ରାଜ୍ୟରେ କରୋନା ସ୍ଥିତି: ଜିଲ୍ଲାୱାରୀ ତାଲିକା ଅପ୍‌ଡେଟ୍‌

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ରାଜ୍ୟରେ କରେନା ଚିହ୍ନଟ ବ୍ୟକ୍ତିଙ୍କ ସଂଖ୍ୟା ୪୩୭ରେ ପହଞ୍ଚିଛି। ଗଞ୍ଜାମ ଜିଲ୍ଲା ସର୍ବାଧିକ ଆକ୍ରାନ୍ତ ରହିଛି। ଏଠାରେ ସମୁଦାୟ ପଜିଟିଭ୍‌ ସଂଖ୍ୟା ୧୫୭ ଥିବା ବେଳେ ୧୫୬ ଜଣ ରୋଗୀ ଏବେ ଡାକ୍ତରଖଶନାରେ ଚିକିତ୍ସିତ। ଜଣଙ୍କ ମୃତ୍ୟୁ ହୋଇଛି। ଗଲା ୨୪ ଘଣ୍ଟା ଭିତରେ ଗଞ୍ଜାମରେ ତିନିଜଣ ନୂଆ ରୋଗୀଙ୍କୁ ଚିହ୍ନଟ କରାଯାଇଛଇ ।

ସେହିପରି ବାଶ୍ଵେରରେ ୧୫ଜଣ ନୂଆ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଯାଜପୁରରେ ୩, ପୁରୀରେ ୧ ଏବଂ ବୌଦ୍ଧରେ ଜଣଙ୍କୁ ଚିହ୍ନଟ କରାଯାଇଛି। ଏ ସମସ୍ତେ ବିଭିନ୍ନ ରାଜ୍ୟରୁ ଓଡ଼ିଶା ଫେରିଛନ୍ତି।

ଏବେ ରାଜ୍ୟରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୪୯ରହିଛି। ୮୫ଜଣ ସୁସ୍ଥ ହୋଇଛନ୍ତି। ନଜର ପକାନ୍ତୁ ଜିଲ୍ଲାୱାରୀ ତାଲିକା ଉପରେ।

 

Leave a Reply

Your email address will not be published. Required fields are marked *