ଦୀପିକାଙ୍କ ଜୀବନର ବେଷ୍ଟ୍ ମୋମେଣ୍ଟ୍ସ

ନିକଟରେ ଅୟୋଜିତ ଏକ ସାକ୍ଷାତକାରରେ ଦୀପିକା ନିଜ ଜୀବନର କିଛି ଅଭୁଲା ଓ ସୁଖଦ ମୁହୂର୍ତ୍ତକୁ ଗଣମାଧ୍ୟମ ସହିତ ସେୟାର୍ କରିଛନ୍ତି । ଦୀପିକାଙ୍କ କହିବା ଅନୁଯାୟୀ ବିବାହର ଦିନଗୁଡ଼ିକ ତାଙ୍କ ପାଇଁ ସବୁଠାରୁ ଅଧିକ ଖୁସି ଆଣିଦେଇଥିଲା । କନ୍ୟାଦାନର ମୁହୂର୍ତ୍ତ ଦୀପିକାଙ୍କ ପାଇଁ ଥିଲା ସବୁଠାରୁ ଅଧିକ ସୁଖଦ । ଏହାଛଡ଼ା ମେହେନ୍ଦି ଲଗାଇବା ସମୟରେ ସୂର୍ଯ୍ୟଙ୍କ ପ୍ରଥମ କିରଣ ଥିଲା ଦୀପିକାଙ୍କ ପାଇଁ ଅବିସ୍ମରଣୀୟ ।

ବିବାହର ସମସ୍ତ କାର୍ଯ୍ୟ ଭଲରେ ହୋଇଥିଲା ଏବଂ ତାହା ଦୀପିକା ଓ ତାଙ୍କ ପରିବାର ପାଇଁ ଖୁସି ଆଣିଦେଇଥିଲା । ଦୀପିକା କହିଛନ୍ତି ଯେ ‘୧୫ ନଭେମ୍ବରରେ ଆନନ୍ଦ କରଜ ପରମ୍ପରା ସମ୍ପୂର୍ଣ୍ଣ ହେବା ପରେ ଏକ ନଉକା ଥିଲା, ଯାହାକି ମୋତେ ଓ ରଣବୀର୍ଙ୍କୁ ହୋଟେଲ୍ ପର୍ଯ୍ୟନ୍ତ ନେଇଥିଲା । ସେହି ସମୟରେ ଆମେ ଦୁଇଜଣ ଏକଲା ଥିଲୁ । ଏହି ମୁହୂର୍ତ୍ତକୁ ଉପଭୋଗ କରିବା ପାଇଁ ଆମେ ଦୁଇଜଣ ଏକ ଫେବରାଇଟ୍ ଗୀତକୁ ଉଚ୍ଚ ସ୍ୱରରେ ଶୁଣିଥିଲୁ ଏବଂ ସେହି ସମୟରେ ଏଭଳି ଅନୁଭବ ହୋଇଥିଲା ଯେ ଆମେ ସୂର୍ଯ୍ୟଙ୍କ ଅସ୍ତମିତ କିରଣ ଭିତରେ ହଜିଯାଇଛୁ’ । ଦୀପିକାଙ୍କ ଜୀବନର ଏଭଳି ବେଷ୍ଟ୍ ମୁମେଣ୍ଟ୍ ଜାଣିବା ପରେ ଦୀପ୍ବୀର୍ଙ୍କ ପ୍ରଶଂସକ ଖୁସି ଜଣାପଡ଼ୁଛନ୍ତି ।

ଦୀପିକା କହିଛନ୍ତି ଯେ ‘୧୫ ନଭେମ୍ବରରେ ଆନନ୍ଦ କରଜ ପରମ୍ପରା ସମ୍ପୂର୍ଣ୍ଣ ହେବା ପରେ ଏକ ନଉକା ଥିଲା, ଯାହାକି ମୋତେ ଓ ରଣବୀର୍ଙ୍କୁ ହୋଟେଲ୍ ପର୍ଯ୍ୟନ୍ତ ନେଇଥିଲା । ସେହି ସମୟରେ ଆମେ ଦୁଇଜଣ ଏକଲା ଥିଲୁ । ଏହି ମୁହୂର୍ତ୍ତକୁ ଉପଭୋଗ କରିବା ପାଇଁ ଆମେ ଦୁଇଜଣ ଏକ ଫେବରାଇଟ୍ ଗୀତକୁ ଉଚ୍ଚ ସ୍ୱରରେ ଶୁଣିଥିଲୁ ଏବଂ ସେହି ସମୟରେ ଏଭଳି ଅନୁଭବ ହୋଇଥିଲା ଯେ ଆମେ ସୂର୍ଯ୍ୟଙ୍କ ଅସ୍ତମିତ କିରଣ ଭିତରେ ହଜିଯାଇଛୁ’ । ଦୀପିକାଙ୍କ ଜୀବନର ଏଭଳି ବେଷ୍ଟ୍ ମୁମେଣ୍ଟ୍ ଜାଣିବା ପରେ ଦୀପ୍ବୀର୍ଙ୍କ ପ୍ରଶଂସକ ଖୁସି ଜଣାପଡ଼ୁଛନ୍ତି ।

ଜାହ୍ନବୀଙ୍କ ପଦାଙ୍କରେ ଆଉ ଜଣେ ନାୟିକା

http://odishatime.com/new-actress-in-bollywood/

କପିଲଙ୍କ ଦ୍ୱିତୀୟ ରିସେପ୍ସନ୍‌ରେ ଦୀପ୍‌ବୀରଙ୍କ ଡ୍ୟାନ୍ସ୍

http://odishatime.com/kapil-sharmas-reception/

Leave a Reply

Your email address will not be published. Required fields are marked *