ଦେଶରେ ୫୬ ହଜାର ୩୪୨ କରୋନା ପଜିଟିଭ୍‌

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌):  ଦେଶରେକରୋନା  ଆକ୍ରାନ୍ତଙ୍କ ସଂଖ୍ୟା ୫୬୩୪୨ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୧୬୫୩୯ ଜଣ ସୁସ୍ଥ ହୋଇଥିବା ବେଳେ ୧୮୮୬ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି ।

ମୃତବ୍ୟକ୍ତିମାନଙ୍କ ମଧ୍ୟରେ ମହାରାଷ୍ଟ୍ରର ୬୯୪ ଜଣ ଥିବା ବେଳେ ଗୁଜରାଟରେ ୪୨୫ ଜଣ,  ମଧ୍ୟପ୍ରଦେଶରେ ୧୯୩,, ରାଜସ୍ଥାନରେ ୯୭ ଦିଲ୍ଲୀରେ ୬୬ ଜଣ ରହିଛନ୍ତି।  ସେହିପରି ଆନ୍ଧ୍ରପ୍ରଦେଶରେ ୩୮ , ଆସାମରେ ୧, ବିହାରରେ ୫ , ଚଣ୍ଡିଗଡ଼ରେ ୧,  , ହରିୟାଣାରେ ୭ , ହିମାଚଳ ପ୍ରଦେଶରେ ୨ , ଜମ୍ମୁ ଓ କଶ୍ମୀରରେ ୯ , ଝାଡ଼ଖଣ୍ଡରେ ୩ , କର୍ଣ୍ଣାଟକରେ ୩୦, କେରଳରେ ୪ ,  ମେଘାଳୟରେ ୧ , ଓଡ଼ିଶାରେ ୨ ଜଣ, ପଞ୍ଜାବରେ ୨୮ ,  ତାମିଲନାଡୁରେ ୩୭ , ତେଲେଙ୍ଗାନାରେ ୨୯ , ଉତ୍ତରାଖଣ୍ଡରେ ୧ , ଉତ୍ତରପ୍ରଦେଶରେ ୬୨  ଏବଂ ପଶ୍ଚମବଙ୍ଗରେ ୧୫୧ ଜଣଙ୍କ ମୃତ୍ୟୁ ହୋଇଛି।

 

Leave a Reply

Your email address will not be published.