ବିଏସ-୬ ହୋଣ୍ଡା ୨ ଚକିଆ ୬୦ ହଜାର ବିକ୍ରୀ ମାଇଲଖୁଣ୍ଟ ଟପିଲା

କମ୍‍ ଶବ୍ଦ ବାଲା ହୋଣ୍ଡା ମୋଟରସାଇକଲ୍ ଏବଂ ସ୍କୁଟର ଏକ ନୂଆ ରେକର୍ଡ ସୃଷ୍ଟି କରିଛ । ଗଲା ତିନିମାସ ହେଲା ବଜାରରେ ପଅବେଶ କରିଥିବା ଏହାର ପ୍ରଥମ ଦୁଇ ବିଏସ୍-୬ ଉତ୍ପାଦ ଆକ୍ଟିଭା ୧୨୫ ବିଏସ୍-୬ ଓ ୧୨୫ ସିସି ମୋଟରସାଇକଲ୍ ଏସ୍ପି ୧୨୫ର ବିକ୍ରି ୬୦ହଜାର ଟପିଛି । ଏହା ଏକ ମାଇଲ୍‍ଖୁଣ୍ଟ ଏବଂ ସାରା ଦେଶରେ ଏଥିପାଇଁ ଆଦର ମିଳିଛି ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।

୫୦୦ ଗାଁରେ ପ୍ରାଣୀସମ୍ପଦ ବିକାଶ ପାଇଁ ସଚେତନତା ବଢ଼ାଇଲା ଫୁଲରଟନ୍‌ ଇଣ୍ଡିଆ

ଭୁବନେଶ୍ୱର, (ଓଟି): ଦେଶର ୫୦୦ରୁ ଅଧିକ ଗାଁରେ ଏକ ସମୟରେ ଆୟୋଜନ ହୋଇଛି ପ୍ରାଣୀସମ୍ପଦ ବିକାଶ ଦିବସ । ଫୁଲର୍‍ଟନ୍‍ ଇଣ୍ଡିଆ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୬୮,୦୦୦ ପ୍ରାଣୀ ଏବଂ ୨୧,୦୦୦ରୁ ଅଧିକ ପ୍ରାଣୀ ପାଳନକାରୀ ଉପକୃତ ହୋଇଥିଲେ । … Read More

ଗୋ-ଏୟାର ସବୁଠାରୁ ଅଧିକ ସମୟାନୁବର୍ତ୍ତୀ: ଡିଜିସିଏ

ଭୁବନେଶ୍ୱର, (ଓଟି): ଦ୍ରୁତ ଅଭିବୃଦ୍ଧିଶୀଳ ବିମାନ କଂପାନୀ ଗୋ-ଏୟାର ୨୦୧୯ ନଭେମ୍ବରରେ ଭାରତର ସବୁଠୁ ସମୟାନୁବର୍ତ୍ତୀ ବିମାନ କଂପାନୀର ଭାବେ ମାନ୍ୟତା ଅର୍ଜନ କରିଛି । ଭାରତୀୟ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ (ଡିଜିସିଏ)ଙ୍କ ରିପୋର୍ଟରୁ ଏହା ଜଣାପଡ଼ିଛି । ଗୋ-ଏୟାର … Read More

ନବୀକରଣ ହେଲା ଭୁବନେଶ୍ଵରର ହୋଟେଲ୍‌ ଜିଞ୍ଜର

ଭୁବନେଶ୍ୱର, (ଓଟି): ନୂଆ ଇଣ୍ଟରିୟର ଏବଂ ଷ୍ଟାଇଲ୍‌ରେ ଝଲସିଛି ଭୁବନେଶ୍ଵରର ହୋଟେଲ୍‌ ଜିଞ୍ଜର। ଏହା ସମସାମୟିକ ଏବଂ ଷ୍ଟାଇଲିଶ୍‌ ଲୁକ୍‌ ବୋଲି ଜତଞ୍ଜର ପକ୍ଷରୁ କୁହାଯାଇଛି। ଜିଞ୍ଜରର  ପରିଚାଳନା ନିର୍ଦେଶକ ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ  ଦୀପିକା ରାଓ କହିଛନ୍ତି ଯେ, “ଭୁବନେଶ୍ୱରେ … Read More

ୟୁପିଆଇରେ କାରବାର ୧୦୦ କୋଟି ଟପିଲା

ନୂଆଦିଲ୍ଲୀ: ନ୍ୟାସନାଲ ପେମେଂଟ କର୍ପୋରେସନ ଅଫ ଇଣ୍ଡିଆ (ଏନପିସିଆଇ) ପକ୍ଷରୁ ଘୋଷଣା କରାଯାଇଛି ଯେ ୨୦୧୯ ଅକ୍ଟୋବର ମାସରେ ୟୁନିଫାଏଡ ପେମେଂଟ ଇଟଂରଫେସ (ୟୁପିଆଇ) କାରବାର ପରିମାଣ ୧୦୦ କୋଟିର ମାଇଲଖୁଂଟ ଅତିକ୍ରମ କରିଛି । ୨୦୧୯ ଅକ୍ଟୋବରରେ ୧୧୫ କୋଟି … Read More

ଜେଏସପିଏଲ “ରାଷ୍ଟ୍ରୀୟ ସ୍ୱଂୟସିଦ୍ଧ ସମ୍ମାନ” ପାଇଁ ଆଞ୍ଚଳିକ ମୂଲ୍ୟାୟନ ଅନୁଷ୍ଠିତ

ଜେଏସପିଏଲ ଫାଉଣ୍ଡେସନ ଦ୍ୱାରା ପ୍ରତିଷ୍ଠିତ ରାଷ୍ଟ୍ରୀୟ ସ୍ୱଂୟସିଦ୍ଧ ସମ୍ମାନ ପୁରସ୍କାରର ତୃତୀୟ ସଂସ୍କରଣ ନିମନ୍ତେ ପୂର୍ବଭାରତରୁ ଆସିଥିବା ନାମାଙ୍କନର ଆଞ୍ଚଳିକ ମୂଲ୍ୟାୟନ ଆଜି କଲକତା ଠାରେ ଅନୁଷ୍ଠିତ ହୋଇଯାଇଛି । ଭାରତର ପୂର୍ବାଞ୍ଚଳ ରାଜ୍ୟ ଗୁଡିକରୁ ସମୁଦାୟ ୧୧୨ ଟି ନାମାଙ୍କନ … Read More

ଜିଓର ନିଟ ଲାଭ ୪୫.୬% ବୃଦ୍ଧି, ୮୯୧ କୋଟି ଟଙ୍କାରେ ପହଞ୍ଚିଲା

ରିଲାଏନ୍ସ ଜିଓ ପକ୍ଷରୁ ଚଳିତ ଆର୍ଥିକ ବର୍ଷର ପ୍ରଥମ ତିନିମାସ (ଅପ୍ରେଲ ରୁ ଜୁନ) ର ଆର୍ଥିକ ଫଳାଫଳ ଘୋଷଣା କରାଯାଇଛି | ଅପ୍ରେଲ ରୁ ଜୁନ ତ୍ରୟମାସରେ ରିଲାଏନ୍ସ ଜିଓର ଶ୍ରେଷ୍ଠ ପ୍ରଦର୍ଶନ ଜାରି ରହିବା ସହିତ ନିଟ ଲାଭ … Read More

ରଥଯାତ୍ରାରେ ଖାଦ୍ୟବଣ୍ଟନ ସେବା: ଲକ୍ଷାଧିକ ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଇଲା ଜେଲସ୍‍ପିଏଲ୍‍ ଫାଉଣ୍ଡେସନ୍‍

ଭୂବନେଶ୍ୱର, (ଓଟି): ରଥଯାତ୍ରା ଅବସରରେ ଜେଏସପିଏଲ୍ ଫାଉଣ୍ଡେସନ୍ ପକ୍ଷରୁ ରନ୍ଧାଖାଦ୍ୟ ବଣ୍ଟନ, ଥଣ୍ଡା ପାନୀୟ ଜଳ ଏବଂ ଗ୍ଲୁକୋଜ୍ ପ୍ୟାକେଟ୍ ବଣ୍ଟନ ଆଦି ବିଭିନ୍ନ ସେବା ପ୍ରଦାନ କରାଯାଇଛି । ପୁରୀ ଜିଲ୍ଲା ପ୍ରଶାସନ ସହ ସମନ୍ୱୟରେ, ଏହି ଅନୁଷ୍ଠାନ ଏକ … Read More

ନୀଳଚଳ ଇସ୍ପାତରୁ ପୁଞ୍ଜି ପ୍ରତ୍ୟାହାର ପାଇଁ ନିଷ୍ପତ୍ତି ନେଳା ଏମଏମ୍‍ଟିସି

ଭୁବନେଶ୍ୱର, (ଓଟି): ଯାଜପୁର ଜିଲ୍ଲା କଳିଙ୍ଗ ନଗରଠାରେ ପରତିଚାଳିତ ନୀଳଚଳ ଇସ୍ପାତ ନିଗମ ଲିମିଟେଡ୍‍ରୁ ପୁଞ୍ଜି ପ୍ରତ୍ୟାହାର ପାଇଁ ନିଷ୍ପତ୍ତି ନେଇଛି ଏମଏମ୍‍ଟିସି । ଏ ବାବଦରେ ବମ୍ବେ ଷ୍ଟକ୍‍ ଏକ୍ସେଚେଞ୍ଜ ( ବିଏସ୍‍ଇ) ଏବଂ ଭାରତ ସରକାରଙ୍କ କର୍ପୋରେଟ୍‍ ବ୍ୟାପାର … Read More

ଜିଓରେ ଧମାକାଦାର ୱର୍ଲ୍ଡକପ୍‍ ଅଫର

ୱର୍ଲ୍ଡକପ୍‍ କ୍ରିକେଟ୍‍ ଟୁର୍ଣ୍ଣାମେଣ୍ଟର ପ୍ରତିଟି ମ୍ୟାଚ୍‍ ଲାଇଭ୍‍ ଦେଖିବାଲାଗି ଜିଓ ଆଣିଛି ଏକ ଧମାକାଦାର ଅଫର । ଯଦି ଆପଣ ଜିଓ ଗ୍ରାହକ ତେବେ ଏହି ଅଫରକୁ ମାଗଣାରେ ଉପଭୋଗ କରିପାରିବେ। ପୁଣି ଯଦି ପୂରା ଟୁଣ୍ଣାମେଣ୍ଟ ସମସ୍ତ ମ୍ୟାଚ୍‌କୁ ଦେଖିବାକୁ … Read More