ବ୍ରିଟିଶ୍‌ ଖେଳନା ବିକ୍ରେତା ହାମଲେଜ୍‌କୁ ଅଧିଗ୍ରହଣ କଲା ରିଲାଏନ୍ସ

ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଏକ ସହଯୋଗୀ କମ୍ପାନୀ ରିଲାଏନ୍ସ ବ୍ରାଣ୍ଡ ଲିମିଟେଡ୍ ଏବଂ ହଂକଂସ୍ଥିତ ଲିଷ୍ଟେଡ୍ କମ୍ପାନୀ ସି ବ୍ୟାନର୍ ଇଣ୍ଟରନ୍ୟାସନାଲ୍ ହୋଲ୍ଡିଙ୍ଗସ୍ ରିଲାଏନ୍ସ ବ୍ରାଣ୍ଡ୍ ପାଇଁ ଏକ ନିର୍ଣ୍ଣାୟକମୂଳକ ଚୁକ୍ତି ସ୍ୱାକ୍ଷର କରିଛନ୍ତି । ଏହି ଚୁକ୍ତି ଅନୁସାରେ ହାମ୍ଲେଜ୍ ବ୍ରାଣ୍ଡର … Read More

‘ଫୋନି’ ପ୍ରଭାବିତ ଅଞ୍ଚଳରେ ସହାୟତାର ହାତ ବଢ଼ାଇଲା ରିଲାଏନ୍ସ ଫାଉଣ୍ଡେସନ୍‍

ଭୁବନେଶ୍ୱର, (ଓଟି): ‘ଫୋନି’ ପ୍ରଭାବିତ ଅଞ୍ଚଳରେ ବାତ୍ୟା ପରବର୍ତ୍ତୀ ସ୍ଥିତିକୁ ସୁଧାରିବା ପାଇଁ ରିଲାଏନ୍ସ ଫାଉଣ୍ଡେସନ୍‍ ସହାୟତାର ହାତ ବଢ଼ାଇଛି । ପୁନଃ ଥଇଥାନ କାର୍ଯ୍ୟକ୍ରମଠାରୁ ଆରମ୍ଭ କରି ବାତ୍ୟା ପରର ଚାଷ, ପ୍ରାଣୀ ସମ୍ପଦର ଯତ୍ନ ଓ ପରିଚାଳନା ପରାମର୍ଶ, … Read More

ଷ୍ଟେଟ୍‌ବ୍ୟାଙ୍କ୍‌ ସୁଧହାର କମିଲା

ଭାରତୀୟ ଷ୍ଟେଟବ୍ୟାଙ୍କ ନିଜର ଋଣ ସୁଧହାର ୦.୦୫ ପ୍ରତିଶତ ବା ୫ ବେସିସ ପଏଣ୍ଟ ହ୍ରାସ କରିଛି । ପ୍ରାୟ ସବୁ ପ୍ରକାରର ମିଆଦୀ ଋଣ ପାଇଁ ଏହି ହ୍ରାସ ଲାଗୁ ହେବ । ଏହି ହ୍ରାସ ପରେ ଏକ ବର୍ଷ … Read More

ବେଦାନ୍ତ ବନ୍ଦ ପାଇଁ ଦାବି କଲା ସିଭିଲ୍‌ ସୋସାଇଟି

ନିୟମଗିରି ସୁରକ୍ଷା ପାଇଁ ଲଢ଼େଇ କରୁଥିବା ସାଥିମାନଙ୍କୁ କ୍ରମାଗତ ଭାବରେ ‘ମାଓବାଦୀ’ ନାମରେ ପୁଲିସ ଓ ଅର୍ଦ୍ଧସାମରିକ ବଳ ଅତ୍ୟାଚାର  କରିଚାଲିଛନ୍ତି । ୨୦୧୩ ଗ୍ରାମସଭା ପରଠାରୁ ଜୋରଦାର ହୋଇଛି ବୋଲି ଏକ ୧୬ ଜଣିଆ ତଥ୍ୟାନୁସନ୍ଧାନ ଟିମ୍‌ ପ୍ରକାଶ କରିଛି। … Read More

ଭାରତର ଫିଚର୍ ଫୋନ୍ ବଜାରରେ ଅଗ୍ରଣୀ ହାସଲ କଲା ଜିଓଫୋନ୍

ଭୁବନେଶ୍ୱର, (ଓଟି): ଭାରତର ଫିଚର ଫୋନ୍‍ ବଜାରରେ ଅଗ୍ରଣୀ ହୋଇଛି ଜିଓ ଫୋନ୍‍ । ଚଳିତ ବର୍ଷର ପ୍ରଥମ ତିନିମାସ ଭିତରେ ଏହା ସମୁଦାୟ ଫିଚର ଫୋନ୍‍ ବଜାରର ୩୦ ପ୍ରତିଶତ ଅଂଶ ଅକ୍ତିଆର କରିବାରେ ସକ୍ଷମ ହୋଇପାରିଛି । ‘କାଉଣ୍ଟରପଏଣ୍ଟ’ … Read More

ଜେଏସପିଏଲର ସଫଳତା : ୪ମାସ ପୂର୍ବରୁ ପୁରା କଲା ରେଳବାଇ ଅର୍ଡର

ମେକ୍ ଇନ୍ ଇଣ୍ଡିଆ ଉପକ୍ରମର ଏକ ସଫଳ ନିଦର୍ଶନ ଭାବରେ, ନବୀନ ଜିନ୍ଦଲ ନେତୃତ୍ୱାଧୀନ ଜିନ୍ଦଲ ଷ୍ଟିଲ୍ ଏଣ୍ଡ୍ ପାୱାର ଲିମିଟେଡ୍ (ଜେଏସପିଏଲ), ଭାରତୀୟ ରେଳବାଇକୁ ରେଳଲାଇନ୍ ଯୋଗାଇବା ଅର୍ଡର ରେକର୍ଡ ସମୟ ମଧ୍ୟରେ ପୁରା କରଛି  । ଜୁଲାଇ ୨୦୧୮ରେ, … Read More

ରିଲାଏନ୍ସ ଜିଓର ଚତୁର୍ଥ ତ୍ରୟମାସ ନିଟ୍ ଲାଭ ୬୪% ବୃଦ୍ଧି ପାଇ ୮୪୦ କୋଟି ଟଙ୍କା

ରିଲାଏନସ ଜିଓ ପକ୍ଷରୁ ୨୦୧୮-୧୯ ଅ।ର୍ଥିକ ବର୍ଷର ଚତୁର୍ଥ ତ୍ରୟମାସ ଅ।ର୍ଥିକ ଫଳାଫଳ ଘୋଷଣା କରାଯାଇଛି । କଂପାନୀ ଏହି ସମୟରେ ୬୪.୭% ଅଭିବୃଦ୍ଧି ସହ ୮୪୦ କୋଟି ଟଙ୍କାର ନିଟ ଲାଭ କରିଛି । ଗତବର୍ଷ ଏହି ସମୟରେ କଂପାନୀ … Read More

ଟାଇମସ୍ ୧୦୦ ସବୁଠୁ ପ୍ରଭାବଶାଳୀ ବ୍ୟକ୍ତି ତାଲିକାରେ ମୁକେଶ ଅମ୍ବାନି

ଟାଇମସ୍ ପତ୍ରିକାର ସବୁଠୁ ୧୦୦ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକାରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ଅଧ୍ୟକ୍ଷ ମୁକେଶ ଅମ୍ବାନିଙ୍କୁ ସ୍ଥାନ ମିଳିଛି । ବିଶ୍ୱର ସମ୍ମାନଜନକ ପତ୍ରିକା ଟାଇମସ୍ ପକ୍ଷରୁ ୨୦୧୯ ପାଇଁ ଦୁନିଆର ସବୁଠୁ ପ୍ରଭାବଶାଳୀ ୧୦୦ ବ୍ୟକ୍ତିଙ୍କ ତାଲିକା ପ୍ରସ୍ତୁତ କରାଯାଇଛି … Read More

ଜିଡିପି ଅଭିବୃଦ୍ଧିରେ ଖଣିଜ ଶିଳ୍ପର ଭୂମିକା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର, (ଓଟି) : ଭାରତୀୟ ଅର୍ଥନୀତିର ବିକାଶ ଧାରାରେ ଖଣିଜ ସମ୍ପଦ ତଥା ଏହା ଉପରେ ନିର୍ଭରଶୀଳ ଶିଳ୍ପର ଗୁରୁତ୍ୱପୂଣ୍ଣ ଭୂମିକା ରହିଛି । ନୂତନ ଜ୍ଞାନ କୌଶଳ ପ୍ରୟୋଗ ଦ୍ୱାରା ଅର୍ଥନୀତି ପ୍ରତି ଖଣିଜ ଶିଳ୍ପର ଅବଦାନ ବୃଦ୍ଧି ପାଇପାରିବ … Read More

ଜିଓ ନ୍ୟୁଜ: ୧୨ଟି ଭାଷାରେ ନ୍ୟୁଜ୍‍ କଣ୍ଟେଣ୍ଟ ପାଇଁ ଏକକ ମୋବାଇଲ୍‍ ଆପ୍‍

ଜିଓ ପକ୍ଷରୁ ଜିଓନ୍ୟୁଜ ନାମରେ ଏକ ନୂତନ ପରିବର୍ତନ ଅ ।ଣିବା ଭଳି ଡିଜିଟାଲ ଉତ୍ପାଦ ଉଭୟ ମୋବାଇଲ ଆପ୍ଲିକେସନ ସହିତ ୱେବ ଆଧାରିତ ସେବା ( www.jionews.com ) ରୂପରେ ଉନ୍ମୋଚନ କରାଯାଇଛି । ଏହି ଆପ ଗୁଗୁଲ ପ୍ଲେ … Read More