କଂଗ୍ରେସର ପ୍ରାର୍ଥୀ ତାଲିକା ଘୋଷଣା, ୫୪ ବିଧାନସଭା ଆସନରୁ କିଏ ହେଲେ ପ୍ରାର୍ଥୀ
ଭୁବନେଶ୍ଵର, (ଓଟି): କଂଗ୍ରେସ ପକ୍ଷରୁ ରାଜ୍ୟ ବିଧାନସଭାର ୫୪ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ଏଥିରେ ମାତ୍ର ୪ ଜଣ ମହିଳା ସାମିଲ୍ ରହିଛନ୍ତି। ସେମାନେ ହେଲେ କୋରେଇରୁ ବନ୍ଦିତା ପରିଡ଼ା, ନୀଳଗିରିରୁ ରାଣୀ ମନୋଜା ମଞ୍ଜରୀ ଦେବୀ, ଉମରକୋଟରୁ ଯଶୋଦାରାଣୀ ଗଣ୍ଡ ଏବଂ ଭୁବନେଶ୍ଵର ଏକାମ୍ର ଆସନରୁ ରଶ୍ମିରେଖା ମହାପାତ୍ର। ଆସନ୍ତୁ ନଜର ପକାଇବା କିଏ ହେବେ କେଉଁଠୁ ପ୍ରାର୍ଥୀ।
କଂଗ୍ରେସର ପ୍ରାର୍ଥୀ ତାଲିକା ( ଅସମ୍ପୂଣ୍ଣ) | ||
ନିର୍ବାଚନ ମଣ୍ଡଳୀ | ପ୍ରକାର | ପ୍ରାର୍ଥୀଙ୍କ ନାଁ |
ବିଜେପୁର | ସାଧାରଣ | ରିପୁନାଥ ସେଠ |
ଭଟଲୀ | ସାଧାରଣ | ସରୋଜ ମହାପାତ୍ର |
ତଳସରା | ଆଦିବାସୀ | ଡ. ପ୍ରଫୁଲ୍ଲ ମାଝି |
ଝାରସୁଗୁଡ଼ା | ସାଧାରଣ | ମହେନ୍ଦ୍ର ନାୟକ |
ରଘୁନାଥ ପଲ୍ଲୀ | ଦଳିତ | ପ୍ରଶାନ୍ତ ସେଠୀ |
ରାଉରକେଲା | ସାଧାରଣ | ମୁକ୍ତିକାନ୍ତ ବିଶ୍ଵାଳ |
କୁଚିଣ୍ଡା | ଆଦିବାସୀ | ଶୋଭାରାମ ପ୍ରଧାନ |
ରେଙ୍ଗାଲୀ | ଦଳିତ | ବାଳକୃଷ୍ଣ ରୋହିଦାସ |
ସମ୍ବଲପୁର | ସାଧାରଣ | ଅଶ୍ଵିନୀ କୁମାର ଗୁରୁ |
ରେଢ଼ାଖୋଲ | ସାଧାରଣ | ଆସଫ୍ ଅଲ୍ଲୀ ଖାଁ |
ଦେବଗଡ଼ | ସାଧାରଣ | ଉମାଶଙ୍କର ସାହୁ |
ଆନନ୍ଦପୁର | ଦଳିତ | ଜୟଦେବ ଜେନା |
କେଉଁଝର | ଆଦିବାସୀ | ବିଦ୍ୟାଧର ଦେହୁରୀ |
ଚମ୍ପୁଆ | ସାଧାରଣ | ଯଦୁମଣି ବାରିକ। |
କରଞ୍ଜିଆ | ଆଦିବାସୀ | ସୁଦାମ ଚରଣ ନାୟକ |
ଜଳେଶ୍ଵର | ସାଧାରଣ | ସୁଦର୍ଶନ ଦାସ |
ନିଳଗିରି | ସାଧାରଣ | ମନୋଜ ମଞ୍ଜରୀ ଦେବୀ |
କୋରେଇ | ସାଧାରଣ | ବନ୍ଦିତା ପରିଡ଼ା |
ଢେଙ୍କାନାଳ | ସାଧାରଣ | ନବୀନ ନନ୍ଦ |
ପାଳଲହଡ଼ା | ସାଧାରଣ | ସୁବ୍ରତ ଗଡ଼ନାୟକ |
ତାଳଚେର | ସାଧାରଣ | ସୁରେଶ ଚନ୍ଦ୍ର ବେହେରା |
ଅନଗୁଳ | ସାଧାରଣ | ବିପ୍ଲବ ଜେନା |
ଛେଣ୍ଡିପଦା | ଦଳିତ | ସସ୍ମିତା ବେହେରା |
ଆଠମଲ୍ଲିକ | ସାଧାରଣ | ବିଜୟାନନ୍ଦ ଚୋଲିଆ |
ସୋନପୁର | ସାଧାରଣ | ଚିତ୍ତରଞ୍ଜନ ମିଶ୍ର |
ଲୋଇସିଂହା | ଦଳିତ | ନବକିଶୋର ନାୟକ |
ଟିଟିଲାଗଡ଼ | ସାଧାରଣ | ସୁରେନ୍ଦ୍ର ସିଂହ ଭୋଇ |
କଣ୍ଟାବାଞ୍ଜି | ସାଧାରଣ | ସନ୍ତୋଷ ସିଂହ ସାଲୁଜା |
ଉମରକୋଟ | ଆଦିବାସୀ | ଯଶୋଦାରାଣୀ ଗଣ୍ଡ |
ଜୁନାଗଡ଼ | ସାଧାରଣ | ଅନୀଲ୍ ସିଂହଦେଓ |
ଭବାନୀପାଟଣା | ସାଧାରଣ | ସାଗରଚରଣ ଦାସ |
ନର୍ଲା | ସାଧାରଣ | ଚିତ୍ତରରଞ୍ଜନ ମଣ୍ଡଳ |
ବାଙ୍କି | ସାଧାରଣ | ଡ. ଦେବାଶୀଷ ପଟ୍ଟନାୟକ |
ଆଠଗଡ଼ | ସାଧାରଣ | ଉମାବଲ୍ଲଭ ରଥ |
ବାରବାଟୀ କଟକ | ସାଧାରଣ | ମହମ୍ମଦ ମୋକିମ୍ |
କଟକ ସଦର | ଦଳିତ | ରତ୍ନାକର ବେହେରା |
କେନ୍ଦ୍ରାପଡ଼ା | ଦଳିତ | ଗଣେଶ୍ଵର ବେହେରା |
ଆଳି | ସାଧାରଣ | ଦେବେନ୍ଦ୍ର ଶର୍ମା |
ରାଜନଗର | ସାଧାରଣ | ଅଂଶୁମାନ ମହାନ୍ତି |
ଜଗତସିଂହପୁର | ସାଧାରଣ | ଚିରଞ୍ଜିବୀ ବିଶ୍ଵାଳ |
କାକଟକପୁର | ଦଳିତ | ବିଶ୍ଵଭୂଷଣ ଦାସ |
ବ୍ରହ୍ମଗିରି | ସାଧାରଣ | ଉମାକାନ୍ତ ବରାଳ |
ସତ୍ୟବାଦୀ | ସାଧାରଣ | ପ୍ରସାଦ ହରିଚନ୍ଦନ |
ଏକାମ୍ର ଭୁବନେଶତ୍ଵର | ସାଧାରଣ | ରଶ୍ମିରେଖା ମହାପାତ୍ର |
ଜଟଣୀ | ସାଧାରଣ | ସୁରେଶ କୁମାର ରାଉତରାୟ |
ରଣପୁର | ସାଧାରଣ | ସୁଭଶ୍ରୀ ପଣ୍ଡା |
ଖଲିକୋଟ୍ | ଦଳିତ | ଭୋକାଲୀ ସେଠୀ |
ସୋରଡ଼ା | ସାଧାରଣ | ସଂଗ୍ରମ ମହାନ୍ତି |
ଦିଗ ପହଣ୍ଡି | ସାଧାରଣ | ପ୍ରଫୁଲ୍ଲ ପଣ୍ଡା |
ପାରଳାଖେମୁଣ୍ଡି | ସାଧାରଣ | କେ ସୂର୍ଯ୍ୟ ରାଓ |
ରାୟଗଡ଼ା | ଆଦିବାସୀ | ଆପ୍ପାଲସ୍ଵାମୀ କାଡାରକା |
ଲକ୍ଷ୍ମୀପୁର | ସାଧାରଣ | କୈଳାସ କୁଳସିକା |
କୋଟପାଡ଼ | ଆଦିବାସୀ | ଚନ୍ଦ୍ରଶେଖର ମାଝି |