ଗୀତା ମାହାତ୍ମ୍ୟ-୩୬ : ସୂର୍ଯ୍ୟ ପରି ଆତ୍ମା ଶରୀରକୁ ଆଲୋକିତ କରେ
ଯେଉଁ ପୁରୁଷ ସର୍ବତ୍ର ସମଭାବରେ ପରମେଶ୍ୱରଙ୍କୁ ସମାନରୂପେ ଦେଖନ୍ତି, ସେମାନେ ପରମଗତି ପ୍ରାପ୍ତ ହୁଅନ୍ତି ଓ ଯେଉଁ ବ୍ୟକ୍ତି ସକଳକର୍ମ ପ୍ରକୃତି ଦ୍ୱାରା କରାଯାଉଛି ବୋଲି ଦେଖିବା ସହ ଆତ୍ମାକୁ ଅକର୍ତ୍ତା ଭାବେ ବିଚାର କରନ୍ତି ସେମାନେ ଯଥାର୍ଥରେ ପରମେଶ୍ୱରଙ୍କୁ ପାଇପାରୁଥିବା … Read More