ଗ୍ – ପୂଜା ଲଧା ସୁରତି (ଫିଲ୍ମ – ଅନ୍ଧାଧୁନ୍)

Leave a Reply

Your email address will not be published.