ଗୋଟିଏ ଖବର କାଗଜରୁ ଦୁଇ ଜଣ ଦୁଇଟି ଦଳରୁ ବିଧାୟକ ପ୍ରାର୍ଥୀ

ଚଳିତ ନିର୍ବାଚନରେ ଅଦ୍ଭୁତ୍ ଘଟଣାମାନ ଦେଖିବାକୁ ମିଳୁଛି। କିଏ ଗୋଟିଏ ଦଳରୁ ଟିକଟ ପାଇଲା ପରେ ଅନ୍ୟ ଦଳରେ ଯୋଗ ଦେଉଥିବାବେଳେ ଗୋଟିଏ ପରିବାରରୁ ବାପ-ପୁଅ ଅଲଗା ଅଲଗା ଦଳରୁ ବିଦାନସଭା ପାଇଁ ପ୍ରାର୍ଥୀ ହୋଇଛନ୍ତି। ଚଳିତ ନିର୍ବାଚନରେ ଗଣମାଧ୍ୟମ ସହିତ … Read More

ଟିକେଟ୍‌ ମହଲରେ ସାମ୍ବାଦିକ ଓ ମିଡିଆ ମ୍ୟାନେଜର

ନିର୍ବାଚନ ତାରିଖ ଘୋଷଣା ପରେ ଏବେ ସବୁ ଦଳରେ ଟିକେଟ୍‌ ଚିନ୍ତା ଚାଲିଛି। ସମସ୍ତେ ଖୋଜୁଛନ୍ତି ଜିତିବା ଯୋଗ୍ୟ ପ୍ରାର୍ଥୀ। ଏଥିପାଇଁ ଅନେକ କସରତ ଚାଲିଛି। କେତେବେଳେ ଦଳୀୟ ଗୁଇନ୍ଦା ତ କେତେବେଳେ ପ୍ରାର୍ଥୀଙ୍କ ବାେ୍ରାଡାଟା ଆଉ କେତେବେଳେ ବରିଷ୍ଠ ନେତାଙ୍କ … Read More

ପୁଣି ବଦଳିବ ଓ୍ବେବ୍‌ ମିଡିଆ ତାଲିକାକରଣ ନୀତି

ଓଡ଼ିଶା ସରକାରଙ୍କ ନୀତି ପ୍ରବର୍ତ୍ତାମାନେ ଓ୍ବେବ୍‌ସାଇଟ୍‌ ତାଲିକାକରଣ  ଏବଂ ବିଜ୍ଞାପନ ବାବଦରେ କୌଣସି ଏକ ଅଦୃଶ୍ୟ ଶକ୍ତି ଦ୍ଵାରା ପ୍ରଭାବିତ। ଏ କଥା କହିଲେ କିଛି ଅମଲାତନ୍ତ୍ରୀ ପରୋକ୍ଷରେ ଚିହିଙ୍କି ଉଠିବା ସ୍ଵଭାବିକ। କିନ୍ତୁ ଏହା ବାସ୍ତବ ଓ ଅପ୍ରିୟ ସତ୍ୟ। … Read More

ପାକ୍‌ ମିଡିଆରେ ଓଡ଼ିଶା: ସ୍ଵାମୀ ପଛେ ମରୁ, ସଉତୁଣି ବିଧବା ହେଉ

ଚାଞ୍ଚଲ୍ୟ ସୃଷ୍ଟିକାରୀ ଖବର ଆଗରେ ବନ୍ଧା ହୋଇଗଲା ଦେଶର ସ୍ଵାର୍ଥ। ଶତ୍ରୁପକ୍ଷ ରାଷ୍ଟ୍ରକୁ ବି ଫୁଟେଜ୍‌ ପଠାଇବାକୁ ପଛ ଘୁଞ୍ଚା ଦେଲେନି ଓଡ଼ିଶାର ଜଣେ ବରିଷ୍ଠ ସାମ୍ବାଦିକ। ନିଜର ଅଜ୍ଞାନ ହେଉ ବା ଅହଙ୍କାରର ପ୍ରତିଫଳନ, ସେ କିନ୍ତୁ ଭାରତର ପ୍ରତିଚ୍ଛବିକୁ … Read More

ପୁଲ୍‌ୱାମା ଶହୀଦଙ୍କୁ ସମ୍ମାନ: ୨ ମିନିଟ୍‌ ନୀରବ ରହିଲା ‘ନ୍ୟୁଜ୍‌ ୱର୍ଲଡ ଓଡ଼ିଶା’

ଭୁବନେଶ୍ଵର, (ଓଟି): ଜମ୍ମୁ-ଶ୍ରୀନଗର ରାଜପଥର ପୁଲ୍‌ୱାମାଠାରେ ଆତଙ୍‌କୀଙ୍କ ଆକ୍ରମଣ ହେତୁ ଶହୀହ ହୋଇଥିବା ବୀର ଜବାନମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଉଛି ସାରା ଭାରତବର୍ଷ। ଭାରତୀୟ ମନ୍ତ୍ରରେ ଉଦ୍‌ବୁଦ୍ଧ ହୋଇ ଗଳି କନ୍ଦିରେ ଶୋଭାଯାତ୍ରା, କ୍ୟାଣ୍ଡେଲ ସମର୍ପଣ ଏବଂ ସମ୍ମାନ ସଭାସବୁ ଆୟୋଜନ ହେଉଛି। … Read More

ବିଚାରାଧୀନ ମାମଲାରେ ମିଡିଆ ଟ୍ରାଏଲ୍‌: ଓକିଲଙ୍କ ଉପରେ ଲାଗିପାରେ ସୁପ୍ରିମ୍‌କୋର୍ଟଙ୍କ ତୁଣ୍ଡି

ଭୁବନେଶ୍ଵର, (ଓଟି): ଦିନକୁ ଦିନ ବିଚାରାଧୀନ ମାମଲାଗୁଡ଼ିକର ବିଚାର ମିଡିଆରେ ବଢ଼ିବାରେ ଲାଗିଛି। ଏହିପରି ସମୟରେ ଆବଶ୍ୟକ ସାକ୍ଷୀ ପ୍ରମାଣ ଏବଂ ସତ୍ୟାସତ୍ୟ ବିଚାର କରି ମାମଲାର ରହସ୍ୟ ଉନ୍ମୋଚନରେ ବାଧା ଉପୁଜୁଛି। ଏହା ଭାରତର ସବୁ କୋର୍ଟ ଅନୁଭବ କରିବା … Read More