ଭଣ୍ଡାରିପୋଖରି ପାଇଁ ନିରଞ୍ଜନ: ସତ୍ୟ ନେବେ ଲଲିପପ୍
ରାଜ୍ୟ କଂଗ୍ରେସ ମୁଖ୍ୟ ଏଥର ନିର୍ବାଚନ ଲଢ଼ିବେ କି? ରାଜ୍ୟରେ କଂଗ୍ରେସର ଅସ୍ତିତ୍ଵକୁ ବଜାୟ ରଖିବା ପାଇଁ ସେ ଯେଉଁ ଗୁରୁଦାୟିତ୍ଵଟିକୁ ଗ୍ରହଣ କରିଛନ୍ତି, ସେ ଭିତରେ ଏଭଳି ଏକ ପ୍ରଶ୍ନ ଉଠିବା ସ୍ଵଭାବିକ। ପୁଣି ତାଙ୍କର ପୈତୃକ ନିର୍ବାଚନ ମଣ୍ଡଳୀଟି ଆଉ ତାଙ୍କ କଥା ଶୁଣୁ ନାହିଁ। ଏଣୁ ସେ ନିର୍ବାଚନ ଲଢ଼ିବେ ତ କେଉଁଠୁ ବୋଲି ବି ପ୍ରଶ୍ନ ଉଠିଲାଣି।











