‘ଲାଲ୍ ସିଂ ଚଡ୍ଡା’ର ମୋସନ୍ ପୋଷ୍ଟର୍ ରିଲିଜ୍
ମିଷ୍ଟର୍ ପରଫେକ୍ଟନିଷ୍ଟ ଅମୀର୍ ଖାନ୍ ତାଙ୍କର ଆଗାମୀ ଫିଲ୍ମ ‘ଲାଲ୍ ସିଂ ଚଡ୍ଡା’ର ପ୍ରଥମ ମୋସନ୍ ପୋଷ୍ଟରକୁ ଟ୍ୱିଟରରେ ସେୟାର୍ କରିବା ସହ କ୍ୟାପସନରେ ଲେଖିଛନ୍ତି – ‘କ୍ୟା ପତା ହମ୍ ହେ କାହାନୀ ୟା ହେ କାହାନୀ ମେ ହମ୍’ … Read More
ମିଷ୍ଟର୍ ପରଫେକ୍ଟନିଷ୍ଟ ଅମୀର୍ ଖାନ୍ ତାଙ୍କର ଆଗାମୀ ଫିଲ୍ମ ‘ଲାଲ୍ ସିଂ ଚଡ୍ଡା’ର ପ୍ରଥମ ମୋସନ୍ ପୋଷ୍ଟରକୁ ଟ୍ୱିଟରରେ ସେୟାର୍ କରିବା ସହ କ୍ୟାପସନରେ ଲେଖିଛନ୍ତି – ‘କ୍ୟା ପତା ହମ୍ ହେ କାହାନୀ ୟା ହେ କାହାନୀ ମେ ହମ୍’ … Read More
ଗହଦୋଷ ଦୂର କରିବା ପାଇଁ ଅନେକ ଜଣ ହୋମଯଜ୍ଞ କରିଥାନ୍ତି କିମ୍ବା ଜ୍ୟୋତିଷମାନଙ୍କ ପରାମର୍ଶ ଅନୁଯୀୟୀ ବିଭିନ୍ନ ରତ୍ନଯୁକ୍ତ ମୁଦି କିମ୍ବା ବିଭିନ୍ନ ମେଟେରିଆଲର ଗହଣା ପିନ୍ଧିଥାନ୍ତି । ଅନେକ ଜଣ ନିଜ ନାମର କୌଣସି ଅକ୍ଷରକୁ ମଧ୍ୟ ବଦଳାଇବାର ଅନେକ … Read More
ସବୁ ଏକାଦଶୀ ମଧ୍ୟରେ କାର୍ତ୍ତିକ ମାସ ଶୁକ୍ଲପକ୍ଷରେ ପଡ଼ୁଥିବା ଏକାଦଶୀ ସବୁଠାରୁ ବଡ଼ ଓ ମହତ୍ୱପୂର୍ଣ୍ଣ ବୋଲି ପୁରାଣଶାସ୍ତ୍ରରେ ବର୍ଣ୍ଣିତ । କାରଣ ଏହି ଦିନ ଭଗବାନ ବିଷ୍ଣୁ ନିଦ୍ରାରୁ ଉଠିଥାନ୍ତି । ତେଣୁ ଏହିଦିନଠାରୁ ସଂସାରର ସମସ୍ତ ଶୁଭ କାର୍ଯ୍ୟ … Read More
ଆବଶ୍ୟକୀୟ ଜିନିଷ- ୨ କପ୍ ଚାଉଳ, ୧/୨ କପ୍ ଖିର, ୧/୨ ଚାମଚ କେସର, ୧ କପ୍ ଚିନି, ଅଧା କପ୍ କିସମିସ୍, ୨ ବଡ଼ ଚାମଚ କାଜୁ, ୬ଟି ଅଳେଇଚ, ଖଣ୍ଡେ ଛୋଟ ଡାଲଚିନି, ୪ ବଡ଼ ଚାମଚ ଲହୁଣୀ, … Read More
ଏବେ ବି ଟାଉନରେ ଜଣଙ୍କ ପରେ ଜଣେ ଷ୍ଟାରକିଡସ୍ ଏଣ୍ଟ୍ରୀ କରି ଚାଲିଛନ୍ତି । ସେମାନଙ୍କର ଦକ୍ଷ ଅଭିନୟ ଦର୍ଶକଙ୍କ ମନ ଜିତିବାରେ ସଫଳ ହୋଇଛି । ଏହି ଧାରାରେ ଆଉ ଜଣେ ଷ୍ଟାରକିଡ୍ ଅଭିନୟ ଦୁନିଆରେ ପାଦ ଥାପିବାକୁ ଯାଉଛନ୍ତି … Read More
ଦକ୍ଷ ଅଭିନୟର ଯାଦୁରେ ସମସ୍ତଙ୍କୁ ବାନ୍ଧି ରଖିବା ପରେ ବଲିଉଡର ଖିଲାଡ଼ି କୁମାର ଅକ୍ଷୟ ସଙ୍ଗୀତ ଜଗତରେ ଭାଗ୍ୟ ପରୀକ୍ଷା କରିବାକୁ ଯାଉଛନ୍ତି । ଅକିଙ୍କ ପ୍ରଥମ ମ୍ୟୁଜିକ୍ ଭିଡିଓ ‘ଫିଲହାଲ୍’ ରିଲିଜ୍ ହେବାର ସମସ୍ତ ପୂର୍ବ ପ୍ରସ୍ତୁତି ଆରମ୍ଭ ହୋଇଛି … Read More
ଆବଶ୍ୟକୀୟ ଜିନିଷ – ୨ କପ୍ ବଡ଼ ଶାଗୁ, ୨ କପ୍ ଦହି, ୧ କପ୍ ଖିର, ୧ କପ୍ ମିଶ୍ରି ପାଉଡର୍ କିମ୍ବା ଚିନି, ଗୋଟିଏ କପ୍ ଡାଲିମ୍ବ ମଂଜି, ଗୋଟିଏ ଆପୁଲ୍, ଗୋଟିଏ କପ୍ ଅଙ୍ଗୁର, ଗୋଟିଏ କଦଳୀ, … Read More
ପଦ୍ମଭୂଷଣ ଓ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରୀର ସୁପରହିଟ୍ ଅଭିନେତା ରଜନୀକାନ୍ତଙ୍କ ସଫଳ କ୍ୟାରିୟର୍ ଖାତାରେ ଆଉ ଏକ ନୂଆ ଫର୍ଦ୍ଦ ଯୋଡ଼ି ହୋଇଯାଇଛି । ଆଗାମୀ ୨୦ରୁ ୨୮ ତାରିଖ ପର୍ଯ୍ୟନ୍ତ ଗୋଆରେ ଅନୁଷ୍ଠିତ ହେବାକୁ … Read More
ଆକ୍ଟର୍ ଓ ଡ୍ୟାନ୍ସର୍ ପ୍ରିନ୍ସ ନରୁଲା ଓ ତାଙ୍କ ପତ୍ନୀ ୟୁବିକା ଚୌଧୁରୀ ସେଲିବ୍ରିଟି ଡ୍ୟାନ୍ସିଙ୍ଗ୍ ରିଏଲିଟି ଶୋ’ ‘ନାଚ୍ ବଲିୟେ ୯’ର ବିଜେତା ହୋଇଛନ୍ତି । ରବିବାର ଦିନ ଅନୁଷ୍ଠିତ ଗ୍ରାଣ୍ଡ୍ ଫିନାଲେରେ ବିଜେତାଙ୍କ ନାମ ଘୋଷିତ ହୋଇଥିଲା । … Read More
ଆସନ୍ତା ୮ ତାରିଖରୁ ଆରମ୍ଭ ହେବ ପଞ୍ଚୁକ । କାର୍ତ୍ତିକ ମାସ ସାରା କୌଣସି ପୂଜାବ୍ରତ ନ କରିଥିଲେ ମଧ୍ୟ ଏହି ୫ଦିନ କିଛି ନିୟମକୁ ନିଷ୍ଠାର ସହ ପାଳନ କରିବା ଦ୍ୱାରା ପୁଣ୍ୟଫଳ ପ୍ରାପ୍ତ ହୋଇଥାଏ ବୋଲି ପୁରାଣରେ ଲିପିବଦ୍ଧ … Read More