ଇରାନ୍‌-ଆମେରିକା ମୁହାମୁହିଁ: ଭାରତରୁ ୨୪୧୫ କୋଟି ପୁଞ୍ଜି ପ୍ରତ୍ୟାହାର

ନୂଆଦିଲ୍ଲୀ: ଚଳିତ ମାସର ବର୍ତ୍ତମାନ ସୁଦ୍ଧା ବିଦେଶୀ ପୋର୍ଟଫୋଲିଓ ନିବେଶକାରୀ (ଏଫ୍ପିଆଇ)ଙ୍କ ଦ୍ୱାରା ଭାରତୀୟ ଷ୍ଟକ୍ ବଜାରରୁ ମୋଟ ୨୪୧୫ କୋଟି ପ୍ରତ୍ୟାହାର କରିନିଆଯାଇଛି । ଇରାନ ଓ ଆମେରିକା ମଧ୍ୟରେ ଦେଖାଯାଇଥିବା ଉତ୍ତେଜନାକୁ ନେଇ ବିଶ୍ୱସ୍ତରରେ ନିବେଶକାରୀମାନେ ଆଶଙ୍କିତ ହୋଇପଡ଼ିଥିଲା … Read More

ଆଗକୁ ବଜେଟ୍‌: ବିଶେଷଜ୍ଞଙ୍କ ସହ ଆଲୋଚନା କଲେ ମୋଦୀ

ନୂଆଦିଲ୍ଲୀ: ଭାରତର ସାଂପ୍ରତିକ ଅର୍ଥନୀତିରେ ଅସ୍ଥିରତା ଦେଖାଯାଇଛି । ମାନ୍ଦାବସ୍ଥାକୁ ନେଇ ଶିଳ୍ପ କ୍ଷେତ୍ର ଠାରୁ ଆରମ୍ଭ କରି ସେବା ,ନିଯୁକ୍ତି, ରପ୍ତାନି ଏବଂ ଆମଦାନୀ କ୍ଷେତ୍ର ବହୁ ମାତ୍ରାରେ ପ୍ରଭାବିତ ହୋଇଥିଲା ବେଳେ ଦେଶର ସାମଗ୍ରିକ ଘରୋଇ ଉତ୍ପାଦନ ହାର … Read More

ୱାଇଫାଇରେ ଜିଓରୁ କଲିଂ ସୁବିଧା: ଉଭୟ ଭିଡିଓ ଓ ଭଏସ୍‍ କଲରେ ଖର୍ଚ ହେବନି ଜିଓ ଡାଟା

ଭୁବନେଶ୍ୱର, (ଓଟି): ଗ୍ରାହକଙ୍କୁ ଶ୍ରେଷ୍ଠ ଉତ୍ପାଦ ଓ ଅନୁଭୂତି ପ୍ରଦାନ କରିଆସୁଥିବା ରିଲାଏନ୍ସ ଜିଓ ପକ୍ଷରୁ ଆଜି ଦେଶବ୍ୟାପୀ ସ୍ତରରେ ଭିଡିଓ ଓ ଭଏସ୍ ୱାଇ-ଫାଇ କଲିଂ ସେବା ଆରମ୍ଭ କରାଯାଇଥିବା ବିଷୟରେ ଘୋଷଣା କରାଯାଇଛି । ଶୁଭାରମ୍ଭ ସହିତ ପ୍ରତ୍ୟେକ … Read More

ଜାନୁୟାରୀ୧୦ରୁ ୧୨: ଏସ୍ପ୍ଲାନେଡ୍ ୱନ୍‌ରେ ଫ୍ଲାଟ୍ ୫୦% ରିହାତି

ଭୁବନେଶ୍ୱର, (ଓଟି):  ଏସ୍ପ୍ଲାନେଡ୍ ୱାନ୍ ମଲ୍ ତରଫରୁ  ଆସନ୍ତା ୧୦ରୁ ୧୨ ତାରିଖ ତିନି ଦିନ ପାଇଁ ବିଭିନ୍ନ ଖରିଦ୍‌ଦାରି ଉପରେ ଫ୍ଲାଟ୍ ୫୦% ରିହାତି ଘୋଷଣା କରାଯାଇଛି ।  “ଅସଲି ହାପିନେସ୍ ୱାଲା ସେଲ୍’   ସପିଙ୍ଗ ଉତ୍ସବ ଅବସରରେ ଏପରି … Read More

ବଜେଟ୍ -୨୦୨୦ ବ୍ୟାଙ୍କିଙ୍ଗ କ୍ଷେତ୍ରକୁ ମିଳିବନି ଅତିରିକ୍ତ ପାଣ୍ଠି!

ନୂଆଦିଲ୍ଲୀ: ଫେବୃଆରୀ ପହିଲାରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିବେ । ସାଂପ୍ରତିକ ଅର୍ଥନୀତି ସ୍ଥିତିକୁ ଦୃଷ୍ଟିରେ ରଖି ଏହି ବଜେଟ୍ ଗୁରୁତ୍ୱପୂର୍ଣ୍ଣ ରହିବା ସହ ମୋଦୀ ସରକାରଙ୍କ ଦ୍ୱିତୀୟ ପାଳିର ଦ୍ୱିତୀୟ … Read More

କେନ୍ଦ୍ରର ଚିନ୍ତା ବଢ଼ାଉଛି ବିତ୍ତୀୟ ବ୍ୟବସ୍ଥା

ନୂଆଦିଲ୍ଲୀ, (ଓଟି): ଆର୍ଥିକ ମାନ୍ଦାବସ୍ଥା ଦେଶରେ ଲାଗି ରହିଛି । ଏଭଳି ସ୍ଥିତିରେ ଚଳିତ ଆର୍ଥିକ ବର୍ଷରେ କେନ୍ଦ୍ରର ରାଜସ୍ୱ ଆଦାୟ ହ୍ରାସ ପାଇଛି । ସେହିପରି ବଜେଟ୍ ବ୍ୟବସ୍ଥା ଅନୁସାରେ ବିତ୍ତୀୟ କ୍ଷେତ୍ରର ବିଭିନ୍ନ ଦିଗର ଲକ୍ଷ୍ୟପୂରଣରେ ସରକାର ବିଫଳ … Read More

୨୦୨୦ରେ ଭଲ ଖବର: ସେନ୍‌ସେକ୍ସ ୩୩୭ ପଏଣ୍ଟ ବୃଦ୍ଧି

ମୁମ୍ବାଇ, (ଓଟି): ଗତ ଦୁଇଦିନ ଧରି ଘରୋଇ ଶେୟାର ବଜାର ଉତ୍ସାହଜନକ ରହିଥିଲା । ତେବେ ଗୁରୁବାର କାର୍ଯ୍ୟ ଦିବସରେ ପ୍ରମୁଖ ବିଏସ୍ଇ ଏବଂ ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ ସୂଚକାଙ୍କ ନିଫ୍ଟି ଅନ୍ତର୍ଭୁକ୍ତ କମ୍ପାନୀଗୁଡିକ ଉତ୍ତମ କାରବାର ହୋଇଥିବା ଜଣାପଡ଼ିଛି । … Read More

ଆପଣାନ୍ତୁ ଫାଶ୍‌ଟ୍ୟାଗ୍‌ ରିଚାର୍ଜ କରିବାର ସହଜ ପ୍ରକ୍ରିୟା; କେମିତି ଜାଣନ୍ତୁ

ଭୁବନେଶ୍ୱର: ଭୀମ୍‍ ଆପ୍‍ ଜରିଆରେ ଫାସ୍‍ଟ୍ୟାଗ୍‍ ରିଚାର୍ଜ କରିହେବ । ଏହି ଟେକେ୍‍ନାଲୋଜି ଜରିଆରେ ଆପଣ ଅନ୍ୟ ପେମେଣ୍ଟ ଆପ୍‌ ଯେମିତି ଫୋନ୍‌ପୋ, ଗୁଗୁଲ୍‌ ପେରୁ ଆପଣଙ୍କ ସଂଯୁକ୍ତ ଫାସ୍‍ଟ୍ୟାଗ୍‍ ପାଇଁ ଅର୍ଥ ଟ୍ରାନ୍ସଫର କରିପାରିବେ । ଅର୍ଥାତ୍‍ ନ୍ୟାସନାଲ ପେମେଣ୍ଟ୍ … Read More

ଆଇଏମ୍‍ଏସ ଓ ସମ୍ ହସପିଟାଲ୍ ଶ୍ରେଷ୍ଠ ମେଡିକାଲ୍ କଲେଜ ଭାବେ ସମ୍ମାନିତ

ଭୁବନେଶ୍ୱର, (ଓଟି) : ଶିକ୍ଷା ଓ ଅନୁସନ୍ଧାନ ଡିମ୍ଡ ଟୁ ବି ୟୁନିଭର୍ସିଟି ଦ୍ୱାରା ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନସେସ୍ ଏବଂ ସମ୍ ହସପିଟାଲକୁ ଚଳିତ ବର୍ଷ ପାଇଁ ଶ୍ରେଷ୍ଠ ମେଡିକାଲ୍ କଲେଜ ଭାବେ ପୁରସ୍କୃତ କରାଯାଇଛି । ଗୁରୁବାର … Read More

ଜେଏସପିଏଲ ଫାଉଣ୍ଡେସନକୁ ଗ୍ରୋ କେୟାର ଇଣ୍ଡିଆ ସିଏସଆର ପୁରସ୍କାର

ଭୁବନେଶ୍ଵର, (ଓଟି): ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ଲିଃ (ଜେଏସପିଏଲ)ର ସାମାଜିକ ଉତ୍ତରଦାୟିତ୍ୱ (ସିଏସଆର) ସଂସ୍ଥାନ ଜେଏସପିଏଲ ଫାଉଣ୍ଡେସନକୁ ପ୍ଳଟିନମ କାଟେଗୋରୀ ରେ ଗ୍ରୋ କେୟାର ଇଣ୍ଡିଆ ସିଏସଆର ପୁରସ୍କାର ରେ ସମ୍ମାନିତ କରାଯାଇଛି । ନୂଆଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ … Read More