ରାଜ୍ୟରେ ୧୬୦ କରୋନା ପଜିଟିଭ୍‌, ଯାଜପୁରରେ ୪୮

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଯାଜପୁର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏବେ ରାଜ୍ୟର ସବୁଠାରୁ ଅଧିକ କରୋନା ଆକ୍ରାନ୍ତ ଯାଜପୁର ଜିଲ୍ଲାର ହିଁ ରହିଛନ୍ତି। ଏହା ଅତୀତରେ ଭୁବନେଶ୍ଵର ସଂଖ୍ୟାକୁ ବି ପାର ହୋଇଛି। ଗଲା କିଛିଦିନ ତଳେ ଜଣେ ରୋଗୀଙ୍କୁ ଚିହ୍ନଟ କରାଯିବା ପରେ ଭୁବନେଶ୍ଵରରେ ସମୁଦାୟ ଚିହ୍ନିତ ରୋୀଙ୍କ ସଂଖ୍ୟା ୪୭ ଥିବା ବେଳେ ଯାଜପୁରରେ ଏହି ସଂଖ୍ୟା ଏବେ ୪୮ରେ ପହଞ୍ଚିଛି।

ଗଲା ୨୪ ଘଣ୍ଟା ଭିତରେ କରୋନା ପଜିଟିଭ୍‌ ଚିହ୍ନିତଙ୍କ ସଂଖ୍ୟା ୧୫୪ରୁ ୧୬୦ରେ ପହଞ୍ଚିଛି। ଯାଜପୁରରେ ୩ଜଣ, ଝାରସୁଗୁଡ଼ାରେ ଜଣେ ଏବଂ ଗଞ୍ଜାମ ଜିଲ୍ଲାରେ ଦୁଇଜଣ ନୂଆ ରୋଗୀ ଚିହ୍ନଟ ହୋଇଥିଲେ। 

ଏବେ ନଜର ପକାନ୍ତୁ କେଉଁ ଜିଲ୍ଲାରେ ସଂକ୍ରମଣ ସ୍ଥିତି କେତେ ରହିଛି।

ରାଜ୍ୟରେ କରୋନା ସ୍ଥିତି ସକାଳ 7 ଟାମେ’ ୨୦୨୦

ଜିଲ୍ଲା ସମୁଦାୟ ପଜିଟିଭ୍‌ ସୁସ୍ଥ ଆକ୍ରାନ୍ତ
୨ ମେ’ ମେ’  ମେ’ ୩ ମେ’ ୨ ମେ’ ୩ ମେ’
ଖୋର୍ଦ୍ଧା ୪୭ ୪୭ ୩୦ ୩୧ ୧୬ ୧୫
ଯାଜପୁର ୪୫ ୪୮ ୦୧ ୪୪ ୪୭
ବାଲେଶ୍ଵର ୨୦ ୨୦ ୧୭ ୧୭
ଭଦ୍ରକ ୧୯ ୧୯ ୧୦ ୧୦
ସୁନ୍ଦରଗଡ଼ ୧୦ ୧୦
କେନ୍ଦ୍ରାପଡ଼ା ୦୨ ୦୨
କଳାହାଣ୍ଡି ୦୨ ୦୨
ପୁରୀ
କଟକ
ଢେଙ୍କାନାଳ
କୋରାପୁଟ
ଝାରସୁଗୁଡ଼ା
ଦେବଗଡ଼
କେନ୍ଦୁଝର
ବଲାଙ୍ଗୀର
ଗଞ୍ଜାମ
ସମୁଦାୟ ୧୫୪ ୧୬୦ ୫୫ ୫୬ ୯୮ ୧୦୩

Leave a Reply

Your email address will not be published. Required fields are marked *