୬୪ ତମ ଫିଲ୍ମଫେୟାର୍ ଆୱାର୍ଡ଼ର ନାମାଙ୍କନ ତାଲିକା ଜାରି
ଚଳିତବର୍ଷ ପାଇଁ ଫିଲ୍ମଫେୟାର୍ ଆୱାର୍ଡ଼ର ଘୋଷଣା ହୋଇଛି । ୬୪ତମ ବିମଲ୍ ଫିଲ୍ମଫେୟାର୍ ଆୱାର୍ଡ଼ ଉତ୍ସବ ଆସନ୍ତା ୨୩ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି । ତାରକାମାନଙ୍କୁ ସେମାନଙ୍କର ଉକୃଷ୍ଟ ପ୍ରଦର୍ଶନ ପାଇଁ ସମ୍ମାନିତ କରାଯିବ । ଏହା ପୂର୍ବରୁ ଆୱାର୍ଡ଼ର୍ ପାଇଁ ନାମାଙ୍କନ ତାଲିକା ପ୍ରକାଶ ପାଇଛି । ତେବେ ଆସନ୍ତୁ ଜାଣିବା କିଏ ଏହି ଦୌଡ଼ରେ ସାମିଲ୍ ହୋଇଛି ଏବଂ କିଏ ବାଦ୍ ପଡ଼ିଛି । –
ବେଷ୍ଟ୍ ଫିଲ୍ମ
ଅନ୍ଧାଧୁନ୍, ବଧାଇ ହୋ, ପଦ୍ମାବତ୍, ରାଜି, ସଞ୍ଜୁ ଓ ସ୍ତ୍ରୀ ।
ବେଷ୍ଟ୍ ଫିଲ୍ମ କ୍ରିଟିକ୍
ଅନ୍ଧାଧୁନ୍ – ଶ୍ରୀରାମ ରାଘବନ୍, ବଧାଇ ହୋ – ଅମିତ୍ ଶର୍ମା, ମଣ୍ଟୋ – ନନ୍ଦିତା ଦାସ୍, ପଟାଖା – ବିଶାଲ ଭରଦ୍ୱାଜ୍, ରାଜି- ମେଘନା ଗୁଲଜାର୍, ତୁମ୍ବାଟ୍ – ଅନିଲ୍ ରାହି ବରବେ ।
ବେଷ୍ଟ୍ ଆକ୍ଟର୍ ଲିଡିଙ୍ଗ୍ ରୋଲ୍ (ମେଲ୍) –
ଅକ୍ଷୟ କୁମାର – ପ୍ୟାଡମ୍ୟାନ୍, ଆୟୁଷ୍ମାନ୍ ଖୁରାନା – ଅନ୍ଧାଧୁନ୍, ରାଜକୁମାର ରାଓ – ସ୍ତ୍ରୀ, ରଣବୀର୍ କପୁର୍ – ସଞ୍ଜୁ, ରଣବୀର୍ ସିଂ – ପଦ୍ମାବତ୍, ଶାହରୁଖ୍ ଖାନ୍ – ଜିରୋ ।
କ୍ରିଟିକ୍ ଆୱାର୍ଡ଼ (ବେଷ୍ଟ୍ ଆକ୍ଟର୍ ମେଲ୍)-
ଆୟୁଷ୍ମାନ୍ ଖୁରାନା – ଅନ୍ଧାଧୁନ୍, ନବାଜୁଦ୍ଦିନ୍ ସିଦ୍ଦିକି -ମଣ୍ଟୋ, ରଣବୀର୍ କପୁର୍ – ସଞ୍ଜୁ, ରଣବୀର୍ ସିଂ – ପଦ୍ମାବତ୍, ବରୁଣ ଧୱନ୍ – ଅକ୍ଟୁବର୍, ବିନୀତ କୁମାର ସିଂହ – ମୁକ୍କାବାଜ୍
ବେଷ୍ଟ୍ ଆକ୍ଟର୍ (ଫିମେଲ୍) –
ଆଲିଆ ଭଟ୍ଟ – ରାଜି, ନୀନା ଗୁପ୍ତା – ବଧାଇ ହୋ, ଦୀପିକା ପାଦୁକୋଣ୍ – ପଦ୍ମାବତ୍, ରାଣୀ ମୁଖାର୍ଜି – ହିଚକି, ତବୁ – ଅନ୍ଧାଧୁନ୍ ।
କ୍ରିଟିକ୍ ଆୱାର୍ଡ଼ (ବେଷ୍ଟ ଆକ୍ଟର୍ ଫିମେଲ୍) –
ଅନୁଷ୍କା ଶର୍ମା – ସୁଇ ଢାଗା, ଆଲିଆ ଭଟ୍ଟ – ରାଜି, ରାଧିକା ମଦନ୍ – ପଟାଖା, ତବୁ – ଅନ୍ଧାଧୁନ୍, ତାପନୀ ପନ୍ନୁ – ମୁଲକ ।
ବେଷ୍ଟ୍ ଡାରେକ୍ଟର୍ –
ଅମର କୌଶିକ୍ – ସ୍ତ୍ରୀ, ଅମିତ୍ ଶର୍ମା – ବଧାଇ ହୋ, ମେଘନା ଗୁଲଜାର୍ – ରାଜି, ରାଜକୁମାର ହିରାନି – ସଞ୍ଜୁ, ସଞ୍ଜୟ ଲୀଲା ବନସାଲୀ – ପଦ୍ମାବତ୍, ଶ୍ରୀରାମ ରାଘବନ୍ – ଅନ୍ଧାଧୁନ୍ ।
ବେଷ୍ଟ୍ ଆକ୍ଟର୍ (ସପୋଟିଙ୍ଗ୍ ରୋଲ୍ ମେଲ୍) –
ଅପାରଶକ୍ତି ଖୁରାନା – ସ୍ତ୍ରୀ, ଗଜରାଜ ରାଓ – ବଧାଇ ହୋ, ଜିମ୍ ଶରବ – ପଦ୍ମାବତ୍, ମନୋଜ୍ ପହବା – ମୁଲକ, ପଙ୍କଜ ତ୍ରିପାଠୀ – ସ୍ତ୍ରୀ, ବିକି କୌଶଲ୍ – ସଞ୍ଜୁ ।
ବେଷ୍ଟ ଆକ୍ଟର୍ (ସପୋଟିଙ୍ଗ୍ ରୋଲ୍ ଫିମେଲ୍) –
ଗୀତାଞ୍ଜଳୀ ରାଓ – ଅକ୍ଟୁବର୍, କେଟ୍ରିନା କୈଫ୍ – ଜିରୋ, ଶିଖା ତଲସାନିଆ – ବିରେ ଦି ୱେଡିଙ୍ଗ୍, ସୁରେଖା ସିକରି – ବଧାଇ ହୋ, ୟାମିନି ଦାସ – ସୁଇ ଢାଗା ।
ବେଷ୍ଟ ମ୍ୟୁଜିକ୍ ଆଲବମ୍ –
ଧଡ଼କ୍ – ଅଜୟ ଅତୁଲ୍, ମନମର୍ଜିୟାଁ – ଅମିତ୍ ତ୍ରିବେଦୀ, ରାଜି – ଶଙ୍କର ଏହେସାନ୍ ଲୟ, ସୋନୁ କି ଟିଟୁ କି ସ୍ୱିଟି – ରୋଚକ କୋହଲି, ୟୋ ୟୋ ହନି ସିଂ, ଅମାଲ୍ ମଲିକ, ଗୁରୁ ରଂଙ୍ଘବା, ଜ୍ୟାକ୍ ନାଇଟ୍, ସୌରଭ-ବୈଭବ ଓ ରଜତ ।
ବେଷ୍ଟ ଲିରିକସ-
ଏ ବତନ୍ – ଗୁଲଜାର୍(ରାଜି), ବିନତେ ଦିଲ୍ – ଏ ଏମ୍ ତୁରଜ (ପଦ୍ମାବତ୍), ଦିଲବରୋ – ଗୁଲଜାର୍ (ରାଜି), କର୍ ହର୍ ମୈଦାନ୍ ଫତେ – ଶିଖର ଅସ୍ତିତ୍ୱ (ସଞ୍ଜୁ), ମେରେ ନାମ ତ – ଇର୍ସାଦ୍ କାମିଲ୍ (ଜିରୋ), ତେରା ପ୍ୟାର୍ ହୁଁ ମେଁ – କୁମାର (ସୋନୁ କି ଟିଟୁ କି ସ୍ୱିଟି)
ବେଷ୍ଟ ପ୍ଲେ ବ୍ୟାକ୍ ସିଙ୍ଗର (ମେଲ୍) –
ଅଜୟ ଜୋଧପୁରକର୍ – ମେରେ ନାମ୍ ତୁ (ରାଜି), ଅରଜିତ୍ ସିଂ – ତେରା ପ୍ୟାର୍ ହୁଁ ମେଁ (ସୋନୁ କି ଟିଟୁ କି ସ୍ୱିଟି), ଅରିଜିତ୍ ସିଂ – ଏ ବତନ୍(ରାଜି), ଅରିଜିତ୍ ସିଂ – ବିନତେ ଦିଲ୍ (ପଦ୍ମାବତ୍), ବାଦଶାହ -ତାରିଫା (ବିରେ ଦି ୱେଡିଙ୍ଗ୍), ଶଙ୍କର ମହାଦେବନ୍ – ଦିଲବରୋ (ରାଜି) ।
ବେଷ୍ଟ ପ୍ଲେ ବ୍ୟାକ୍ ସିଙ୍ଗର୍ (ଫିମେଲ୍) –
ହର୍ଷଦୀପ୍ କୌର୍, ବିଭା ସରଫ୍ – ଦିଲବରୋ (ରାଜି),
ଜୋନିତା ଗାନ୍ଧି – ଆହିସ୍ଥା (ଲୈଲା ମଜନୁ)
ରୋନାକିନି ଗୁପ୍ତା – ଛାଓଁ ଲଗା (ସୁଇ ଢାଗା), ଶ୍ରେୟା ଘୋଷାଲ୍ – ଘୁମର୍ (ପଦ୍ମାବତ୍), ସୁନିଧି ଚୌହାନ୍ – ଏ ବତନ୍ (ରାଜି), ସୁନିଧି ଚୌହାନ୍ – ମନବା (ଅକ୍ଟୁବର) ।