ଗୀତା ମାହାତ୍ମ୍ୟ-୨୪: ମୁଁ ପୂଜା; ମୁଁ ଯଜ୍ଞ; ମୁଁ ବିଧି, ମୁଁ କର୍ମ; ମୁଁ ସକଳ ଶକ୍ତିର ଆଧାର
କଳ୍ପ ଶେଷରେ ସମସ୍ତେ ମୋ ଠାରେ ଲୀନ ହୁଅନ୍ତି ଓ କଳ୍ପ ଆରମ୍ଭରେ ମୁଁ ପୁଣି ତାଙ୍କୁ ସୃଷ୍ଟି କରେ ଏବଂ ମୋ ଶକ୍ତି ଦ୍ୱାରା ଜଗତ ସୃଷ୍ଟି ହୋଇଛି, ସଂସାର ଚକ୍ର ଘୁରୁଥିଲେ ବି ସଂସାରର ଉଦ୍ଧାର ପାଇଁ ସାଧାରଣ … Read More