#ଲକଡାଉନରେ ହୋଇଗଲେ ହିଟ୍

ମୁମ୍ବାଇ (ଓଟି): ମହାମାରୀ #କୋଭିଡ୍‌-୧୯ ତଥା କରୋନା ପାଇଁ ଦେଶ ଲକ୍‌ଡାଉନ୍‌। ତେବେ ଏହାରି ମଧ୍ୟରେ ଅନେକ ଦେଶରେ ପହଞ୍ଚି ଯାଇଛନ୍ତି ଜଣେ ସୁନ୍ଦରୀ। ତାଙ୍କ ଭାଗ୍ୟର ତାଲା ଖୋଲିଯାଇଛି। ଅନେକ ଦେଶର ଲୋକେ ତାଙ୍କୁ ଖୁବ୍‌ ପସନ୍ଦ କରୁଛନ୍ତି। ଫଳରେ … Read More

#କୋଭିଡ୍-୧୯: ନିୟମ ମାନି ଭଲ ଅଛନ୍ତି ନୀତି

ମୁମ୍ବାଇ(ଓଟି): ଅଷ୍ଟ୍ରେଲିଆ ଯାଇଥିଲେ। କରୋନା ଆତଙ୍କରୁ ଅଧାରୁ ଫେରିଲେ। ଭୟ ଥିଲା ଅସରନ୍ତି। କିନ୍ତୁ ଏଠାରେ ସତର୍କତାମୂଳକ ଭାବେ ନିୟମ ମାନି ୧୪ ଦିନ ଆଇସୋଲେସନ୍‌ରେ ରହିବା ପରେ ସେ ଭଲ ଅଛନ୍ତି। ଏଭଳି ଅନୁଭୂତି ପ୍ରକାଶ କରିଛନ୍ତି ଗାୟିକା ନୀତି … Read More

ଲକ୍‌ଡାଉନ୍‌ ଖୋଲିଲା ସମ୍ପର୍କର ତାଲା

ମୁମ୍ବାଇ(ଓଟି): ସୃଷ୍ଟିହେଲା ପ୍ରେମ- କରିଥିଲେ ବିବାହ। ୧୩ବର୍ଷ ସାଥୀ ହୋଇ ରହିବା ଭିତରେ ହୋଇଗଲେ ଦୁଇ ସନ୍ତାନର ମାତା-ପିତା। କିନ୍ତୁ କଣ ହେଲା କେଜାଣି… ଆଉ ମନ ମିଶିଲାନି। ଦୁହେଁ ଅଲଗା ହୋଇଗଲେ। ହେଲେ ଏହାର ୭ବର୍ଷ ପରେ ସେମାନଙ୍କ ସମ୍ପର୍କର … Read More

ଅଭିନେତ୍ରୀ ନିମି ଆଉ ନାହାନ୍ତି

ମୁମ୍ବାଇ(ଓଟି):ଖ୍ୟାତନାମା ଅଭିନେତ୍ରୀ ନିମି ଆଉ ନାହାନ୍ତି। କିଛି ମାସ ଧରି ଅସୁସ୍ଥ ଥିବା ୮୮ ବର୍ଷୀୟା ନିମି ମୁମ୍ବାଇର ସରଲା ନର୍ସିଂହୋମରେ ବୁଧବାର ସନ୍ଧ୍ୟା ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି। ୧୬ ବର୍ଷ ଧରି ଚଳଚ୍ଚିତ୍ରରେ କାମ କରିଥିବା ନିମିଙ୍କ ପାଇଁ … Read More

ଲସ୍ ଏଞ୍ଜେଲ୍ସରେ ଫସିଯାଇଛନ୍ତି ସୌନ୍ଦର୍ଯ୍ୟା

ମୁମ୍ବାଇ(ଓଟି): ଯିଏ ଯୋଉଠି ଥାଉ, କିନ୍ତୁ ନିଜ ନିଜ କାର୍ଯ୍ୟରେ କଲବଲ ହୋଇଗଲେଣି। ସାରା ବିଶ୍ଵରେ ଏ ସାଂଘାତିକ ସ୍ଥିତି। ସବୁରି କାରଣ ମହାମାରୀ କରୋନା। ଏହି ମାରାତ୍ମକ ଭୂତାଣୁ ଅଦୃଶ୍ୟ ଭାବେ ସଂକ୍ରମିତ ହେବା ସହ ଗୋଟିଏ ପରେ ଗୋଟିଏ … Read More

‘ଇଟାଲୀରେ କେବଳ ଆମ୍ବୁଲାନ୍ସର ସାଇରନ୍‌ ଶୁଭୁଛି’

ନୂଆଦିଲ୍ଲୀ(ଓଟି): କୋବିଡ୍‌-୧୯ ତଥା କରୋନା ଭାଇରସ୍‌ ପାଇଁ ବିଶ୍ଵ ବିପର୍ଯ୍ୟୟ ସୃଷ୍ଟି ହୋଇଛି। ଚାରିଆଡ଼େ ବିପଦର ସଂକେତ। ସବୁଠି ଜୀବନକୁ ନେଇ ସଂଘର୍ଷ ଚାଲିଛି। ଏଭଳି ଅବସ୍ଥାରେ ସବୁଠୁ କ୍ଷତିଗ୍ରସ୍ତ ହୋଇଛି ଇଟାଲୀ। ଚୀନ୍‌ରୁ ଭାଇରସ୍‌ ସୃଷ୍ଟି ହୋଇଥିବାବେଳେ ଇଟାଲୀର ସ୍ଥିତି … Read More

ଏକାନ୍ତବାସରେ ଅଭିନେତା ପ୍ରଭାସ

ମୁମ୍ବାଇ (ଓଟି): ବିଦେଶରୁ ସୁଟିଂ ସାରି ଫେରିଥିବା ବାହୁବଳୀ ଫେମ୍‌ ତଥା ସାଉଥ୍‌ ସୁପରଷ୍ଟାର୍‌ ପ୍ରଭାସ ମଧ୍ୟ କରୋନା ଭୟ ପାଇଁ ନିଜକୁ ଏକାନ୍ତବାସ (ସେଲ୍ଫ ଆଇସୋଲେସନ୍‌)ରେ ରଖିଛନ୍ତି। ୧୪ ଦିନ ପାଇଁ ସେ ସ୍ଵତନ୍ତ୍ର ରହିଥିବା ପ୍ରଭାସ ସୋସିଆଲ ମିଡିଆରେ … Read More

ସ୍ଵିଜରଲାଣ୍ଡ୍‌ରେ ଫସିଛନ୍ତି ମୋନାଲି

ନୂଆଦିଲ୍ଲୀ (ଓଟି): ସ୍ଵିଜରଲାଣ୍ଡରେ ଫସି ରହିଛନ୍ତି ମୋନାଲି। ହଁ ବଲିଉଡ୍‌ର ଅନ୍ୟତମ ଚର୍ଚ୍ଚିତ ଗାୟିକା ମୋନାଲି ଠାକୁର। ବଙ୍ଗାଳୀ ଅଭିନେତ୍ରୀ ତଥା ସାଂସଦ ମିମି ଚକ୍ରବର୍ତ୍ତୀ କରୋନା ପାଇଁ କ୍ଵାରେଣ୍ଟାଇନ୍‌ରେ ଥିବାବେଳେ ଅନ୍ୟତମ ଗାୟିକା କନିକା କପୁର କରୋନା ଆକ୍ରାନ୍ତ ସହ … Read More

‘କରୋନା’ ପାଇଁ ସତର୍କ କଙ୍ଗନା

ମୁମ୍ବାଇ(ଓଟି): ଚାରିଆଡ଼େ ମହାମାରୀ ଆତଙ୍କ। ସବୁଠି ଭୟର ବାତାବରଣ। କରୋନା ପାଇଁ ବିଶ୍ଵବାସୀ ଚିନ୍ତିତ। ଏହାରି ଭିତରେ ଭାରତ ସମେତ ବିଶ୍ଵର ଅନେକ ସହରରେ ସରକାରୀ ଭାବେ ଲକ୍‌ ଡାଉନ୍‌ ଘୋଷଣା କରାଯାଇଛି। ଘରୁ ନବାହରିବା ପାଇଁ ସରକାରୀ ନିର୍ଦ୍ଦେଶ ରହିଥିବାବେଳେ … Read More

ଛାତ ଉପରେ ଦେଖାଇଲେ ଦମ୍

ମୁମ୍ବାଇ (ଓଟି): ସାଧାରଣ ଜନଜୀବନ ସମେତ ସବୁବର୍ଗର ଲୋକଙ୍କୁ ଖୁବ୍‌ ପ୍ରଭାବିତ କରିସାରିଲାଣି କରୋନା ଭାଇରସ୍‌। ଏହାରି ଆତଙ୍କରେ ଦୈନନ୍ଦିନ ଜୀବନଯାପନ ଠିକ୍‌ରେ ହେବା ମଧ୍ୟ ସମ୍ଭବ ହୋଇପାରୁନି। ସବୁଠି ସତର୍କ ରହିବାକୁ ପରାମର୍ଶ ଦିଆଯାଇଥିବାବେଳେ ଅନେକ ସ୍ଥାନକୁ ସମ୍ପୂର୍ଣ୍ଣ ବାରଣ … Read More