କରୋନା: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ପକ୍ଷରୁ କର୍ମଚାରୀମାନଙ୍କ ପାଇଁ “ୱାର୍କ ଫ୍ରମ୍ ହୋମ୍‌’

ଭୁବନେଶ୍ୱର: ଦେଶରେ କୋଭିଡ୍‌-୧୯ ସଂକ୍ରମିତଙ୍କ ସଂଖ୍ୟାରେ ଘଟୁଥିବା ବୃଦ୍ଧି ପରିପ୍ରେକ୍ଷୀରେ ଭାରତର ସର୍ବବୃହତ ସଂସ୍ଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ପକ୍ଷରୁ କର୍ମଚାରୀମାନଙ୍କ ପାଇଁ ୱାର୍କ ଫ୍ରମ୍ ହୋମ୍ (ଘରେ ରହି କାର୍ଯ୍ୟ କରିବା) ବ୍ୟବସ୍ଥା ଆରମ୍ଭ କରାଯାଇଥିବା ବେଳେ ଗ୍ରାହକଙ୍କୁ ସାକ୍ଷାତ କରିବା … Read More

କରୋନା: ଜେଏସ୍‌ପିଏଲ୍‌ରେ ଥର୍ମାଲ୍‌ ସ୍କାନିଂ

ଭୁବନେଶତବର, (ଓଟି): କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ନବୀନ ଜିନ୍ଦଲଙ୍କ ନେତୃତ୍ଵାଧୀନ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ଲିମିଟେଡ଼ (ଜେଏସପିଏଲ) ଦ୍ଵାରା ବହୁବିଧ ବ୍ୟବସ୍ଥା କରାଯାଇଛି I କମ୍ପାନୀର ପ୍ରତ୍ୟକ କର୍ମଚାରୀଙ୍କ ସ୍ଵାସ୍ଥ୍ୟ ପରୀକ୍ଷା କରାଯିବ ସହିତ ଶରୀରର ତାପମାତ୍ରା … Read More

ଟ୍ରାଇ ତଥ୍ୟ କହୁଛି ଓଡ଼ିଶାରେ ଜିଓ ଏକ ନମ୍ବର

ଭୁବନେଶ୍ୱର, (ଓଟି): ଏକ ବଡ଼ ଧରଣର ସଫଳତା ସ୍ୱରୂପ ରିଲାଏନ୍ସ ଜିଓ ରାଜ୍ୟରେ ସର୍ବାଧିକ ସଂଖ୍ୟକ ମୋବାଇଲ୍ ଗ୍ରାହକ ଏବଂ ରାଜସ୍ୱରେ ସିଂହ ଭାଗ ବଜାର ଅର୍ଜନ କରିବା ସହ ଓଡ଼ିଶାର ଏକ ନମ୍ବର ମୋବାଇଲ୍ ସେବା ପ୍ରଦାନକାରୀ ସଂସ୍ଥା ହୋଇପାରିଛି … Read More

ଆଲୁମିନା ବିଶୋଧନ ଦକ୍ଷତା ବୃଦ୍ଧି ପାଇଁ ନାଲ୍‍କୋ କରୁଛି ପ୍ରୟାସ

ଭୁବନଶ୍ୱର, (ଓଟି): କୋରାପୁଟ ଜିଲ୍ଲା ଦାମନଯୋଡ଼ିଠାରେ ଥିବା ନ୍ୟାସନାଲ୍‍ ଆଲୁମିନିୟମ କମ୍ପାନୀ (ନାଲ୍‍କୋ)ର ଖଣିଜ ଓ ବିଶୋଧନ କଂପ୍ଲେକ୍ସରେ ସ୍ୱତନ୍ତ୍ର କ୍ରଶର ଓ କନ୍‍ଭେୟର ବ୍ୟବସ୍ଥା ଲାଗି ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ଆସନ୍ତା ଦୁଇ ବର୍ଷ ଭିତରେ ଏହି ପ୍ରକଳ୍ପ … Read More

ଅଟୋ ଏକ୍ସପୋ୨୦୨୦: ଜିଓର କନେକ୍ଟଡ଼୍‌ ଭେଇକିଲ୍‌

ଭୁବନେଶ୍ୱର: ଗ୍ରେଟର ନୋଏଡା ଠାରେ ଆୟୋଜିତ ହୋଇଥିବା ଅଟୋ ଏକ୍ସପୋ ୨୦୨୦ରେ ରିଲାଏନ୍ସ ଜିଓ ପକ୍ଷରୁ ଆଗାମୀ ପିଢ଼ିର କନେକ୍ଟେଟ ଯାନବାହନ ବ୍ୟବସ୍ଥା ପ୍ରଦର୍ଶିତ କରାଯାଇଛି । ଯାନବାହନ ଶିଳ୍ପର ସଂପ୍ରତି ପ୍ରଯୁକ୍ତି ଓ ସଂଯୋଗ (କନେକ୍ଟିଭିଟି)ର ନୂତନ ଯୁଗରେ ଦ୍ରୁତ … Read More

ବଜେଟ୍ ୨୦୨୦: ନିର୍ମଳାଙ୍କ ଆଗରେ କ’ଣ ରହିଛି ଆହ୍ବାନ

ନୂଆଦିଲ୍ଲୀ(ଓଟି): ଦିନକ ପରେ ଆସିବ କେନ୍ଦ୍ରୀୟ ବଜେଟ୍‍ । ସଂସଦରେ ଉପସ୍ଥାପିତ ହେବ ନରେନ୍ଦ୍ର ମୋଦୀ ସରକାରଙ୍କ ପୂର୍ଣ୍ଣାଙ୍ଗ ବଜେଟ୍ । ଏହା ମେଦୀଙ୍କ ଦ୍ୱିତୀୟ ପାଳିର ଦ୍ୱିତୀୟ ସମ୍ପୂର୍ଣ୍ଣ ବଜେଟ୍‍ ହୋଇଥିବାବେଳେ ସାମଗ୍ରିକ ଦୃଷ୍ଟିକୋଣରୁ ଖୁବ୍‍ ଗୁରୁତ୍ୱପୂର୍ଣ୍ଣ । ଅନୁରୂପ … Read More

କଟକ ଓ ରାୟଗଡ଼ାରେ ନୂଆ ରିଲାଏନ୍ସ ସ୍ମାର୍ଟ ସୁପରଷ୍ଟୋର୍‍

ଭୁବନେଶ୍ୱର, (ଓଟି): କଟକ ଓ ରାୟଗଡ଼ାରେ ତିନୋଟି ରିଲାଏନ୍ସ ରିଟେଲ୍‌ର ଗ୍ରୋସରି ସୁପରମାର୍କେଟ ବ୍ରାଣ୍ଡ୍ ରିଲାଏନ୍ସ ସ୍ମାର୍ଟ ସୁପରଷ୍ଟୋର୍‍ ଗୁରୁବାର ଉଦ୍‍ଘାଟନ ହୋଇଛି । କଟକର ବକ୍ସିବଜାରସ୍ଥିତ ଅବଦୁଲ ୱାହିଦ ପ୍ରପର୍ଟି ଏବଂ କଲେଜ ଛକସ୍ଥିତ କିତାବ ମହଲ ନିକଟସ୍ଥ ସାଇ … Read More

ଏୟାର ଏସିଆ ଘୋଷଣା: କୁଆଲାଲାମପୁରକୁ ବିମାନ ଭଡ଼ା ୪୩୨୦ ଟଙ୍କା

ଭୁବନେଶ୍ୱର,( ଓଟି) : ଭୁବନେଶ୍ଵରଠୁ କୁଆଲାଲାମ୍‌ପୁର ଯିବାକୁ ଚାହୁଁଛନ୍ତି କି? ଏ୍ରାର ଏସିଆ ଏକ ବିଶେଷ ଅଫର ଘୋଷଣା କରିଛି। ୩ ମାସ ଆଗରୁ ଯଦି ଆପଣ ଏହି ରୁଟ୍‌ରେ ଫ୍ଲାଇଟ୍‌ ବୁକ୍‌ କରୁଛନ୍ତି ତେବେ ଆପଣଙ୍କୁ ସର୍ବ ନିମ୍ନ ଉଡ଼ାଣ … Read More

ଜିଓର ନୂଆ ଯୋଜନା: ପ୍ରତିଭା ପ୍ରଦର୍ଶନ କର, ଥାଇଲାଣ୍ଡ ଯାଅ

ଭୁବନେଶ୍ୱର, (ଓଟି):  ନିଜର ଅନ୍ତର୍ନିହିତ ପ୍ରତିଭା ପ୍ରଦର୍ଶନ ଲାଗି ଆଉ ଏକ ସୁଯୋଗ ଆଣିଛି ଜିଓ ମୋବାଇଲ୍‌। ସ୍ନାପ୍‌ ଚ୍ୟାଟ୍‌ ସହ ମିଳିତ ଉଦ୍ୟମରେ ଏଥିଲାଗି ଏକ ସ୍ଵତନ୍ତ୍ର ପ୍ଲାଟ୍‌ଫର୍ମ ସୃଷ୍ଟି କରାଯାଇଛି, ଯାହାର ନାଁ ରହିଛି ଜିଓ ଗଟ୍‌ ଟାଲେଣ୍ଟ। … Read More

ରେଳ କ୍ଷେତ୍ରରେ ‘ପିପିପି’କୁ ଗୁରୁତ୍ୱ

ନୂଆଦିଲ୍ଲୀ: ଭାରତୀୟ ରେଳ ଚଳାଚଳ କ୍ଷେତ୍ରକୁ ଅଧିକ ସ୍ମାର୍ଟ କରାଯିବା ଲକ୍ଷ୍ୟରେଏଣିକି ପିପିପି ( ପବ୍ଲିକ୍-ପ୍ରାଇଭେଟ୍- ପାର୍ଟନରସିପ୍) ବ୍ୟବସ୍ଥାକୁ ଅଧିକ ଗୁରୁତ୍ୱ ଦିଆଯିବ । ଏହି ବ୍ୟବସ୍ଥାରେ ଅଧିକ ପରିମାଣର ଘରୋଇ ନିବେଶକାରୀଙ୍କୁ ପ୍ରୋତ୍ସାହିତ କରାଯାଇ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ … Read More