ଗୀତା ମାହାତ୍ମ୍ୟ-୧୪: ସ୍ୱଭାବ ଅନୁଯାୟୀ କର୍ମ ଓ ଈଶ୍ୱରଙ୍କଠାରେ ମନ ସମସ୍ତ ବିଷାଦରୁ ମୁକ୍ତି ଦିଏ

ଅର୍ଜୁନଙ୍କ ବିଶାଦ ଦୂର ପାଇଁ କୁରୁକ୍ଷେତ୍ର ଯୁଦ୍ଧଭୂମିରେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଜ୍ଞାନଯୋଗ ସମ୍ପର୍କରେ ସବିଶେଷ ଜ୍ଞାନ ଦେବା ପରେ ବି ଅର୍ଜୁନଙ୍କ ବିଶାଦ ଦୂର ନହେବାରୁ କର୍ମସନ୍ୟାସଯୋଗ ବିଷୟରେ କହିଥିଲେ । ଈଶ୍ୱରଙ୍କ ବିଷୟରେ ଜ୍ଞାନ ଆହରଣ କରିବା ସହ … Read More

ଗୀତା ମାହାତ୍ମ୍ୟ-୧୩: ଜ୍ଞାନ ଆହରଣ ଦ୍ୱାରା ସମସ୍ତ ପାପରୁ ମୁକ୍ତି ମିଳିଥାଏ

କୁରୁକ୍ଷେତ୍ର ଯୁଦ୍ଧଭୂମିରେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଜ୍ଞାନଯୋଗ ଶ୍ରେଷ୍ଠ ଯୋଗ ଓ ଇଶ୍ୱରଙ୍କ ସମ୍ପର୍କରେ ଜ୍ଞାନ ଆହରଣ କରି ଇଶ୍ୱରଙ୍କ ଠାରେ ନିଜକୁ ସମ୍ପୂର୍ଣ୍ଣ ସମର୍ପଣ କରିବାକୁ ଉପଦେଶ ଦେବା ସହ ଇଶ୍ୱରଙ୍କ ସମ୍ପର୍କରେ ଜ୍ଞାନ ଆହରଣ କରିବାରେ ସମସ୍ତ କର୍ମର … Read More

ଗୀତା ମାହାତ୍ମ୍ୟ- ୧୨: ଈଶ୍ୱରଙ୍କ ସମ୍ବନ୍ଧରେ ଜ୍ଞାନ ଆହରଣ ଏବଂ ସମର୍ପଣ ହିଁ ଶ୍ରେଷ୍ଠ ଯଜ୍ଞ

ଯେଉଁ ବ୍ୟକ୍ତି କର୍ମ ଓ ଅକର୍ମ ପାର୍ଥକ୍ୟ ଦେଖନ୍ତି ନାହିଁ ବା କୌଣସି କର୍ମକୁ ଛୋଟ କର୍ମ ବା ବଡ଼ କର୍ମ ଭାବେ ବିଚାର ବିଚାର କରନ୍ତି ନାହିଁ ସେମାନେ କର୍ମ ବନ୍ଧନରୁ ମୁକ୍ତି ପାଆନ୍ତି । ସେମାନେ ନିରାସକ୍ତ ଭାବେ … Read More

ଗୀତା ମାହାତ୍ମ୍ୟ-୧୧: କର୍ମ ମଧ୍ୟରେ ଅକର୍ମ ଓ ଅକର୍ମ ମଧ୍ୟରେ କର୍ମ ଦର୍ଶନ କର

ଜ୍ଞାନଯୋଗ ଉପଦେଶ ଅବସରରେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ନିଜର ଦିବ୍ୟ ଅଲୌକିକତା ସମ୍ପର୍କରେ ବୁଝାଇବା ସହ ଅନାସକ୍ତ ଭାବେ ଈଶ୍ୱରଙ୍କଠାରେ ଲୟ ରଖିବାକୁ ପରାମର୍ଶ ଦେଇଛନ୍ତି । ଏହାସହ କର୍ମ ଓ ଅକର୍ମ ବିଷୟରେ ମଧ୍ୟ କହିଛନ୍ତି । ଈଶ୍ୱର (ମୋ) … Read More

ଗୀତା ମାହାତ୍ମ୍ୟ-୧୦: ଧର୍ମ ରକ୍ଷା ପାଇଁ ଈଶ୍ୱର ଧରାପୃଷ୍ଠରେ ପ୍ରକଟ ହୁଅନ୍ତି

ପ୍ରତ୍ୟକ ମନୁଷ୍ୟ ସ୍ୱଧର୍ମ ପାଳନ ବା ନିଜ କର୍ତ୍ତବ୍ୟ ପାଳନ କରିବା ସହ ଇନ୍ଦ୍ରିୟ ବା କାମନା, ବାସନା, ଲୋଭ, ମୋହ, ଆସକ୍ତି ଆଦିରୁ ମୁକ୍ତ ରହିବାକୁ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ପରାମର୍ଶ ଦେବା ପରେ ଜ୍ଞାନଯୋଗ ସମ୍ପର୍କରେ ବୁଝାଇବା ଆରମ୍ଭ … Read More

ଗୀତା ମାହାତ୍ମ୍ୟ-୯: ସ୍ୱଧର୍ମ କଲ୍ୟାଣକର, ଅନ୍ୟଧର୍ମ ଭୟାବହ

ଜୀବ ଅନାଶକ୍ତ ହୋଇ ଈଶ୍ୱରଙ୍କଠାରେ ସମସ୍ତ କର୍ମ ଅର୍ପଣ କରି କର୍ମ କରିବାକୁ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ପରାମର୍ଶ ଦେବା ସହ ପ୍ରକୃତିର ନୀତି ନିୟମ ଅନୁସାରେ ନିଜ ଧର୍ମ ପାଳନ କରିବାକୁ ଉପଦେଶ ଦେଇଛନ୍ତି । ଯେଉଁ ମଣିଷ ଦୋଷଦୃଷ୍ଟି … Read More

ଗୀତା ମାହାତ୍ମ୍ୟା-୮: କର୍ମ ଅନାସକ୍ତ ହେବା ସହ ଈଶ୍ୱରଙ୍କୁ ଉତ୍ସର୍ଗୀକୃତ ହେବା ଆବଶ୍ୟକ

କର୍ମ କ’ଣ, ତାହା କେମିତି ହେବା ଆବଶ୍ୟକ। କାହିଁକି ଗୋଟିଏ ପ୍ରାଣୀ କର୍ମ କରିବ? ଜୀବନତତ୍ତ୍ଵର ଏକ ମୌଳିକ ପ୍ରଶ୍ନଗୁଡ଼ିକୁ ଏହି ଅଧ୍ୟାୟରେ ସ୍ଥାନୀତ କରାଯାଇ ତାହାର ଉତ୍ତର ଦେବାକୁ ଚେଷ୍ଟା କରାଯାଇଛି। ଅର୍ଜୁନଙ୍କ ବିଷାଦ ଦୂର ପାଇଁ ମନୁଷ୍ୟ ଆସକ୍ତି … Read More

ସମସ୍ତ କର୍ମ ଇଶ୍ୱରଙ୍କ ଠାରେ ଅର୍ପଣ କର

ଅର୍ଜୁନଙ୍କ ବିଷାଦ ଦୂର ପାଇଁ ମନୁଷ୍ୟ ଆସକ୍ତିରହିତ ହୋଇ କର୍ମ କରିବାକୁ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ପରାମର୍ଶ ଦେବା ସହ ଆସକ୍ତିରହିତ କର୍ମକୁ ଯଜ୍ଞକର୍ମ କୁହାଯାଏ ବୋଲି କହିଛନ୍ତି । ତେବେ କେଉଁ କର୍ମକୁ ଯଜ୍ଞକର୍ମ କୁହାଯାଏ ଓ ଯଜ୍ଞର ଉତ୍ପତି … Read More

ଗୀତା ମାହାତ୍ମ୍ୟ-୭: ଅର୍ଜୁନଙ୍କୁ ଶ୍ରୀକୃଷ୍ଣଙ୍କ କର୍ମଯୋଗ ଉପଦେଶ

ମନୁଷ୍ୟ ଇନ୍ଦ୍ରିୟ କବଳରୁ ମୁକ୍ତ ହୋଇ ଆସକ୍ତି, କାମନା, ଲୋଭ, ମୋହ, ଅହଙ୍କକାରଠାରୁ ଦୂରରେ ରହି ଜ୍ଞାନ ଆହରଣ କରି କର୍ମ କରିପାରିଲେ ବ୍ରହ୍ମାନନ୍ଦ ଲାଭ କରିବା ସହ ଇଶ୍ୱର ପ୍ରାପ୍ତି ସମ୍ଭବ ହୋଇଥାଏ ବୋଲି ଭଗବାନ ଅର୍ଜୁନଙ୍କୁ ବୁଝାଇବା ପରେ … Read More

ଗୀତା ମାହାତ୍ମ୍ୟ୬: ଭୋଗ ଚାହୁଁଥିବା ବ୍ୟକ୍ତିମାନେ ସ୍ଥିତପ୍ରଜ୍ଞଙ୍କ ଭଳି ଶାନ୍ତି ପାଇପାରନ୍ତି ନାହିଁ

କୁରୁକ୍ଷେତ୍ର ଯୁଦ୍ଧଭୂମିରେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଜୟପରାଜୟରେ ସମତା ରକ୍ଷା ପରାମର୍ଶ ଦେଇ ସୁଖ-ଦୁଃଖ, ଲାଭ-କ୍ଷତିର ପରିଣାମକୁ ସମାନ ଭାବେ ଦେଖିବା ସହ ଭୟ, ଲୋଭ, କ୍ରୋଧ, ମୋହ ଆଦିରୁ ବିରତ ରହିବା ଓ କାମନାମୁକ୍ତ ରହିବା ପାଇଁ କହିଛନ୍ତି ।