ପୂର୍ବତନ ସାମରିକ ଅଧିକାରୀ କେପି ଧଳସାମନ୍ତଙ୍କ ଦେହାନ୍ତ
ଭୁବନେଶ୍ୱର (ଓଟି): ପୂର୍ବତନ ସାମରିକ ଅଧିକାରୀ ଲେଫ୍ଟନାଣ୍ଟ ଜେନେରାଲ କେପି ଧଳସାମନ୍ତଙ୍କ ୭୦ ବର୍ଷ ବୟସରେ ପରଲୋକ ହୋଇଯାଇଛି। ସେ ମାସେ ହେଲା ଦିଲ୍ଲୀର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ରହିଥିଲେ। ତାଙ୍କ ବିୟୋଗରେ ସେନା ଶିବିର ସମେତ ବିଭିନ୍ନବର୍ଗର ବ୍ୟକ୍ତିବିଶେଷ ଗଭୀର … Read More











