୧୪ରୁ ସମ୍ବାଦ ସ୍କୁଲ୍‌ରେ ତିନି ମାସିଆ ଡିଜିଟାଲ୍‍ ମିଡିଆ ପାଠ୍ୟକ୍ରମ

ଭୁବନେଶ୍ୱର, (ଓଟି): ପ୍ରଭାବଶାଳୀ ହେଉଥିବା ଡିଜିଟାଲ୍‍ ମିଡିଆ ପାଇଁ ଆବଶ୍ୟକ ବିଷୟ କେମିତି ବାଛିବେ ଓ ତାହାକୁ ପ୍ରସ୍ତୁତ ତଥା ମାର୍କେଟିଂ କିପରି କରିବେ ସେ ସମ୍ପର୍କରେ ଏକ ୩ ମାସିଆ ସଂକ୍ଷିପ୍ତ ପାଠ୍ୟକ୍ରମର ଆୟୋଜନ କରୁଛନ୍ତି ସମ୍ବାଦ ସ୍କୁଲ୍‍ ଅଫ … Read More

ଅର୍ଗସ ହେବ ସାଟେଲାଇଟ୍‌: ଖୋଲିବ ୨୦୦ ନିଯୁକ୍ତି ସୁଯୋଗ

ଭୁବନେଶ୍ଵର, (ଓଟି): ଡିଜିଟାଲ୍‌ ପ୍ଲାଟ୍‌ଫର୍ମରେ ଜନ୍ମ ନେଇଥିବା ‘ଅର୍ଗସ୍‌’ ସାଟେଲାଇଟ୍‌ ନ୍ୟୁଜ୍‌ ଚ୍ୟାନେଲ୍‌ ହେବାକୁ ଯାଉଛି। ମାର୍ଚ ମାସରେ ଏଥିନେଇ ଆବଶ୍ୟକ ଘୋଷଣା କରାଯି ଏବଂ ୨୦୨୦ ରଥଯାତ୍ରା ଦିନ ଏହାର ଶୁଭାରମ୍ଭ ହେବ। ଏହାଦ୍ଵାରା ଆବଶ୍ୟକ କର୍ମଚାରୀଙ୍କ ନିଯୁକ୍ତି ପାଇଁ … Read More

ଓଡ଼ିଶା ମିଡିଆ ହାଲ୍‌ଚାଲ୍‌: ରେସ୍‌ରୁ ବାଦ୍‌ ପଡ଼ୁଛି ନ୍ୟୁଜ୍‌ ସେଭେନ୍‌, କଳିଙ୍ଗ ଟିଭି ଦ୍ଵିତୀୟ ଲୋକପ୍ରିୟ

କୌଣସି ରାଜନୀତିକ ମତବାଦ ଦ୍ଵାରା ପ୍ରତ୍ୟକ୍ଷଭାବେ ପରିଚାଳିତ ହେଉ ନଥିବା ପ୍ରମେୟ ନ୍ୟୁଜ୍‌ ସେଭେନ୍‌ ଦିନକୁ ଦିନ ଲୋକପ୍ରିୟତା ହରାଇବାରେ ଲାଗିଛି। ଗଲା ୮ ସପ୍ତାହ ଭିତରେ ଓଡ଼ିଆ ନ୍ୟୁଜ୍‌ ଚ୍ୟାନେଲ୍‌ଗୁଡ଼ିକର ବାର୍କ ରେଟିଂକୁ ତୁଳନା କଲେ ଏହା ସ୍ପଷ୍ଟ ଜଣାପଡ଼େ। ଏକଦା ଦ୍ଵିତୀୟ ଲୋକପ୍ରିୟ ବୋଲି ଦାବି କରୁଥିବା ଏହି ଟିଭି ଚ୍ୟାନେଲ୍‌ ଏବେ ଷଷ୍ଠ ସ୍ଥାନକୁ ଖସିଯିବା ମିଡିଆ ପଣ୍ଡିତଙ୍କ ଭିତରେ ଚର୍ଚାର ଖୋରାକି ସୃଷ୍ଟି କରିଛି।

ଭକ୍ତ ତ୍ରିପାଠୀଙ୍କ ସ୍ପଷ୍ଟୀକରଣ: ଚ୍ୟାନେଲ୍‌ ଆସିବ ନୂଆ ରୂପ ଆଉ ରଙ୍ଗରେ

ଭୁବନେଶ୍ଵର, (ଓଟି): ‘ନ୍ୟୁଜ୍‌ ୱଲ୍ଡ ଓଡ଼ିଶା’ ଟିଭି ନ୍ୟୁଜ୍‌ ଚ୍ୟାନେଲ୍‌ ପ୍ରସାରଣ ବନ୍ଦ ହେବାର କିଛି ଘଣ୍ଟା ପରେ ଏହାର ମୁଖ୍ୟ ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ଭକ୍ତ ତ୍ରିପାଠୀ ଏକ ସ୍ପଷ୍ଟୀକରଣ ଜାରି କରିଛନ୍ତି। ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରଦାନ କରାଯାଇଥିବା … Read More

ନ୍ୟୁଜ୍‌ ୱଲ୍ଡ ଓଡ଼ିଶା ବନ୍ଦ! କର୍ମଚାରୀଙ୍କ ମନରେ ଆଶଙ୍କା

ନୂଆ ସରକାର ଆସିବା ପରେ ରାଜ୍ୟର ଶାସନ ମହଲା ଯେତିକି ଚଳଚଞ୍ଚଳ ହେଉଛି, ଗଣମାଧ୍ୟମ- ବିଶେଷକରି ନ୍ୟୁଜ୍‌ ପ୍ରସାରଣ କରୁଥିବା ଟିଭି ଚ୍ୟାନେଲ୍‌ଗୁଡ଼ିକ ସେତିକି ଭାଙ୍ଗିଭୁଙ୍ଗି ଚୁନା ହେବାରେ ଲାଗିଛନ୍ତି। ଗୋଟିକ ପରେ ଗୋଟିଏ ଚ୍ୟାନେଲ୍‌ ଏବେ ବନ୍ଦ ବା ସଙ୍କୁଚିତ … Read More

କେନ୍ଦ୍ରାପଡ଼ା ଏସ୍‌ପିଙ୍କ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର: ତଦନ୍ତ କରିବେ ଆଇଜି, କାର୍ଯ୍ୟାନୁଷ୍ଠାନ ଦାବି କଲେ ବିଧାୟକ

ଭୁବନେଶ୍ଵର, (ଓଟି): ମୁଖ୍ୟମନ୍ତ୍ରୀଙ୍କ କେନ୍ଦ୍ରାପଡ଼ା ଗସ୍ତକୁ ନେଇ ଅତି ଉତ୍ସାହିତ ହୋଇପଡ଼ିଥିବା ଏସ୍‌ପି ନିତି ଶେଖରଙ୍କ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର, ଚାପୁଡ଼ା ମାରିବାକୁ ଉଦ୍ୟମ ଆଦି ପ୍ରସଙ୍ଗ ସାରା ରାଜ୍ୟରେ ଆଲୋଚନାର ବିଷୟବସ୍ତୁ ହୋଇଥିଲେ ମଧ୍ୟ ଏହାକୁ କବର ଦେବାକୁ ଉଦ୍ୟମ କରାଯାଇଛି। … Read More

ଅତି ଉତ୍ସାହିତ କେନ୍ଦ୍ରାପଡ଼ା ଏସ୍‌ପି: କ୍ଷମତା କେନ୍ଦ୍ର ଆଗରେ ସାମ୍ବାଦିକଙ୍କୁ ଚାପୁଡ଼ା ଧମକ

କେନ୍ଦ୍ରାପଡ଼ା, (ଓଟି): ରାଜ୍ୟ ଶାସନର କ୍ଷମତା କେନ୍ଦ୍ର ଆଗରେ ନିଜର ପାରିଲା ପଣିଆ ପ୍ରକାଶ କରିବାକୁ ଯାଇ ହରଡ଼ଘଣାରେ ପଡ଼ିଛନ୍ତି କେନ୍ଦ୍ରାପଡ଼ା ଏସ୍‌ପି ନିତି ଶେଖର। ଏପରିକି ନିଜ ସୀମା ରେଖା ଭିତରେ ରହି ବାରିମୁଳଠାରେ ମୁଖ୍ୟମନ୍ତ୍ରୀଙ୍କ କେନ୍ଦ୍ରାପଡ଼ା ଗସ୍ତକୁ ପ୍ରସାର … Read More

ରିଲାଏନ୍ସର ଭାୟାକମ୍‌୧୮ ବିରୋଧରେ ଏତଲା

ମୁକେଶ ଅମ୍ବାନୀଙ୍କ ନେଟ୍‌ବୱର୍କ-୧୮ର ଗୁରୁତ୍ଵପୂଣ୍ଣ ଅଙ୍ଗ ଭାୟାକମ୍‌ ୧୮ ବିରୋଧରେ ମାମାଲା ରୁଜୁ ହୋଇଛି। କପିରାଇଟ୍‌ ଉଲ୍ଲଙ୍ଘନ ଅଭିଯୋଗରେ ଏହି ଏତଲା ଦାୟର ହୋଇଛି। ଅଭିଯୋଗ ପ୍ରାପ୍ତି ପରେ ଆବଶ୍ୟ ଯାଞ୍ଚ ଶେଷ ହେବା ପରେ କମ୍ପାନୀର ପରିଚାଳନା ନିର୍ଦେଶକ, ଉପ … Read More

ଓଟିଭି ବିରୁଦ୍ଧରେ ବିଜେଡିର ଫେରାଦ, ‘ଭୋଟରଙ୍କୁ ପ୍ରଭାବିତ କରୁଛି’

ଭୁବନେଶ୍ଵର, (ଓଟି): ଓଡ଼ିଶାରେ ସର୍ବାଧିକ ଟିଆର୍‌ପି ହାସଲ କରୁଛି ବୋଲି ଦାବି କରୁଥିବା ଓଟିଭି ନ୍ୟୁଜ୍‌ ଚ୍ୟାନେଲ୍‌ ଭୋଟରଙ୍କୁ ପ୍ରଭାବିତ କରୁଛି ବୋଲି ଅଭିଯୋଗ କରୁଛି ଶାସକ ଦଳ ବିଜେଡି। ଏ ସମ୍ପର୍କରେ ନିର୍ବାଚନ କମିଶନଙ୍କ ପାଖରେ ଦଳ ଫେରାଦ ହୋଇଛି। … Read More

ବିଜେଡି ଟିକଟ: ମିଡିଆ ମାଲିକ ଫାଇଦାରେ ଆଶାୟୀ ସାମ୍ବାଦିକ ଭକୁଆ

ଭୁବନେଶ୍ଵର, (ଓଟି): ପ୍ରତି ନିର୍ବାଚନରେ କିଛି ମିଡିଆ ମାଲିକ ଏବଂ ସାମ୍ବାଦିକ ରାଜନୀତିକ ଦଳର ପ୍ରୋତ୍ସାହନ ପାଇବା ନୂଆ ନୁହେଁ। ବିଶେଷକରି ଶାସକ ଦଳ ନିଜ ପ୍ରତି ଆନୁଗତ୍ୟ ଥିବା କିଛି ସାମ୍ବାଦିକ, ମିଡିଆ ମାଲିକଙ୍କୁ ଟିକଟ ଦେଇ ପ୍ରତିନିଧି ଭାବେ … Read More