ଭାରତରେ କରୋନା ଭୁତାଣୁ ସଂକ୍ରମଣ ସ୍ଥିତି ଉପରେ ନଜର ପକାନ୍ତୁ
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ଭାରତରେ ଗଲା ୨୪ ଘଣ୍ଟା ଭିତରେ ୧୪୦୮ ନୂଆ ରୋଗୀ ସାମିଲ୍ ହୋଇଛନ୍ତି। ସମୁଦାୟ ୫୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୮୪ଜଣ ସୁସ୍ଥ ହୋଇଛନ୍ତି। ଠିକ୍ ସେହିପରି ବିଶ୍ଵରେ ୮୩ ହଜାର ୯୧୧ ଜଣ ନୂଆକରି ଆକ୍ରାନ୍ତ ହୋଇଛନ୍ତି। ୨୬୩୧, ୮୩୯ ଜଣ ଆକ୍ରାନ୍ତ ହୋଇଛନ୍ତି। ସମୁଦାୟ ୧ଲକ୍ଷ ୮୨୧୦୦ ଜଣଙ୍କ ମୃତ୍ୟୁ ଘଟିଥିବା କୁହାଯାଇଛି।
ଓଡ଼ିଶାରେ ଗତ ୨୪ ଘଣ୍ଟାରେ ୪ ଜଣ ନୂଆ ରୋଗୀ ସାମ୍ନାକୁ ଆସିଛନ୍ତି। ଏଠାରେ ସମୁଦାୟ ସଂଖ୍ୟ ୯୪ ହୋଇଛି। ନିମ୍ନ ଟେବଲ୍ ଉପରେ ନଜର ପକାନ୍ତୁ।
କରୋନା ସ୍ଥିତି ସକାଳ ୮ଟା, ୨୫ ଏପ୍ରିଲ୍୨୦୨୦
ଭାରତ | ବିଶ୍ଵ | ଓଡ଼ିଶା | ||||||
୨୪ ଏପ୍ରିଲ | ୨୫ ଏପ୍ରିଲ | ୨୪ଘଣ୍ଟାରେ ବୃଦ୍ଧି | ୨୪ ଏପ୍ରିଲ | ୨୫ ଏପ୍ରିଲ୍ | ୨୪ଏପ୍ରିଲ | ୨୫ ଏପ୍ରିଲ୍ | ||
ପଜିଟିଭ୍ | ୨୩୦୩୯ | ୨୪୪୪୭ | ୧୪୦୮ | ୨୫୪୯୬୩୨ | ୨୬୩୧୮୩୯ | ୯୦ | ୯୪ | |
ସୁସ୍ଥ | ୫୦୧୨ | ୫୪୯୬ | ୪୮୪ | ୩୩ | ୩୩ | |||
ମୃତ | ୭୨୧ | ୭୮୦ | ୫୯ | ୧୭୫୮୨୫ | ୧୮୨୧୦୦ | ୧ | ୧ | |
ଆକ୍ରାନ୍ତ | ୧୭୩୦୬ | ୧୮୧୭୧ | ୮୬୫ | ୫୬ | ୬୦ |