୨୦ ବିଧାନସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା
ସର୍ବଭାରତୀୟ କଂଗ୍ରେସ କମିଟିର ସ୍ଵତନ୍ତ୍ର ନିର୍ବାଚନ କମିଟି ଆଜି ଓଡ଼ିଶା ବିଧାନସଭା ପାଇଁ ୨୦ଟି ନୂଆ ନାଁ ଘୋଷଣା କରିଛି। ୨୦ ଆସନରେ ସେମାନେ ବିଧାନସଭା ନିର୍ବାଚନ ଲଢ଼ିବେ। ତାଙ୍କୁ ପାର୍ଟି ଟିକେଟ୍ ଦେବ। ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟ କଂଗ୍ରେସ ପକ୍ଷରୁ ଏନେଇ ଗଣମାଧ୍ୟମକୁ ଆବଶ୍ୟକ ବିଜ୍ଞପ୍ତି ପଅଦାନ କରାଯାଇଛି।
ଆସନ୍ତୁ ନଜର ପକାଇବା କେଉଁଠୁ କିଏ କଂଗ୍ରେସ ପାଇଁ ପ୍ରାର୍ଥୀ ହୋବକୁ ଯାଉଛନ୍ତି।
| କଂଗ୍ରେସ ପକ୍ଷରୁ ୨୦ ପ୍ରାର୍ଥୀ ଘୋଷଣା | |
| କେଉଁଠୁ | କିଏ |
| କେଲକୋଇ ( ଆଦିବାସୀ) | ମୋହନ ହେମ୍ବ୍ରମ୍ |
| ପାଟଣା ( ଆଦିବାସୀ) | ଗୋପେଶ୍ଵର ନାୟକ |
| ଯଶୀପୁର ( ଆଦିବାସୀ) | ମହେନ୍ଦ୍ର ନାୟକ |
| ଉଦଳା (ଆଦିବାସୀ) | ବେଣୁଧର ମହାପାତ୍ର |
| ବାରିପଦା ( ଆଦିବାସୀ) | ଦଶରଥ ସିଂହ |
| ଭୋଗରାଇ | ସତ୍ୟଶିବ ଦାସ |
| ବସ୍ତା | ବିଜନ ନାୟକ |
| ରେମୁଣା ( ଦଳିତ) | ପ୍ରତାପ ସେଠୀ |
| ବାସୁଦେବପୁର | ଅଶୋକ କୁମାର ଦାସ |
| ଧାମନଗର ( ଦଳିତ) | ଡ. ବିଦ୍ୟାଧର ଜେନା |
| ବିଞ୍ଜାରପୁର ( ଦଳିତ) | ମନୋରଞ୍ଜନ ଦାସ |
| ବରି | ଉମେଶ ଜେନା |
| ସୁକିନ୍ଦା | ଶରତ ରାଉତ |
| ପର୍ଜଙ୍ଗ | ଜଶସ୍ଵିନୀ ରାଉତ |
| ନିଆଳି ( ଦଳିତ) | ମମତା ଭୋଇ |
| ମାହାଙ୍ଗା | ଦେବେନ୍ଦ୍ର କୁମାର ସାହୁ |
| ପାଟକୁରା | ଜୟନ୍ତ ମହାନ୍ତି |
| ତିର୍ତ୍ତୋଲ | ବିଭୁପ୍ରସାଦ ତରାଇ |
| ପୁରୀ | ଅରୋ ପ୍ରସାଦ ମିଶ୍ର |
| ନୟାଗଡ଼ | ମନୋଜ କୁମାର ସାହୁ |











