ସୁରକ୍ଷାରେ ସାଲିସ ନକରନ୍ତୁ ଜନସାଧାରଣ: ବିଷ୍ଣୁପଦ ସେଠୀ, ସ୍ଵତନ୍ତ୍ର ରିଲିଫ୍‌ କମିଶନର

ଭୁବନେଶ୍ଵର, (ଓଟି): ବିଭିନ୍ନ ସମୟରେ ଜଳ ରାଶିରେ ଦୁର୍ଘଟଣା ହେଉଛି। ହୀରାକୁଦ, ଚିଲିକା ଏବଂ ଏବେ ମହାନଦୀରେ ନୌକା ଓଲଟିବା ଘଟଣା ଏସବୁରୁ ଗୋଟିଏ ଗେଟିଏ ଜ୍ବଳନ୍ତ ଉଦାହରଣ।  ଜନସାଧାରଣ ଜାଣିବା ଦରକାର ଯେ, ଯେତେବେଳେ ସେମାନେ ଡଙ୍ଗାରେ ଯାଉଛନ୍ତି  ସେତେବେଳେ … Read More

୨୧ରେ ପ୍ରକାଶ ପାଇବ ଚୂଡ଼ାନ୍ତ ଭୋଟର ତାଲିକା

ଭୁବନେଶ୍ୱର,(ଓଟି): ମୁଖ୍ୟନିର୍ବାଚନ ଅଧିକାରୀ ଆଜି ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଜାନୁଆରୀ ୨୧ରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବ ବୋଲି କହିଛନ୍ତି ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର। ଏହା ସହିତ ଅନେକ ଗୁଡିଏ ସୂଚନା ବି ଦେଇଛନ୍ତି। ୨୦୧୯ ସାଧାରଣ ନିର୍ବାଚନରେ … Read More

ଭାରତୀୟ ସେନାବାହୀନିର ୫୬୦ ଜଣ ସହିଦଙ୍କ ନାଁରେ ଟାଟୁ

ନୂଆଦିଲ୍ଲୀ: ଅଭିଷେକ ଗୌତମ ନାମକ ଜଣେ ୩୦ ବର୍ଷିୟ ଇଣ୍ଟରିୟର୍‌-ଡିଜାଇନର୍‌ ତାଙ୍କ ପିଠିରେ କରାଇଥିବା ୫୯୩ଟି ଟାଟୁ ମଧ୍ୟରେ ରହିଛି ଭାରତୀୟ ସେନାବାହୀନିର ୫୬୦ ଜଣ ସହିଦଙ୍କ ନାମ। ସେ କାର୍‌ଗିଲ୍‌ ଯୁଦ୍ଧ ସହିଦ ହୁଅନ୍ତୁ କି, ନିକଟ ଅତୀତର ହୁଅନ୍ତୁ, ସମସ୍ତଙ୍କ … Read More

ଏବେ ରେଳଫାଟକ ବନ୍ଦ ହେବ ଆପେଆପେ

ଭୁବନେଶ୍ଵର, (ଓଟି): ରେଳ ଓ ସଡକ ଯାତ୍ରୀମାନଙ୍କ ସୁରକ୍ଷା ସହ ସୁବିଧାଜନକ ଭାବେ ରେଳ ଓ ସଡକ ପରିବହନ ପାଇଁ ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରେ ଷ୍ଟେସନ ମଧ୍ୟବର୍ତ୍ତୀ ଅଂଚଳରେ ଜଗୁଆଳିଥିବା ରେଳବାଇ ଫାଟକଗୁଡିକୁ ସାଙ୍କେତିକ ପ୍ରଣାଳୀସହ ଯୋଡିବାକୁ ପଦକ୍ଷେପ … Read More

କୃଷିଋଣ ଛାଡ଼ ବେନାହିଁ : ଅର୍ଥମନ୍ତ୍ରୀ

ଭୁବନେଶ୍ୱର,(ଓଟି): ଓଡ଼ିଶାର ଚାଷୀମାନଙ୍କର କୃଷି ଋଣ ଛାଡ଼ କରାଯିବନାହିଁ। ଏଭଳି ରୋକଠୋକ ନିଷ୍ପତ୍ତି ଶୁଣାଇଛନ୍ତି ରାଜ୍ୟ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା। କାଳିଆ ଯୋଜନା ପରେ ଏହି ପ୍ରସ୍ତାବ ସମ୍ପୂର୍ଣ୍ଣ ମଉଳି ଯାଇଛି ବୋଲି ଅର୍ଥମନ୍ତ୍ରୀ ଶ୍ରୀ ବେହେରା ସୂଚନା ଦେଇଛନ୍ତି। କାଳିଆ … Read More

କଂଗ୍ରେସ ମୁହାଁ ବିଜୟ !

ଭୁବନେଶ୍ୱର,(ଓଟି): ନୂଆବର୍ଷରେ ନୂଆ ନିଷ୍ପତ୍ତି ନେବେ ବରିଷ୍ଠ ନେତା ବିଜୟ ମହାପାତ୍ର । ବିଜେପିରୁ ଇସ୍ତଫା ଦେବା ପରେ ତାଙ୍କର ରାଜନୈତିକ ଭବିଷ୍ୟତକୁ ନେଇ ନାନା କଳ୍ପନା ଜଳ୍ପନା ପ୍ରକାଶ ପାଉଥିବା ବେଳେ ଆଜି ତାଙ୍କ ବାସଭବନରେ ଏକ ବିଚିତ୍ର ଦୃଶ୍ୟ … Read More

ସହଯୋଗୀଙ୍କ ଦାବିକୁ ନେଇ ଚିନ୍ତାରେ ରାହୁଲ

ଭୁବନେଶ୍ୱର,(ଓଟି): କର୍ଣ୍ଣାଟକରେ ଜେଡ଼ିଏସ ସହିତ ମେଣ୍ଟ ସରକାର ହେବା ପରଠାରୁ ଅସ୍ଥିରତା ଲାଗିରହିଛି। ସରକାର କେତେବେଳ ଭାଙ୍ଗିବ କହିହେଉନଥିଲାବେଳେ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ କର୍ଣ୍ଣାଟକରେ ଲୋକସଭା ସିଟ ଭାଗବଣ୍ଟା କଂଗ୍ରେସ ଓ ଜେଡିଏସ ମଧ୍ୟରେ ବିବାଦ ଦେଖାଦେଲାଣି। ଲୋକସଭା ନିର୍ବାଚନରେ … Read More

ଅଜ୍ଞତା ନା ଅବମାନନା : ଗୋପବନ୍ଧୁଙ୍କ ସ୍ଥାନରେ ରାଧାନାଥ

ଭୁବନେଶ୍ୱର,(ଓଟି): ଓଡିଆ ସାହିତ୍ୟ ଓ ବରପୂତ୍ରମାନଙ୍କୁ ଅବମାନନା। ଏହି ଅବମାନନା କରିଛି ବାଣିଜ୍ୟ ଓ ପରିବହନ ବିଭାଗ।  … ମାନବ ଜୀବନ ନୁହଁଇ କେବଳ ବର୍ଷ ମାସ ଦିନ ଦଣ୍ଡ, କର୍ମେ ଜୀଏଁ ନର, କର୍ମ ଏକା ତାର ଜୀବନର ମାନଦଣ୍ଡ … Read More

ଶସ୍ତା ହେବ ୨୩ ସାମଗ୍ରୀ

ଭୁବନେଶ୍ୱର,(ଓଟି): ନୂଆବର୍ଷର ନୂଆ ସକାଳ ଦେଖିଛି ସାରା ବିଶ୍ୱ। ୨୦୧୮କୁ ବିଦାୟ ଦେଇ ନୂଆବର୍ଷ ୨୦୧୯କୁ ସ୍ୱାଗତ ଜଣାଇଛନ୍ତି ସମସ୍ତେ। ଏହି ନୂଆବର୍ଷରେ ଜନସାଧାରଣଙ୍କୁ ଉପହାର ଦେଇଛନ୍ତି କେନ୍ଦ୍ର ସରକାର। ୨୩ଟି ସାମଗ୍ରୀରୁ ସରକାର ଜିଏସ୍‌ଟି କମାଇ ଦେଇଛନ୍ତି। କିଛି ସାମଗ୍ରୀର … Read More

ଅଭିନେତା କାଦର ଖାନଙ୍କ ୮୧ ବର୍ଷ ବୟସରେ ପରଲୋକ

ଆଜି ସକାଳେ ବଲିଉଡର ଲୋକପ୍ରିୟ ଅଭିନେତା ତଥା ପ୍ରଖ୍ୟାତ ସଂଳାପ ଲେଖକ କାଦର ଖାନଙ୍କ ପରଲୋକ ଘଟିଛି ବୋଲି କହିଛନ୍ତି କାଦରଙ୍କ ପୁତ୍ର ସରଫରାଜ୍ ଖାନ୍। ସେ କହିଛନ୍ତି ଯେ ବାପାଙ୍କର ଚିକିତ୍ସା କାନାଡାରେ ଚାଲିଥିଲା। ତାଙ୍କ କଥା ଡାକ୍ତରମାନେ ଭଲଭାବେ … Read More