ଦୀପିକା ନୁହେଁ, ରଣବୀର୍ ବଦଳାଇବେ କି ସର୍ନେମ୍?

ସୋନମ୍, ପିସି ଓ ଐଶଙ୍କ ଭଳି ଅନେକ ନାମିଦାମୀ ଅଭିନେତ୍ରୀ ବିବାହ ପରେ ନିଜର ସର୍ନେମ୍ ବଦଳାଇ ସାରିଛନ୍ତି । କିନ୍ତୁ ଏବେ ସିନେପ୍ରେମୀଙ୍କ ଦୃଷ୍ଟି ରହିଛି ଦୀପିକା ପାଦୁକୋନଙ୍କ ପାଖରେ । ଦୀପିକା ନିଜର ସର୍ନେମ୍ ବଦଳାଇବେ କି ନାହିଁ, … Read More

କପିଲ୍ ଶୋ’କୁ ଫେରିଲେ ରାଜେଶ୍

ଟେଲି ପରଦାର ଟିଆରପି ତାଲିକାରେ କପିଲ୍ ଶର୍ମାଙ୍କ କମେଡ଼ି ଶୋ’ ପୁଣିଥରେ ନିଜର ପୂର୍ବ ପରିଚୟ ଫେରି ପାଇବାରେ ସଫଳ ହୋଇଛି । ଏଭଳି ସଫଳତାରେ କପିଲ୍ ଖୁବ୍ ଖୁସି ଜଣାପଡ଼ୁଛନ୍ତି ଏବଂ ଏହା ସହିତ ଆଉ ଏକ ଖୁସି ଖବର … Read More

୫ଟି ଫିଲ୍ମ ସହ ଖିଲାଡ଼ି କୁମାରଙ୍କ ଧମାକା

୨୦୧୮ରେ ଖିଲାଡ଼ି କୁମାର ଅକ୍ଷୟଙ୍କୁ ଅନେକ ସଫଳତା ମିଳିଥିଲାବେଳେ ୨୦୧୯ରେ ସେ ୫ଟି ଫିଲ୍ମ ସହ ବକ୍ସ ଅଫିସ୍ରେ ଧମାକେଦାର୍ ଏଣ୍ଟ୍ରୀ କରିବାକୁ ଯାଉଛନ୍ତି । ଫିଲ୍ମଗୁଡ଼ିକ ହେଉଛି ‘କେଶରୀ’, ‘ମିଶନ୍ ମଙ୍ଗଲ୍’, ‘ଗୁଡ୍ ନ୍ୟୁଜ୍’, ‘ହାଉସ୍ଫୁଲ୍ ୪’ ଓ ‘ସୂର୍ଯ୍ୟବଂଶୀ’ … Read More

ଆତ୍ମହତ୍ୟା କରିବାକୁ ଚାହୁଁଥିଲେ ରେହେମାନ୍

ଓସ୍କାର୍ ବିଜେତା ପ୍ରଖ୍ୟାତ ସଙ୍ଗୀତକାର ଏ.ଆର୍.ରେହେମାନ୍ ନିକଟରେ ଆୟୋଜିତ ଏକ ମିଡିଆ ସାକ୍ଷାତକାରରେ କିଛି ବ୍ୟକ୍ତିଗତ ତଥ୍ୟକୁ ସେୟାର୍ କରିଥିଲେ । ରେହେମାନ୍ଙ୍କ କହିବା ଅନୁଯାୟୀ ତାଙ୍କ ଜୀବନରେ ଏଭଳି ଏକ ସମୟ ଆସିଥିଲା, ଯେତେବେଳେ ସେ ଆତ୍ମହତ୍ୟା କରିବା ପାଇଁ … Read More

ରିମେକ୍ ତାଲିକାରେ ସଞ୍ଜୁବାବାଙ୍କ ଆଉ ଏକ ବ୍ଲକ୍ବଷ୍ଟର୍ ଫିଲ୍ମ

ବଡ଼ ପରଦାର ମୁନ୍ନାଭାଇ ଓରଫ୍ ସଞ୍ଜୟ ଦତ୍ତଙ୍କ ଅଭିନୀତ ଫିଲ୍ମ ‘ସଡ଼କ୍’ର ରିମେକ୍ ହେବ ବୋଲି ଖବର ଆସିଥିଲା । ଏବେ ଏହି ରିମେକ୍ ତାଲିକାରେ ସଞ୍ଜୁବାବାଙ୍କ ଅଭିନୀତ ଆଉ ଏକ ବ୍ଲକ୍ବଷ୍ଟର୍ ଫିଲ୍ମ ସାମିଲ୍ ହୋଇଛି । ସେ ଫିଲ୍ମଟି … Read More

ବିୟୁଟି ତାଲିକାରେ ସାମିଲ୍ କରନ୍ତୁ ତେନ୍ତୁଳି ଫେସ୍ପ୍ୟାକ୍

ଖଟାମିଠା ତେନ୍ତୁଳି ଖାଇବା ପାଇଁ ଯେତିକି ରୁଚିକର, ବିୟୁଟି ପ୍ରଡକ୍ଟ ଭାବେ ସେତିକି ଆଦୃତ । ଖାଇବାର ସ୍ୱାଦ ବଢ଼ାଇବା ସହିତ ଚେହେରାକୁ ସୁନ୍ଦର ଓ କୋମଳ କରିବାରେ ତେନ୍ତୁଳିର ଫେସ୍ପ୍ୟାକ୍ ବନାନ୍ତୁ । ଏହା ସମ୍ପୂର୍ଣ୍ଣ ନ୍ୟାଚୁରାଲ୍ ହୋଇଥିବାରୁ ସବୁ … Read More

କେଉଁ ମାସରେ ଜନ୍ମ ହୋଇଥିବା ଝିଅ ଲକ୍ଷ୍ମୀବନ୍ତ, ଜାଣନ୍ତୁ

ସାଧାରଣତଃ ଝିଅ ଜନ୍ମ ହେଲେ ଘରକୁ ଲକ୍ଷ୍ମୀ ଆସିଲେ ବୋଲି କୁହାଯାଏ । ପୁଅମାନଙ୍କ ଅପେକ୍ଷା ଝିଅମାନଙ୍କ ଜାତକରେ ଥିବା ଅନେକ ଶୁଭ ଅଶୁଭ ଲକ୍ଷଣ ଜାଣିବା ପାଇଁ ପରିବାର ଆଗ୍ରହୀ ଥାନ୍ତି । ଜନ୍ମ ସମୟରେ ଅଶୁଭ ସମୟ ଥିଲେ … Read More

‘ଟୋଟାଲ୍ ଧମାଲ୍’ର ଟ୍ରେଲର୍ ଆଉଟ୍

ଇନ୍ଦ୍ରକୁମାରଙ୍କ ନିର୍ଦେଶିତ ଆଗାମୀ ଫିଲ୍ମ ‘ଟୋଟାଲ୍ ଧମାଲ୍’ର ଟ୍ରେଲର ରିଲିଜ୍ ହୋଇଛି । କମେଡି଼ ଓ ରୋମାଞ୍ଚରେ ଭରପୂର ୩ ମିନିଟ୍ ଅବଧି ବିଶିଷ୍ଟ ଏହି ଟ୍ରେଲର୍କୁ ଦର୍ଶକ ଖୁବ୍ ପସନ୍ଦ କରୁଛନ୍ତି । ଏହି ଫିଲ୍ମରେ ଅଜୟ ଦେବଗନ୍, ଅନୀଲ … Read More

ତୁଳସୀ ଗଛକୁ ରଖନ୍ତୁ ନାହିଁ ଏହି ଦିଗରେ, ଆସିପାରେ ଦୁର୍ଭାଗ୍ୟ

ଦୈବୀବୃକ୍ଷ ଭାବେ ତୁଳସୀ ପୂଜା ସମସ୍ତେ କରିଥାନ୍ତି । ସମସ୍ତଙ୍କ ଘର ଅଗଣାରେ ତୁଳସୀ ଗଛ ପୂଜା ପାଇଥାଏ । ତୁଳସୀ ପୂଜନ ଦ୍ୱାରା ଘରର ଶୁଭ ହୋଇଥାଏ । ଆଧ୍ୟାତ୍ମିକ ସହିତ ଆୟୁର୍ବେଦ ଚିକିତ୍ସା କ୍ଷେତ୍ରରେ ତୁଳସୀ ଗଛର ଭୂମିକା … Read More

ବଲିଉଡ୍‌ରେ ‘ମେଡ୍ ଇନ୍ ଚାଇନା’, ଚୀନ୍‌ରେ ରାଜକୁମାର

ଗତବର୍ଷ ମୁକ୍ତିଲାଭ କରିଥିବା କମ୍ ବଜେଟ୍ ଫିଲ୍ମ ‘ସ୍ତ୍ରୀ’ ଦର୍ଶକଙ୍କୁ ବେଶ୍ ଆକୃଷ୍ଟ କରିଥିଲା । ଅନେକଗୁଡ଼ିଏ ଆୱାର୍ଡ଼ ଜିତିଥିବା ‘ସ୍ତ୍ରୀ’ରେ ଦକ୍ଷ ଅଭିନୟ ପାଇଁ ଏବେ ରାଜକୁମାର ରାଓ ଦର୍ଶକ ମହଲରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି । … Read More