କାହା ସ୍ୱାର୍ଥରେ ପୁଲିସ

ସର୍ବସାଧାରଣଙ୍କ ସହ ନିତି ପ୍ରତିଦିନ କାରବାର ହୋଇଥିବା “ପୁଲିସ ବଳ” ସମ୍ପର୍କରେ ଦୀର୍ଘ ୧୫୦ବର୍ଷ ତଳର ଏବଂ ପୁରୁଣା ଆଇନ ବଦଳରେ ଏକ ନୂଆ ଆଇନ ପ୍ରଣୟନ ପୂର୍ବରୁ ଏ ସମ୍ପର୍କରେ ଜନମତ ସଂଗ୍ରହ କରିବା, ଏପରିକି ନାଗରିକ ସମାଜ ସଂଗଠନଗୁଡ଼ିକ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବମାନଙ୍କୁ ବି·ରକୁ ନେବା ଏବଂ ବିରୋଧୀଦଳମାନଙ୍କୁ ବିଶ୍ୱାସକୁ ନିଆନଯିବା ଏବଂ ସର୍ବୋପରି ସଂବିଧାନର ଧାରା-୧୪୨ ଅନୁସାରେ ଦେଶର ସର୍ବୋଚ୍ଚ ଅଦାଲତ ଯେଉଁ ଦିଶାବଳୀ ଦେଇଥିଲେ ସେ ସବୁକୁ ରାଜ୍ୟ ସରକାର ଅବଜ୍ଞା କରି ମନୋମୁଖୀ ଏକ ଆଇନ ନିଜର ସଂଖ୍ୟା ଗରିଷ୍ଠତା ଝୁଙ୍କ୍‍ରେ ରାଜ୍ୟ ବିଧାନ ସଭାରେ ୨୦୧୫ ମସିହାରେ ପାରିତ କରାଇନେଇଥିଲେ ।

ନମୋ ଶିଖୁଛନ୍ତି ନବୀନ ମନ୍ତ୍ର!

ଗୌରୀପ୍ରସାଦ ମହାପାତ୍ର ଦୁର୍ନୀତିମୁକ୍ତ ସ୍ୱଚ୍ଛ ଶାସନର ନମୁନା ଏବଂ ସାଧାରଣ ବର୍ଗର ଦୈନନ୍ଦିନ ଆବଶ୍ୟକତା ଓ ଆଶା ପୂରଣ କରିପାରୁଥିବା ତ୍ୱରିତ ପ୍ରଭାବଶାଳୀ ଛୋଟଛୋଟ ଯୋଜନା ହିଁ ନିରବଚ୍ଛିନ୍ନ ସଫଳତାର ମନ୍ତ୍ର । ଏହି ମନ୍ତ୍ରକୁ ଆଧାର କରି ବିଜେଡି ସୁପ୍ରିମୋ … Read More

ଓଡ଼ିଶାର ଲୋକକଳାରେ ଝୋଟି ଚିତା

ପ୍ରାଚୀନ କାଳର ଆଦିମ ମାନବର ଜୀବନ ସ୍ଥାପନ ଶୈଳୀର କ୍ରମବିକାଶ ହେତୁ, ସେ ସଂଗଠିତ ଜୀବନ ଯାପନ କରିବା ଦ୍ୱାରା ସାମାଜିକ ବା ଲୌକିକ ଜଳଣିରୁ ନୀତି ନିୟମ ମାନିବାକୁ ଲାଗିଲା । ଯେପରି ଘାସ ପଡ଼ିଆରେ ବହୁବାର ଯାତାୟାତ କରିବା … Read More