ମହାରଥୀଙ୍କ ଫାର୍ମ ହାଉସରେ ଫ୍ଲାଇଂ ସ୍କ୍ୱାଡ୍ ମାଜିଷ୍ଟ୍ରେଟ ଓ ଏସ୍‌ଏସ୍‌ଟିକୁ ଆକ୍ରମଣ

ମାଜିଷ୍ଟ୍ରେଟ୍‌ଙ୍କ ସହ ୩ ଆହତ ରାତି ପାହିଲେ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ । ପୁଣି ଥରେ ଶାସନ ଗାଦିରେ ବସିବାକୁ ଶାସକ ଦଳ ବିଜେଡ଼ି ଅର୍ଥ ଓ ବାହୁବଳକୁ ପ୍ରୟୋଗ କରିବାକୁ ଉଦ୍ୟମ କରୁଛି । ବିଭିନ୍ନ ସ୍ଥାନରେ … Read More

ବସ୍ତି ଭୋଟକୁ ନେତାଙ୍କ ଭରସା ପାଉନି

ସହରାଞ୍ଚଳର ବସ୍ତିଭୋଟ ଉପରେ ନଜର ରଖିଥିବା ରାଜନୈତିକଦଳମାନେ ଏଥର ପୂର୍ବଭଳି ସଫଳତା ପାଇବେନାହିଁ ।କାରଣ ଚଳିତବର୍ଷ ବହୁ ବାମପନ୍ଥୀଦଳ ବସ୍ତି ଭୋଟକୁ ଦୃଷ୍ଟିରେ ରଖି ପ୍ରାର୍ଥୀ ଦେବା ସହିତ ବିଭିନ୍ନ ବସ୍ତିରେ ଦିନରାତି ଘୂରି ବୁଲୁଥିବାରୁ ଏହି ଭୋଟ ଭାଗ ଭାଗ … Read More

ନେତାଙ୍କ ଅନ୍ଧାରିବିଜେ ଉପରେ ନଜର

ଏପ୍ରିଲ୍‍ ୨୩ ତାରିଖରେ ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ ଓ ଭୁବନେଶ୍ୱର ଭଳି ୬ଟି ଲୋକସଭା ସହିତ ତତ୍‍ ସଂଲଗ୍ନ ୪୨ଟି ବିଧାନସଭା ଆସନପାଇଁ ନିର୍ବାଚନ ହେବାକୁ ଯାଉଛି । ହାତରେ ମାତ୍ର ଗୋଟିଏ ଦିନ ଓ ଗୋଟିଏ ରାତି … Read More

ଅଧିକ ରାଜନୈତିକ ହିଂସାକାଣ୍ଡ ଘଟିବାର ଆଶଙ୍କା

ରାଜ୍ୟରେ ପ୍ରଥମ  ଦୁଇ ପର୍ଯ୍ୟାୟ ଅପେକ୍ଷା ଶେଷ ଦୁଇ ପର୍ଯ୍ୟାୟ ନିର୍ବାଚନ ଓଡିଶାରେ ବେଶ୍‍ ସରଗରମ ହେବାକୁ ଯାଉଛି। ଏହି ପର୍ଯ୍ୟାୟରେ ଅଧିକ ରାଜନୈତିକ ହିଂସାକାଣ୍ଡ ଘଟିବାର ଆଶଙ୍କା ମଧ୍ୟ କରାଯାଉଛି । ଚାରିଟି ଲୋକସଭା ସହିତ ତତ୍‍ ସଂଲଗ୍ନ ୨୮ଟି … Read More

ତୃତୀୟ ପର୍ଯ୍ୟାୟ ନିର୍ବାଚନ : ମନ୍ତ୍ରୀ, ଅଫିସରଙ୍କ ଭାଗ୍ୟ ପରୀକ୍ଷା

ରାଜ୍ୟରେ ତୃତୀୟ ପର୍ଯ୍ୟାୟରେ ହେଉଥିବା ନିର୍ବାଚନରେ ୬ଜଣ ମନ୍ତ୍ରୀଙ୍କ ସମେତ ବହୁ ରାଜନେତା ଏବଂ ନୂଆକରି ରାଜନୀତିର ମଙ୍ଗ ଧରିଥିବା ପୂର୍ବତନ ସରକାରୀ ଅଫିସର ଓ ଅଭିନେତ୍ରୀଙ୍କ ଭାଗ୍ୟ ଓ ଭବିଷ୍ୟତ ନିର୍ଦ୍ଧାରିତ ହେବ । ଛଅଟି ଲୋକସଭା ଆସନ ସହିତ … Read More

ତୃତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ସରିଲା : କଂଗ୍ରେସର କୌଣସି ଜଣେ ଜାତୀୟସ୍ତରର ନେତା ଓଡ଼ିଶା ଆସିଲେ ନାହିଁ

ନିର୍ବାଚନ ସକାଶେ ତୃତୀୟ ପର୍ଯ୍ୟାୟ ପ୍ରଚାର ସରିଗଲା। ଆଉ ବାକି ରହିଲା ଗୋଟିଏ ପର୍ଯ୍ୟାୟ। କିନ୍ତୁ ଏପର୍ଯ୍ୟନ୍ତ କଂଗ୍ରେସର କୌଣସି ଜଣେ ଜାତୀୟସ୍ତରର ନେତା ଓଡ଼ିଶା ଆସିଲେ ନାହିଁ। ସତେ ଯେମିତି କଂଗ୍ରେସ ସକାଶେ ଓଡ଼ିଶା ବିଧାନସଭା କିମ୍ବା ଲୋକସଭା ଆସନର … Read More

ରାହୁଲ ଗାନ୍ଧୀଙ୍କ ନାଗରିକତା ନେଇ ପ୍ରଶ୍ନ

ଆମେଥି ଲୋକସଭା ଆସନରେ ପ୍ରାର୍ଥୀପତ୍ର ଦାଖଲ କରିଥିବା ସ୍ୱାଧିନ ପ୍ରାର୍ଥୀ ଧ୍ରୁବ ଲାଲଙ୍କ ଅଭିଯୋଗକ୍ରମେ ରାହୁଲ ଗାନ୍ଧୀଙ୍କ ପ୍ରାର୍ଥୀପତ୍ର ଯାଞ୍ଚ କାମ ନିର୍ବାଚନ କମିଶନଙ୍କ ପକ୍ଷରୁ ସ୍ଥଗିତ ରଖାଯାଇଛି। ଆମେଥିର ରିଟର୍ଣ୍ଣିଂ ଅଫିସର କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ପ୍ରାର୍ଥୀପତ୍ର ଯାଞ୍ଚ … Read More

ସାଧ୍ୱୀ ପ୍ରଜ୍ଞା ଠାକୁରଙ୍କୁ ନିର୍ବାଚନ କମିଶନଙ୍କ ନୋଟିସ୍

ସହିଦ ହେମନ୍ତ କରକରେଙ୍କୁ ନେଇ ବିବାଦୀୟ ବୟାନ ଦେବା ପରେ ବିଜେପିର ଭୋପାଲ ଲୋକସଭା ପ୍ରାର୍ଥୀ ସାଧ୍ୱୀ ପ୍ରଜ୍ଞାଙ୍କୁ ନୋଟିସ ପଠାଇଛି ନିର୍ବାଚନ କମିଶନ। ୨୪ ଘଣ୍ଟା ମଧ୍ୟରେ ସାଧ୍ୱୀ ନିର୍ବାଚନ କମିଶନ ପଠାଇଥିବା ନୋଟିସର ଜବାବ ପଠାଇବେ ବୋଲି ନିର୍ଦ୍ଦେଶ … Read More

ଭଦ୍ରକ ଲୋକସଭା : ନବାଗତଙ୍କ ମଧ୍ୟରେ କଡ଼ା ମୁକାବିଲା

ଏବେ ରାଜ୍ୟର ଉପକୂଳ ଓ ଉତ୍ତର ଓଡ଼ିଶାରେ ସରଗରମ ହେଲାଣି ନିର୍ବାଚନୀ ମାହୋଲ। ଗାଁ ଗଣ୍ଡାରୁ ସହର ଯାଏ ପ୍ରଚାର ହେଲାଣି ଜୋରଦାର। ୨୯ରେ ହେବ ନିର୍ବାଚନ। ଭଦ୍ରକ ଲୋକସଭା ଆସନର ଫଳାଫଳକୁ ନେଇ ପର୍ଯ୍ୟବେକ୍ଷକ ମହଲରେ ଆରମ୍ଭ ହୋଇଛି ପ୍ରାକ୍ … Read More

ନବୀନଙ୍କ ଭାବମୂର୍ତ୍ତି ବିଗାଡ଼ିବା ପାଇଁ ଭୟଙ୍କର ଚକ୍ରାନ୍ତ

ହାଇଟେକ ବସ ଭିଡିଓ ଭାଇରାଲ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦେହ ଭଲ ଅଛି କି ନାହିଁ ସେ ନେଇ ବାଦ ବିବାଦ ଏବଂ ତର୍କ ବିତର୍କ କିଛିଦିନ ହେଲା ଜୋରସୋରରେ ଚାଲିଛି। କେବଳ ଓଡ଼ିଶାରେନୁହେଁ, ଦେଶରେ ମଧ୍ୟ … Read More