ମୋରାଟୋରିଅମ ବିକଳ୍ପ ଚୟନ କରିବା ବେଳେ କ’ଣସବୁ ଧ୍ୟାନରେ ରଖିବେ ଜାଣନ୍ତୁ

ଭୁବନେଶ୍ୱର, (ଓଡ଼ିଶାଟାଇମ୍‌): କରୋନା ଭୂତାଣୁ ବ୍ୟାପିବା ଆମ ଜୀବନକୁ ପ୍ରଭାବିତ କରିଛି । ଲକ୍ ଡାଉନ୍ ଯୋଗୁଁ ନଗଦ ଅର୍ଥ ପ୍ରଭାବ ବ୍ୟାହତ ହୋଇଥିବା ଅନେକ ବ୍ୟାଙ୍କ ସେମାନଙ୍କ ଗ୍ରାହକଙ୍କୁ ସାହାଯ୍ୟ କରିବା ଲାଗି ମୋରାଟୋରିଅମ (ଇଏମଆଇ ସ୍ଥଗିତ ରଖିବା) ସୁବିଧା … Read More

#IndiaFightscorona: ସେନ୍‌କୋ କର୍ମଚାରୀଙ୍କ ଦରମା କଟିବନି,

ଭୁବନେଶ୍ୱର, (ଓଡ଼ିଶାଟାଇମ୍‌): କୋଲକାତାର ସେନ୍‌କୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡସ୍  ଏହାର ସମସ୍ତ ୧୦୦ ଶୋ’ରୁମ୍‌ର କର୍ମଚାରୀଙ୍କୁ ପୂଣ୍ଣ ଦରମା ଦେବ। କୋଭିଡ୍‌-୧୯ ସଂକ୍ରମଣରେ ଦେଶର ସମସ୍ତ ଶୋ’ରୁମ୍‌ ବନ୍ଦ ଥିଲେ ମଧ୍ୟ ଏହା କର୍ମଚାରୀଙ୍କ ଦରମା କାଟ୍‌ କରିବା ନାହିଁ କି … Read More

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ପକ୍ଷରୁ ପିଏମ୍ କେୟାରସ୍ ଫଣ୍ଡ୍‌କୁ ୫୦୦ କୋଟି ଟଙ୍କାର ସହାୟତା

ଭୁବନେଶ୍ୱର(ଓଟି): କରୋନା ଭୂତାଣୁ ବିରୋଧରେ ଲଢେଇରେ ଦେଶକୁ ସହାୟତା କରିବା ଲାଗି ପ୍ରଧାନମନ୍ତ୍ରୀ ଦେଇଥିବା ଆହ୍ୱାନ ପରିପ୍ରେକ୍ଷୀରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ (ଆରଆଇଏଲ) ତରଫରୁ ଆଜି ପ୍ରଧାନମନ୍ତ୍ରୀ କେୟାରସ୍ ଫଣ୍ଡ୍‌କୁ ୫୦୦ କୋଟି ଟଙ୍କା ପ୍ରଦାନ କରାଯାଇଥିବା ଘୋଷଣା କରାଯାଇଛି । … Read More

କରୋନା ମୁକାବିଲା: ଗୋଦରେଜ୍ ଗ୍ରୁପ୍ ପକ୍ଷରୁ ୫୦ କୋଟି ଟଙ୍କାର ପାଣ୍ଠି

ଭୁବନେଶ୍ୱର,(ଓଟି): କରୋନା ବିଶ୍ୱ ମହାମାରୀ ମୁକାବିଲା ପାଇଁ ଗୋଦରେଜ୍ ଗ୍ରୁପ୍ ପକ୍ଷରୁ ୫୦ କୋଟି ଟଙ୍କାର ସ୍ୱତନ୍ତ୍ର ପାଣ୍ଠି ଗଠନ କରାଯାଇଛି । ଏହି ପାଣ୍ଠିର ଅର୍ଥକୁ ବିଭିନ୍ନ ପ୍ରକାର କାର୍ଯ୍ୟରେ ବିନିଯୋଗ କରିବାକୁ ଯୋଜନା ପ୍ରସ୍ତୁତ କରାଯାଇଛି । ମେଡିକାଲ୍ … Read More

କୋଭିଡ୍‌-ମୁକାବିଲା: ଟାଟା ସନ୍ସ ୧୦୦୦ କୋଟି, ଟାଟା ଟ୍ରଷ୍ଟ ୫୦୦ କୋଟି

ଭୁବନେଶ୍ୱର, (ଓଟି): ବର୍ତମାନ ଭାରତ ଏବଂ ବିଶ୍ୱର ଅନ୍ୟାନ୍ୟ ପ୍ରାନ୍ତରେ କୋଭିଡ୍ ୧୯କୁ ନେଇ ସୃଷ୍ଟି ହୋଇଥିବା ସ୍ଥିତି ବେଶ ଚିନ୍ତାଜନକ ଏବଂ ତ୍ୱରିତ ପଦକ୍ଷେପ ଆବଶ୍ୟକ କରୁଛି । ଆଜି ଟାଟା ଟ୍ରଷ୍ଟସ୍‌ର ଅଧ୍ୟକ୍ଷ ରତନ ଏନ୍ ଟାଟା କିିଛି … Read More

କୋଭିଡ୍‌-୧୯: ଡିସିବି ବ୍ୟାଙ୍କର ୧ କୋଟି ଟଙ୍କା ସହାୟତା ଘୋଷଣା

ଭୁବନେଶ୍ୱର, (ଓଟି): କୋଭିଡ୍‍୧୯ କରୋନା ଭୁତାଣୁର ମୁକାବିଲା ପାଇଁ ଅଣ୍ଟା ଭିଡ଼ିଛି ଡିସିବି ବ୍ୟାଙ୍କ୍‍ । ଏହା ତାହାର କର୍ପୋରେଟ୍‍ ଦାୟିତ୍ୱବୋଧ କାର୍ଯ୍ୟକ୍ରମରେ ୧ କୋଟି ଟଙ୍କା ଖର୍ଚ ପାଇଁ ଷଘାଷଣା କରିଛ ।ି ଆସନ୍ତା ୩ ମାସ ଭିତରେ ଏହି … Read More

ଗୋଦରେଜ୍ ବାଣ୍ଟିବ୧୦ ଲକ୍ଷ ହାଣ୍ଡ୍‌ୱାଶ୍‍, ସାନିଟାଇଜର୍‌ରେ ୬୬% ରିହାତି

ଭୁବନେଶ୍ୱର, (ଓଟି): ଗୋଦରେଜ୍ ପ୍ରୋଟେକ୍ଟ ତରଫରୁ “ପ୍ରୋଟେକ୍ଟ ଇଣ୍ଡିଆ ଅଭିଯାନ” ଆରମ୍ଭ କରାଯାଇଛି । ଏହି ଅଭିଯାନ ମାଧ୍ୟମରେ କୋଭିଡ୍‍ ୧୯ କରୋନା ଦ୍ୱାରା ସର୍ବାଧିକ ପ୍ରଭାବିତ ହୋଇଥିବା ରାଜ୍ୟ ମହାରାଷ୍ଟ୍ରରେ ୧୦ ଲକ୍ଷ ମିଷ୍ଟର ମ୍ୟାଜିକ ପାଉଡର-ଟୁ-ଲିକ୍ୱିଡ୍ ହାଣ୍ଡ୍‌ୱାଶ ବଂଟନ … Read More

କୋଭିଡ୍‍୧୯ ମୁକାବିଲା: ବେଦାନ୍ତ ପକ୍ଷରୁ ୧୦୦ କୋଟି ଟଙ୍କାର ସ୍ୱତନ୍ତ୍ର ପାଣ୍ଠି

ଭୁବନେଶ୍ୱର, (ଓଟି): କୋଭିଡ୍‌-୧୯ କରୋନା ମୁକାବିଲା ଲାଗି ବେଦାନ୍ତ ଲିମିଟେଡ୍ ପକ୍ଷରୁ ୧୦୦ କୋଟି ଟଙ୍କାର ସ୍ୱତନ୍ତ୍ର ପାଣ୍ଠି ଘୋଷଣା କରାଯାଇଛି । ଏହି ପାଣ୍ଠିକୁ ତିନୋଟି ପ୍ରମୁଖ କ୍ଷେତ୍ର-ଦିନ ମଜୁରିଆ, କର୍ମଚାରୀ ଏବଂ ଚୁକ୍ତିଭିତ୍ତିକ ଶ୍ରମିକଙ୍କ ଜୀବନଜୀବିକା, ପ୍ରତିଷେଧମୂଳକ ସ୍ୱାସ୍ଥ୍ୟ … Read More

ଷ୍ଟେଟ୍‌ବ୍ୟାଙ୍କ୍‌ର ନୂଆ ‘କରୋନା’ ଋଣ: ଜଣଙ୍କୁ ୨୦୦ କୋଟି ଯାଏ ଋଣ ସହାୟତା

ଭୁବନେଶ୍ଵର, (ଓଟି): କୋଭିଡ୍‌-୧୯ କରୋନା ଭୁତାଣୁ ସଂକ୍ରମଣରେ ଭାରତର ଅର୍ଥ ବ୍ୟବସ୍ଥା ପ୍ରଭାବିତ ହୋଇଚି। ନିର୍ମାଣଠାରୁ ଆରମ୍ଭ କରି ସେବା କ୍ଷେତ୍ରଯାଏ ସଙ୍ଗୀନ ପରିସ୍ଥିତି ଦେଇ ଗତି କରୁଛନ୍ତି। ଏଭଳି ପରିସ୍ଥିତି ଆଗକୁ ଅଧିକ ଉତ୍କଟ ହେବାର ଆଶଙ୍କା ରହିଛି। ତେବେ … Read More

କରୋନା: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ପକ୍ଷରୁ କର୍ମଚାରୀମାନଙ୍କ ପାଇଁ “ୱାର୍କ ଫ୍ରମ୍ ହୋମ୍‌’

ଭୁବନେଶ୍ୱର: ଦେଶରେ କୋଭିଡ୍‌-୧୯ ସଂକ୍ରମିତଙ୍କ ସଂଖ୍ୟାରେ ଘଟୁଥିବା ବୃଦ୍ଧି ପରିପ୍ରେକ୍ଷୀରେ ଭାରତର ସର୍ବବୃହତ ସଂସ୍ଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ପକ୍ଷରୁ କର୍ମଚାରୀମାନଙ୍କ ପାଇଁ ୱାର୍କ ଫ୍ରମ୍ ହୋମ୍ (ଘରେ ରହି କାର୍ଯ୍ୟ କରିବା) ବ୍ୟବସ୍ଥା ଆରମ୍ଭ କରାଯାଇଥିବା ବେଳେ ଗ୍ରାହକଙ୍କୁ ସାକ୍ଷାତ କରିବା … Read More