#Corona Update: ସମୁଦାୟ ୧୭୦, ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ରୋଗୀ, କେତେ ହେଲେ ସୁସ୍ଥ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌):  ରାଜ୍ୟରେ କରୋନା ପଜିଟିଭ୍‌ଙ୍କ ଚିହ୍ନିତଙ୍କ ସଂଖ୍ୟା ୧୭୦ରେ ପହଞ୍ଚିଛି। ଗତକାଲି ସକାଳ ୭ଟାରେ ଏହି ସଂଖ୍ୟା ୧୬୩ ଥିଲା। ଏହି ୨୪ ଘଣ୍ଟା ଭିତରେ ଯାଜପୁର ଜିଲ୍ଲାରେ ୪ଜଣ ନୂଆ କରୋନା ପଜିଟିଭ୍‌ ଚିହ୍ନିତ ହୋଇଥିବା ବେଳେ ଭଦ୍ରକରେ ଦୁଇଜଣ ଏବଂ ଗଞ୍ଜାମରେ ଜଣେ କରୋନା ରୋଗୀଙ୍କୁ ଚିହ୍ନିତ କରାଯାଇଛି। ଗତକାଲି କେହି ସୁସ୍ଥ ହୋଇ ଘରକୁ ଫେରି ନାହାନ୍ତି। ଅର୍ଥାତ୍‌ ସମୁଦାୟ ଆକ୍ରାନ୍ତ ତଥା ହସ୍‌ପିଟାଲ୍‌ରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୧୦୨ରୁ ୧୦୯ରେ ପହଞ୍ଚିଛି।

ଏବେ ନଜର ପକାନ୍ତୁ କେଉଁ ଜିଲ୍ଲାରେ ସଂକ୍ରମଣ ସ୍ଥିତି କେତେ ରହିଛି।

ରାଜ୍ୟରେ କରୋନା ସ୍ଥିତି ସକାଳ 7 ଟା୦୫ମେ’ ୨୦୨୦

ଜିଲ୍ଲା ସମୁଦାୟ ପଜିଟିଭ୍‌ ସୁସ୍ଥ ଆକ୍ରାନ୍ତ
୪ ମେ’ ୫ ମେ’ ୪ ମେ’ ୫ ମେ’ ୪ ମେ’ ୫ ମେ’
ଖୋର୍ଦ୍ଧା ୪୭ ୪୭ ୩୧ ୩୧ ୧୫ ୧୫
ଯାଜପୁର ୪୮ ୫୨ ୦୧ ୦୧ ୪୭ ୫୧
ବାଲେଶ୍ଵର ୨୧ ୨୧ ୦୪ ୦୪ ୧୭ ୧୭
ଭଦ୍ରକ ୧୯ ୨୧ ୧୨ ୦୯ ୦୭ ୦୯
ସୁନ୍ଦରଗଡ଼ ୧୧ ୧୧ ୦୫ ୦୫ ୦୬ ୦୬
କେନ୍ଦ୍ରାପଡ଼ା ୦୨ ୦୨ ୦୨ ୦୨ ୦୦ ୦୦
କଳାହାଣ୍ଡି ୦୨ ୦୨ ୦୨ ୦୨ ୦୦ ୦୦
ପୁରୀ ୦୧ ୦୧ ୦୧ ୦୧ ୦୦ ୦୦
କଟକ ୦୧ ୦୧ ୦୧ ୦୧ ୦୦ ୦୦
ଢେଙ୍କାନାଳ ୦୧ ୦୧ ୦୧ ୦୧ ୦୦ ୦୦
କୋରାପୁଟ ୦୧ ୦୧ ୦୦ ୦୦ ୦୧ ୦୧
ଝାରସୁଗୁଡ଼ା ୦୨ ୦୨ ୦୦ ୦୦ ୦୨ ୦୨
ଦେବଗଡ଼ ୦୧ ୦୧ ୦୦ ୦୦ ୦୧ ୦୧
କେନ୍ଦୁଝର ୦୨ ୦୨ ୦୦ ୦୦ ୦୨ ୦୨
ବଲାଙ୍ଗୀର ୦୨ ୦୨ ୦୦ ୦୦ ୦୨ ୦୨
ଗଞ୍ଜାମ ୦୨ ୦୩ ୦୦ ୦୦ ୦୨ ୦୩
ସମୁଦାୟ ୧୬୩ ୧୭୦ ୬୦ ୬୦ ୧୦୨ ୧୦୯

ରାଜ୍ୟରେ କରୋନା ପଜିଟିଭ୍‌ ସଂଖ୍ୟା ୧୬୯

Leave a Reply

Your email address will not be published. Required fields are marked *