#IndiaFightWithCorona: ଆଶ୍ଵସ୍ତ ହେଲା ଗୋଟିଏ ରାଜ୍ୟ

ନୂଆଦିଲ୍ଲୀ(ଓଟି): ମହାମାରୀ କରୋନା ଭାଇରସ୍‌ ପାଇଁ ଦେଶରେ ନାହିଁନଥିବା ସମସ୍ୟା ଉପୁଜିଛି। କେନ୍ଦ୍ର ସରକାରଙ୍କ ସମେତ ସବୁ ରାଜ୍ୟ ସରକାର ଏଥିପାଇଁ ଲଢ଼େଇ ଜାରି ରଖିଛନ୍ତି। ସେହିପରି ଦେଶ ରହିଛି ଲକ୍‌ଡାଉନ୍‌ରେ। କିନ୍ତୁ ଏଳଭି ସମୟରେ ଦେଶର ଗୋଟିଏ ରାଜ୍ୟ ଆଣିଦେଇଛି … Read More

ଭାରତୀୟ ବୈଜ୍ଞାନିକଙ୍କ କମାଲ୍: କରୋନାକୁ ନାଶ କରିବ ନୂଆ ମାସ୍କ

ଅହମ୍ମଦାବାଦ(ଓଟି): ମହାମାରୀ କରୋନା ମୁକାବିଲା ପାଇଁ ବିଶ୍ଵର ବିଭିନ୍ନ ଦେଶ ଗବେଷଣା ଜାରି ରଖିଛନ୍ତି। ଏହିକ୍ରମରେ ଭାରତୀୟ ବୈଜ୍ଞାନିକମାନେ ଅନେକ ଆଶାର ଆଲୋକ ଦେଖାଇଛନ୍ତି। କରୋନା ସଂକ୍ରମଣକୁ ରୋକିବା ପାଇଁ ସେଣ୍ଟ୍ରାଲ୍‌ ସଲ୍ଟ ଆଣ୍ଡ ମେରାଇନ୍‌ କେମିକାଲ୍‌ସ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ (ସିଏମ୍ଏମ୍‌ସିଆର୍‌ଆଇ)ର … Read More

ମା’ ଭୂମିକାରେ ନର୍ସ; ସାରା ଦେଶରୁ ମିଳୁଛି #ସଲାମ

ନୂଆଦିଲ୍ଲୀ (ଓଟି): ମହାମାରୀ ଭୂତାଣୁ ଭୟ କାହାକୁ ଅବା ନାହିଁ। କିନ୍ତୁ ଡାକ୍ତର ଓ ନର୍ସମାନେ ଏଭଳି ସ୍ଥିତିରେ ଅସଲ ଯୋଦ୍ଧା ସାଜିଛନ୍ତି। ନିଜ ଜୀବନକୁ ବିପଦରେ ପକାଇ ରୋଗୀ ସେବାରେ ଆଦୌ ହେଳା କରିନାହାନ୍ତି। ଏଭଳି ସ୍ଥିତିରେ ଦେଶର କେତେକ … Read More

ସହଜ ନୁହେଁ #କୋଭିଡ୍-୧୯ ମୂଳୋତ୍ପାଟନ

ନୂଆଦିଲ୍ଲ (ଓଟି): ମହାମାରୀ କରୋନା ଭାଇରସ୍‌ ସାରା ବିଶ୍ଵରେ ବ୍ୟାପି ଯାଇଛି। ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରାୟତଃ ସବୁ ଦେଶ ଲକ୍‌ଡାଉନ୍‌ ନିଷ୍ପତ୍ତି ନେଇଛନ୍ତି। ଏହିକ୍ରମରେ ଭାରତରେ ୨୧ ଦିନିଆ ଲକ୍‌ଡାଉନ୍‌ ଶେଷ ହେବା ପରେ ଦ୍ଵିତୀୟ ପର୍ଯ୍ୟାୟରେ  ମେ ୩ … Read More

#ଲକ୍‌ଡାଉନ୍‌ରେ ଆକ୍ରମଣ: ଯୋଡ଼ାହେଲା ଏଏସ୍ଆଇଙ୍କ କଟା ହାତ

ନୂଆଦିଲ୍ଲୀ (ଓଡିଶା ଟାଇମ୍ସ): ଏକ ଦୁଃଖଦ ଆଉ ଅଭାବନୀୟ ଘଟଣାକ୍ରମେ ପଞ୍ଜାବର ପଟିୟାଲାରେ #ଲକ୍‌ଡାଉନ୍‌ ନିୟମ ଉଲ୍ଲଂଘନ କରି ନିହାଙ୍ଗ ଗୋଷ୍ଠୀର କେତେକ ବ୍ୟକ୍ତି ଜଣେ ପୁଲିସ୍‌ ଅଫିସର୍‌ଙ୍କ ହାତ ହାଣି ଦେଇଥିଲେ। ରବିବାର ସକାଳେ ଏଭଳି ପ୍ରାଣାନ୍ତକ ଆକ୍ରମଣ କରାଯାଇଥିବା … Read More

#କରୋନା ଆତଙ୍କ: ବିପଦ ବଳୟରେ ରାଜ୍ୟର ଯୁବଗୋଷ୍ଠୀ

ଭୁବନେଶ୍ୱର (ଓଟି): ମହାମାରୀ କରୋନା ପାଇଁ ରାଜ୍ୟ ସରକାର ନେଉଛନ୍ତି ତ୍ଵରିତ୍‌ ପଦକ୍ଷେପ। ଲୋକଙ୍କୁ ସତର୍କ କରାଇବା ସହ ଜନସୁରକ୍ଷା ପାଇଁ ସଚେତନତାମୂଳକ କାର୍ଯ୍ୟକ୍ରମ କରାଯାଉଛି। ତେବେ ସଂକ୍ରମଣ ଭୟ କମିନଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା ଗୋଟିଏ ପରେ ଗୋଟିଏ ବଢ଼ିଚାଲିଛି। ଏହି … Read More

#କୋଭିଡ୍-୧୯ ଆତଙ୍କ: ଉହାନର ସନ୍ଦିଗ୍ଧ ଲ୍ୟାବ୍ ସହ ଆମେରିକା ଲିଙ୍କ୍!

ନୂଆଦିଲ୍ଲୀ (ଓଟି): ମହାମାରୀ କରୋନା ଭାଇରସ୍ ତଥା କୋଭିଡ୍‌-୧୯ ପାଇଁ ବିଶ୍ଵରେ ଆତଙ୍କ ଲାଗି ରହିଛି। ସଂକ୍ରମଣ ବ୍ୟାପୁଛି ଏବଂ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏଭଳି ସ୍ଥିତିରେ ପ୍ରକାଶ ପାଇଛି ଏକ ଆଶ୍ଚର୍ଯ୍ୟଜନକ ଖବର। ଭାଇରସ୍‌ର ଉତ୍ପତିସ୍ଥଳ ଚୀନର ଉହାନ … Read More

ଶହଶହ ଓଡ଼ିଆ ଶ୍ରମିକ #ସୁରାଟରେ ଡହଳବିକଳ

ଭୁବନେଶ୍ଵର (ଓଟି): ଗୁଜରାଟର ସୁରାଟରେ ଓଡ଼ିଶାର ଶହଶହ ଶ୍ରମିକ ଫସି ଯାଇଛନ୍ତି। ପାଖରେ କିଛି ବି ପଇସା ନାହିଁ କି ଭୋକରେ ପେଟ ଜଳିଯାଉଥିବାବେଳେ ମିଳୁନି ମୁଠେ ଖାଦ୍ୟ। ଲକ୍‌ଡାଉନ୍‌ ପରଠାରୁ କାମ କରୁଥିବା କମ୍ପାନୀ ସେମାନଙ୍କ ଖାଇବା ପିଇବା ସବୁ … Read More

କରୋନା ଆତଙ୍କ: ୨ ଦେଶ ଦେଖାଇଲେ ଆଶାର ଆଲୋକ

ନୂଆଦିଲ୍ଲୀ (ଓଟି): ବିଶ୍ଵବ୍ୟାପି କାୟା ମେଲାଇଛି ମହାମାରୀ କୋବିଡ୍-୧୯ ତଥା କରୋନା। ଏହାର ଦାଉରୁ ବର୍ତ୍ତିବା ପାଇଁ ଏଯାଏଁ ବାହାରିନି ଠିକଣା ଟିକା କି ଔଷଧ। ପୂର୍ବରୁ ପ୍ରବାସୀ ଭାରତୀୟ ବିଶେଷଜ୍ଞ ସମେତ ଇସ୍ରାଏଲ୍‌ ଭଳି କିଛି ଦେଶର ବୈଜ୍ଞାନିକ ଏଦିଗରେ … Read More

ଆମେରିକା ପାଖରେ ‘କରୋନା’ ପ୍ରତିଷେଧକ ଟିକା!

ନୂଆଦିଲ୍ଲୀ (ଓଟି): ମହାମାରୀ କରୋନା ଭାଇରସ୍ ଯୋଗୁଁ ସମଗ୍ର ବିଶ୍ଵ ଚିନ୍ତାରେ ପଡ଼ିଯାଇଛି। ସବୁଦେଶର ବିଶେଷଜ୍ଞ ଦଳ ଏହାର ପ୍ରତିଷେଧକ ଉଦ୍‌ଭାବନ କରିବା ପାଇଁ ଚେଷ୍ଟା ଚଳାଇଛନ୍ତି। ପୂର୍ବରୁ ଭାରତୀୟ ବିଶେଷଜ୍ଞ ଏଦିଗରେ ଆଶାର ଆଲୋକ ଦେଖାଦେଇଥିଲେ। ସେହିପରି ଇସ୍ରାଏଲ୍‌ ମଧ୍ୟ … Read More