#coronaupdates: ଗୋଟିଏ ଦିନରେ ୬୧୩ ନୂଆ ରୋଗୀ, ୪୫ ସୁସ୍ଥ. ୧୯ ମୃତ

ଭୁବନେଶ୍ଵର, (ଓଟି): ଦେଶରେ କରୋନା ଯେମିତି ଲୋକଙ୍କୁ ତୀବ୍ରଗତି ଆକ୍ରାନ୍ତ କରି ଚାଲିଛି ସେମିତି ଭାରତର ସ୍ଵାସ୍ଥ୍ୟ ଓ ଚିକିତ୍ସା ବ୍ୟବସ୍ଥା ତାହାର ମୁକାବିଲା କରିବା ପାଇଁ ଲାଗିପଡ଼ିଛନ୍ତି। ଗତ ୨୪ ଘଣ୍ଟା ଭିତରେ ସମଗ୍ର ଦେଶରେ ୬୧୩ଜଣ ନୂଆ ରୋଗୀ ସାମିଲ୍‌ ହୋଇଥିବା ବେଳେ  ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ରହିଛି ୩୮୪୩। ସେହିପରି ୨୪ ଘଣତଟା ଭିତରେ ୧୯ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଦେଶର ବିଭିନ୍ନ ହସ୍‌ପିଟାଲ୍‌ ଏବେ କରୋନା ମୁକାବିଲା ପାଇଁ ପ୍ରସ୍ତୁତ ହୋଇଛି । କେନ୍ଦ୍ର ସରକାରଙ୍କଠାରୁ ଆରମ୍ଭ କରି ରାଜ୍ୟ ଯାଏ ସମସ୍ତେ ଯଥା ସମ୍ଭବ ପ୍ରସ୍ତୁତିରେ ଲାଗିଛନ୍ତି। ଦେଶର ଜନସାଧାରଣ ମଧ୍ୟ ଏଥିପାଇଁ ଆଗଭର ହୋଇଛନ୍ତି। ଲକ୍‌ଡାଉନ୍‌ ଆଦେଶକୁ ମାନିଛନ୍ତି। ତଥାପି ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏବେ ସମୁଦାୟ ୪୨୮୯ଜଣଙ୍କୁ କରୋନା  ପଜିଟିଭ୍‌ ଭାବେ ଚିହ୍ନିତ କରାଯାଇଛଇ। ସେମାନଙ୍କ ଭିତରୁ ୩୮୪୩ ଜଣଙ୍କୁ ବିଭିନ୍ନ ହସ୍‌ପିଟାଲ୍‌ରେ ଚିକିତ୍ସା କରାଯାଉଛି। ୩୨୮ ଜଣ ସୁସ୍ଥ ହୋଇ ଫେରିଥିବା ବେଳେ ୧୧୮ଜଣଙ୍କ ମୃତ୍ୟୁ ଘଟିଛି ।

ଆସନ୍ତୁ ନଜର ପକାଇବା ରାଜ୍ୟ ଭିତ୍ତିରେ କେଉଁ ରାଜ୍ୟରେ କେତେ ପ୍ରଭାବ ବିସ୍ତାର କରିଛି କରୋନା।

 

STATE/UT
CONFIRMED

ACTIVE
RECOVERED

DECEASED
MAHARASHTRA 748 647 56 45
TAMIL NADU 571 558 8 5
DELHI 503 480 16 7
TELANGANA 334 290 33 11
KERALA 314 256 56 2
UTTAR PRADESH 278 254 21 3
RAJASTHAN 266 240 25 1
ANDHRA PRADESH 252 246 5 1
MADHYA PRADESH 193 177 3 13
KARNATAKA 151 136 11 4
GUJARAT 128 96 21 11
JAMMU AND KASHMIR 106 100 4 2
HARYANA 90 61 29
WEST BENGAL 80 67 10 3
PUNJAB 68 57 4 7
ODISHA 39 37 2
BIHAR 32 28 3 1
ASSAM 26 26
UTTARAKHAND 26 22 4
CHANDIGARH 18 13 5
LADAKH 14 11 3
HIMACHAL PRADESH 13 10 1 2
ANDAMAN AND NICOBAR ISLANDS 10 10
CHHATTISGARH 10 2 8
GOA 7 7
PUDUCHERRY 5 5
JHARKHAND 3 3
MANIPUR 2 2
ARUNACHAL PRADESH 1 1
MIZORAM 1 1
TOTAL 4289 3843 328 118

Leave a Reply

Your email address will not be published.