ପୁଲ୍‌ୱାମା ଆତଙ୍କୀ ଆକ୍ରମଣ: ଦୋମୁହାଁ ନୀତିରେ ପୂର୍ଣ୍ଣଚ୍ଛେଦ

ଜମ୍ମୁକାଶ୍ମୀରର ପୁଲୱାମାଠାରେ ଆତଙ୍କବାଦୀ ଆକ୍ରମଣରେ ୪୦ରୁ ଅଧିକ ସିଆର୍‌ପିଏଫ୍‌ ଯବାନ ସହିଦ ଘଟଣା ଦେଶରେ ବେଶ ଶୋକାକୁଳ ପରିବେଶ ସୃଷ୍ଟି କରିଛି । ସାରା ଦେଶରେ ପଡ଼ିଶା ଦେଶ ପାକିସ୍ଥାନ ପ୍ରତି ଘୃଣା ଓ କ୍ରୋଧ ବଢିବାରେ ଲାଗିଛି । ଏମିତି … Read More

ପୁଲିସ ହାତରେ ଲାଠି କାହା ସ୍ୱାର୍ଥରେ

ରାଜ୍ୟ ପୁଲିସ ଆଇନର ସବୁଠାରୁ ବଡ଼ ଦୁର୍ବଳତା ହେଉଛି ସୁରକ୍ଷା କମିଶନ ଗଠନ ପାଇଁ ଥିବା ବ୍ୟବସ୍ଥା । ସେଥିରେ ବିରୋଧିଦଳର ନେତାଙ୍କୁ କେବଳ ସଦସ୍ୟ ରଖାଯାଇନାହିଁ, ତାହା ନୁହେଁ ବରଂ ଏହାର ସବୁ ସଦସ୍ୟଙ୍କୁ ସରକାର ମନୋନୟନ କରିବେ ଓ ଯେଉଁ ଦୁଇ ଜଣ “ସ୍ୱାଧୀନ” ସଦସ୍ୟ ରହିବେ, ସେମାନଙ୍କ ମଧ୍ୟରେ, ଦଳିତ, ଆଦିବାସୀ ବର୍ଗ ମଧ୍ୟରୁ କୌଣସି ବ୍ୟକ୍ତି ବିଶେଷଙ୍କୁ ଏହି କମିଶନରେ ସାମିଲ କରାଯାଇ ନାହିଁ ।

ଓଡ଼ିଶାରେ ବିଜେପି ଭାଗଭାଗ

ବିଜେପିର ଓଡ଼ିଶା ଶାଖା ବିଭାଜିତ। ‘ମୋଦୀ ଟିମ୍‍’ – ‘ଶାହା ଟିମ୍‍’ ଏଭଳି ଦୁଇ ଭାଗରେ ବିଭକ୍ତ ହୋଇଯାଇଛନ୍ତି ରାଜ୍ୟ ବିଜେପି ନେତା ଓ କର୍ମକର୍ତ୍ତା। ଗୋଟିଏ ଆକ୍ରମଣାତ୍ମକ ଓ ଅନ୍ୟଟି ରକ୍ଷଣାତ୍ମକ । ଦୁଇ ଦୁଇଟି ସମାନ୍ତରାଳ ନେତୃତ୍ୱ ସକ୍ରିୟ … Read More

ମୋଦୀଙ୍କୁ ‘ସୁନା ଚଢ଼େଇ’ ଭୟ

ଆସନ୍ନ ନିର୍ବାଚନ ପୂର୍ବରୁ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ଏନ୍‍ଡିଏ ସରକାରଙ୍କ ଶେଷ ବଜେଟ ଯେ କେବଳ ମଧ୍ୟବିତ୍ତ ବର୍ଗ ଭୋଟସର୍ବସ୍ୱ (ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦମ୍ବରମ୍‍ଙ୍କ ଭାଷାରେ ‘ଭୋଟ୍‍ ଅନ୍‍ ଆକାଉଣ୍ଟ’ ନୁହେଁ, ‘ଆକାଉଣ୍ଟ ଫର ଭୋଟ୍‍’) ତାହା ଆଉ ଅସ୍ପଷ୍ଟ … Read More

ନିର୍ବାଚନ ହେଲେ ଭଲ: ସଦ୍ୟ ଉପସ୍ଥାପିତ ସାଧାରଣ ବଜେଟ୍‌ ଶୀର୍ଷକର ଅନୁଶୀଳନ

ଭାରତରେ ଏବେ ନିର୍ବାଚନ ଆସନ୍ନ। କୌଣସି ମୁହୂର୍ତ୍ତରେ ବି ନିର୍ବାଚନ କମିଶନ ସାଧାରଣ ନିର୍ବାଚନ ସହ ଆମ ରାଜ୍ୟ ଓ ଅନ୍ୟ ୫ଟି ରାଜ୍ୟରେ ନିର୍ବାଚନ ଘୋଷଣା କରିପାରନ୍ତି। ଯେଉଁ ରାଜ୍ୟ ଗୁଡ଼ିକରେ ଲୋକସଭା ଓ ବିଧାନସଭା ପାଇଁ ନିର୍ବାଚନ ହେବ … Read More

କାହା ସ୍ୱାର୍ଥରେ ପୁଲିସ

ସର୍ବସାଧାରଣଙ୍କ ସହ ନିତି ପ୍ରତିଦିନ କାରବାର ହୋଇଥିବା “ପୁଲିସ ବଳ” ସମ୍ପର୍କରେ ଦୀର୍ଘ ୧୫୦ବର୍ଷ ତଳର ଏବଂ ପୁରୁଣା ଆଇନ ବଦଳରେ ଏକ ନୂଆ ଆଇନ ପ୍ରଣୟନ ପୂର୍ବରୁ ଏ ସମ୍ପର୍କରେ ଜନମତ ସଂଗ୍ରହ କରିବା, ଏପରିକି ନାଗରିକ ସମାଜ ସଂଗଠନଗୁଡ଼ିକ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବମାନଙ୍କୁ ବି·ରକୁ ନେବା ଏବଂ ବିରୋଧୀଦଳମାନଙ୍କୁ ବିଶ୍ୱାସକୁ ନିଆନଯିବା ଏବଂ ସର୍ବୋପରି ସଂବିଧାନର ଧାରା-୧୪୨ ଅନୁସାରେ ଦେଶର ସର୍ବୋଚ୍ଚ ଅଦାଲତ ଯେଉଁ ଦିଶାବଳୀ ଦେଇଥିଲେ ସେ ସବୁକୁ ରାଜ୍ୟ ସରକାର ଅବଜ୍ଞା କରି ମନୋମୁଖୀ ଏକ ଆଇନ ନିଜର ସଂଖ୍ୟା ଗରିଷ୍ଠତା ଝୁଙ୍କ୍‍ରେ ରାଜ୍ୟ ବିଧାନ ସଭାରେ ୨୦୧୫ ମସିହାରେ ପାରିତ କରାଇନେଇଥିଲେ ।

ନମୋ ଶିଖୁଛନ୍ତି ନବୀନ ମନ୍ତ୍ର!

ଗୌରୀପ୍ରସାଦ ମହାପାତ୍ର ଦୁର୍ନୀତିମୁକ୍ତ ସ୍ୱଚ୍ଛ ଶାସନର ନମୁନା ଏବଂ ସାଧାରଣ ବର୍ଗର ଦୈନନ୍ଦିନ ଆବଶ୍ୟକତା ଓ ଆଶା ପୂରଣ କରିପାରୁଥିବା ତ୍ୱରିତ ପ୍ରଭାବଶାଳୀ ଛୋଟଛୋଟ ଯୋଜନା ହିଁ ନିରବଚ୍ଛିନ୍ନ ସଫଳତାର ମନ୍ତ୍ର । ଏହି ମନ୍ତ୍ରକୁ ଆଧାର କରି ବିଜେଡି ସୁପ୍ରିମୋ … Read More

ଓଡ଼ିଶାର ଲୋକକଳାରେ ଝୋଟି ଚିତା

ପ୍ରାଚୀନ କାଳର ଆଦିମ ମାନବର ଜୀବନ ସ୍ଥାପନ ଶୈଳୀର କ୍ରମବିକାଶ ହେତୁ, ସେ ସଂଗଠିତ ଜୀବନ ଯାପନ କରିବା ଦ୍ୱାରା ସାମାଜିକ ବା ଲୌକିକ ଜଳଣିରୁ ନୀତି ନିୟମ ମାନିବାକୁ ଲାଗିଲା । ଯେପରି ଘାସ ପଡ଼ିଆରେ ବହୁବାର ଯାତାୟାତ କରିବା … Read More