‘ତାନାଜୀ: ଦ ଅନସଙ୍ଗ୍ ୱାରିୟର୍’ରେ ଅଜୟ ଓ ସୈଫଙ୍କ ଫାଷ୍ଟଲୁକ୍
ଆକ୍ସନ୍ ତାରକା ଅଜୟ ଦେବନ୍ ତାନାଜୀ ମାଲୁସରେଙ୍କ ଫାଷ୍ଟଲୁକ୍ ଇନଷ୍ଟାଗ୍ରାମ୍ ମାଧ୍ୟମରେ ସେୟାର୍ କରିଥିଲେ । ଏହି ପୋଷ୍ଟରରେ ଅଜୟ ତୀରବର୍ଷା ଭିତରେ ହାତରେ ତଲୱାର୍ ଧରି ଆକ୍ସନ୍ ମୁଡ଼ରେ ନଜର ଆସୁଛନ୍ତି । ଏହି ପୋଷ୍ଟର୍ ସହିତ କ୍ୟାପସନ୍ ରହିଛି … Read More