ଅମିତ ଶାହାଙ୍କ ପାଖରେ ମହିଳା ସଶକ୍ତିକରଣ କଥା ଶୁଣିବାକୁ ସମୟ ନାହିଁ

ଭୁବନେଶ୍ୱର(ଓଟି): ରାଜ୍ୟରେ ଓ କେନ୍ଦ୍ରରେ କୁଆଡେ ମହିଳାଙ୍କ ପାଇଁ ବିଜେପି ନେତାଙ୍କ ଅନ୍ତର କାନ୍ଦୁଛି। ରାଜ୍ୟରେ ବିଜେଡି ସରକାର ଅମଳରେ ମହିଳାଙ୍କ ଉପରେ ଅତ୍ୟାଚାର ବଢିଛି ଏବଂ ରାଜ୍ୟ ସରକାର ନିରବଦ୍ରଷ୍ଟା ବୋଲି ବାରମ୍ବାର ଅଭିଯୋଗ କରୁଛନ୍ତି। ମହିଳାଙ୍କ ପାଇଁ ଏହି … Read More

ସୋନିଆ ନୁହେଁ ରାୟବରେଲିରୁ ଲଢି ପାରନ୍ତି ପ୍ରିୟଙ୍କା

ନୂଆଦିଲ୍ଲୀ : ତିନି ରାଜ୍ୟର ନିର୍ବାଚନ ପରିଣାମ ଆସିବା ଏବଂ କ୍ଷମତାକୁ ଫେରିବାପରେ କଂଗ୍ରେସ ଦଳର ଆତ୍ମବିଶ୍ୱାସ ବେଶ ବଢିଛି। ତେଣୁ ଆଗାମୀଲୋକସଭା ନିର୍ବାଚନ ପାଇଁ ଦଳ ନିଜ ରଣନୀତି ଉପରେ କାମ ଆରମ୍ଭ କରିସାରିଛି। ସୂଚନା ଅନୁସାରେ ଏଥର ରାୟବରେଲି … Read More

ଯୋଜନାର ଲମ୍ୱା ଧାଡ଼ି ପରେ ବି ମୋଦି ସରକାର ଉପରେ ମତଦାତା କାହିଁକି ଅସନ୍ତୁଷ୍ଟ?

ଭୁବନେଶ୍ୱର,(ଓଟି): ନିକଟରେ ୫ଟି ରାଜ୍ୟର ନିର୍ବାଚନରେ ପରାଜୟ ପରେ ମୋଦି ସରକାର ଖୁବ‍୍‌ ଶୀଘ୍ର କୃଷିଋଣ ଛାଡ଼ ସହିତ ଗ୍ରାମାଞ୍ଚଳ ଓ କୃଷିକ୍ଷେତ୍ରର ଉନ୍ନତି ପାଇଁ କେତେକ ବଡ଼ ଘୋଷଣା କରିପାରନ୍ତି ବୋଲି ଆଲୋଚନା ହେଉଛି। କାରଣ ଏହିସବୁ ରାଜ୍ୟରେ ଗ୍ରାମାଞ୍ଚଳ … Read More

ଭୋଟ ଚିନ୍ତା:ଗରିବ ସବର୍ଣ୍ଣଙ୍କ ପାଇଁ ୧୦% ସଂରକ୍ଷଣ

ଭୁବନେଶ୍ୱର,(ଓଟି): ଆଗାମୀ ନିର୍ବାଚନରେ ବହୁମତ ପାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏକ ମାଷ୍ଟରଷ୍ଟ୍ରୋକ ମାରିଛନ୍ତି। ସବର୍ଣ୍ଣ ଗରିବମାନଙ୍କ ପାଇଁ ସବୁ କ୍ଷେତ୍ରରେ ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ନେଇ ତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଆଜି ନିଷ୍ପତ୍ତି … Read More

ପାହିଗଲା ରାତି-ହାରିଗଲେ ମହାରଥୀ

ଭୁବନେଶ୍ୱର,(ଓଟି): ପାହିନାହିଁ ରାତି, ହାରିନାହିଁ ମହାରଥୀ ଟ୍ଟ ଓଡିଶା ରାଜନୀତିର ବହୁ ଚର୍ଚ୍ଚିତ ଏବଂ ବିବାଦୀୟ ନେତା ପ୍ରଦୀପ ମହାରଥୀଙ୍କ ଏ ଡାଇଲଗ ଏକ ସମୟରେ ସବୁ ଗଣମାଧ୍ୟମ ପୃଷ୍ଠା ମଣ୍ଡନ କରିଥିଲା। ହେଲେ ଆଜି ସେହି ମହାରଥୀ ବିରୋଧୀଙ୍କ ଘନଘନ … Read More

ଏନଡ଼ିଏ କୌଣସି ଦଳର ଜାଗିର ନୁହେଁ : ଶିବସେନା

ନୂଆଦିଲ୍ଲୀ : ଶିବସେନା ପୁଣି ଥରେ ଆଜି ବିଜେପିକୁ କଡ଼ା ସମାଲୋଚନା କରିଛି। ଶିବସେନା ନେତା ସଞ୍ଜୟ ରାଉତ କହିଛନ୍ତି ଏନଡ଼ିଏ କୌଣସି ଦଳର ଜାଗିର ନୁହେଁ। ଏନଡ଼ିଏକୁ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପାୟୀ, ବାଲା ସାହେବ ଠାକରେ ଓ … Read More

ଭୋଟ ବ୍ୟାଙ୍କ ପଲିଟିକ୍ସ ଛାଡି ମହିଳାମାନଙ୍କୁ ଆର୍ଥିକ ସ୍ୱାବଲମ୍ୱନ କରାନ୍ତୁ ରାଜ୍ୟ ସରକାର: ଅପରାଜିତା

ଭୁବନେଶ୍ୱର,(ଓଟି): ରାଜ୍ୟ ସରକାର ମହିଳା ମାନଙ୍କୁ ନେଇ ଭୋଟ ରାଜନୀତି କରୁଛନ୍ତି। ମହିଳା ମାନଙ୍କୁ କିପରି ଆର୍ଥିକ ସ୍ୱାବଲମ୍ୱି କରାଯିବ ତାହା ନକରି କେବଳ ନିର୍ବାଚନ ଜିତିବା ଲକ୍ଷ୍ୟରେ ବିଭିନ୍ନ ଭାବରେ ମହିଳା ମାନଙ୍କୁ ଭ୍ରମିତ କରିବା ରାଜ୍ୟ ସରକାର ବନ୍ଦ … Read More

କିଏ ମିଛ କହୁଛନ୍ତି; ମୋଦି ନା ପ୍ରଦୀପ

ଭବନେଶ୍ୱର,(ଓଟି): ରାଜ୍ୟ ରାଜନୀତିରେ କ୍ଷମତାକୁ ଆସିବା ପାଇଁ ସ୍ୱପ୍ନ ଦେଖୁଥିବା ରାଜ୍ୟ ବିଜେପି ନେତାମାନେ ଆଗାମୀ ନିର୍ବାଚନରେ ଅତି ସହଜରେ ସଫଳତା ପାଇବାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବ୍ୟବହାର କରୁଛନ୍ତି। ପୁରୀ ଲୋକସଭା ଆସନରୁ ୨୦୧୯ ନିର୍ବାଚନରେ ମୋଦି ପ୍ରାର୍ଥୀ ହେବେବୋଲି ରାଜ୍ୟର … Read More

ବିଜେପିରେ ଏକଛତ୍ରବାଦ ଶାସନ ଚାଲିଛି

ଭୁବନେଶ୍ୱର,(ଓଟି): ଭୁବନେଶ୍ୱର ଜିଲ୍ଲା ବିଜେପି ସଂଗଠନର ଜିଲ୍ଲା ସମ୍ପାଦକ ସଦାଶିବ ଜେନା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା (ମହିଳା ମୋର୍ଚ୍ଚା) ମିନାକ୍ଷୀ ପ୍ରିୟଦର୍ଶନୀ ଓ ପୂର୍ବତନ ଅଖିଳ ଭାରତ ବିଦ୍ୟାର୍ଥୀ ପରିଷଦର ବରିଷ୍ଠ କାର୍ଯ୍ୟକର୍ତ୍ତା ତଥା ବର୍ତ୍ତମାନର ଭୁବନେଶ୍ୱର ଜିଲା ଉପସଭାପତି ପୁରଞ୍ଜନ … Read More

ଜୟଦେବ ଭବନରେ ଦିଲ୍ଲୀପ ପାଳିବେ ଜନ୍ମଦିନ

ଭୁବନେଶ୍ୱର,(ଓଟି):ଆସନ୍ତା ୯ ତାରିଖରେ ରାଜଧାନୀରେ ଶକ୍ତି ପ୍ରଦର୍ଶନ କରିବେ ବରିଷ୍ଠ ନେତା ଦିଲ୍ଲୀପ ରାୟ। ନିଜ ଜନ୍ମଦିନ ଅବସରରେ ଜୟଦେବଭବନ ଠାରେ ଆୟୋଜିତ ଉତ୍ସବରେ ନିଜ ସମର୍ଥକମାନଙ୍କୁ ଶ୍ରୀ ରାୟ ଭେଟିବେ ବୋଲି ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି। ବିଜେପିର ହାତ … Read More