ଭିଭିପ୍ୟାଟ୍‌ ତ୍ରୁଟି: ଦେବଗଡ଼ର ୧୮୩ ନମ୍ବର ବୁଥରେ ପୁଣି ନିର୍ବାଚନ ସୁପାରିସି

ସମ୍ବଲପୁର ଲୋକସଭା ମଣ୍ଡଳୀ ତଥା ଦେବଗଡ଼ ବିଧାନସଭା ମଣ୍ଡଳୀର ୧୮୩ ନମ୍ବର ବୁଥରେ ପୁଣିଥରେ ଭୋଟ୍‌ ପାଇଁ ନିର୍ବାଚନ ଅଧିକାରୀ ସୁପାରିସି କରିବେ। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଏହି ବୁଥରେ ଭୋଟ୍‌ଦାନ ପ୍ରକ୍ରିୟାକୁ ବନ୍ଦ ରଖାଯାଇଛି। … Read More

ଚୌକିଦାର ଚୋର ବୟାନ : ସୁପ୍ରିମକୋର୍ଟ ପଠାଇଲେ ଅବମାନନା ନୋଟିସ

ଅଡ଼ୁଆରେ ପଡ଼ିଯାଇଛନ୍ତି ରାହୁଲ ଗାନ୍ଧି। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସୁପ୍ରିମକୋର୍ଟ ‘ଚୌକିଦାର ଚୋର ହୈ’ କହିଛନ୍ତି ବୋଲି କହି ସୁପ୍ରିମକୋର୍ଟଙ୍କ ରାୟକୁ କଦର୍ଥ କରିଥିବାରୁ ଏକ ସତ୍ୟପାଠ ଜରିଆରେ ଅନୁତାପ କରିଥିଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ସେ ଟ୍ୱିଟ୍ କରିଥିବା ମନ୍ତବ୍ୟ … Read More

ବୁଥ୍‌ରେ ଟଳିପଡ଼ିଲେ ପୋଲିଂ କର୍ମଚାରୀ

ମଙ୍ଗଳବାର ତୃତୀୟ ପର୍ଯ୍ୟାୟ ମତଦାନ ଜାରି ଥିବା ବେଳେ ଜଣେ ପୋଲିଂ କର୍ମଚାରୀ ବୁଥ୍‌ରେ ଟଳିପଡ଼ିଛନ୍ତି। ଢେଙ୍କାନାଳ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପର୍ଜଙ୍ଗ ବିଧାନସଭା ଆସନର କଣ୍ଟାପାଳ ୪୧ ନମ୍ବର ବୁଥରେ ନବକିଶୋର ନାୟକ ଆକସ୍ମିକ ଟଳି ପଡ଼ିଥିଲେ। ତାଙ୍କୁ … Read More

ଓଡ଼ିଶାରେ ବିଜେଡି ଯିବା ନିଶ୍ଚିତ : ମୋଦୀ

ଏଥର ଭାରତ ଏବଂ ଓଡ଼ିଶାରେ ବିଜେପିର ଡବଲ ଇଞ୍ଜିନ ସରକାର ହେବ। ଓଡ଼ିଶା ଗରିବ, ଦଳିତମାନଙ୍କ ସେବା କରିବାଲାଗି ମୋ’ ସରକାର ଯେଉଁଭଳି ଚେଷ୍ଟା କରିଛି, ସେଭଳି କେହି କରି ନଥିଲେ। ଓଡ଼ିଶାରେ ନୂଆ ସରକାର ହେଲେ ପୁଣି ଆସିବି । … Read More

ପ୍ରଚାର ପାଇଁ ଦୈନିକ ଉଡୁଛି ୫୦ ହେଲିକପ୍ଟର, ୨୫ ଜେଟ

ନିର୍ବାଚନର ଏହି ଋତୁରେ ପ୍ରଚାର ଅଭିଯାନ ପାଇଁ ନେତାମାନଙ୍କୁ ସହଯୋଗ ନିମନ୍ତେ ଦୈନିକ ୫୦ ହେଲିକପ୍ଟର ଏବଂ ୨୫ ଜେଟ ବିମାନ ଉଡାଣ ଭରୁଛି। ଏହାର ଭଡ଼ା ବାବଦରେ ଦୈନିକ ଖର୍ଚ୍ଚ ହେଉଛି ୩.୭୦କୋଟି ଟଙ୍କା। ଏଥିରୁ ୧.୨୫ କୋଟି ଟଙ୍କା … Read More

ଆଜି କେନ୍ଦ୍ରାପଡ଼ାରେ ମୋଦି-ନବୀନ ମୁହାଁମୁହିଁ

ଆଜି କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନମଣ୍ଡଳୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁହାଁମୁହିଁ ହେବେ। ପ୍ରଧାନମନ୍ତ୍ରୀ ମୋଦି ପୂର୍ବାହ୍ନରେ କେନ୍ଦ୍ରାପଡ଼ାର ବାରୁଆ ପଡ଼ିଆରେ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରି ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ଭିକ୍ଷା କରିବାର … Read More

୨୦୧୪ରେ ୧୪.୫ କୋଟି ଅମାନତ ଅର୍ଥ ଜବତ

୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ଆରମ୍ଭ ହୋଇସାରିଥିଲା ବେଳେ ଆଜି ୩ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଚାଲିଛି। ନିର୍ବାଚନରେ କୌଣସି ବ୍ୟକ୍ତି ନିର୍ବାଚନ ଲଢିବାକୁ ଇଚ୍ଛା ପ୍ରକଟ କଲେ ସେମାନଙ୍କ ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ କିଛି ଆବଶ୍ୟକୀୟ ମାନଦଣ୍ଡ … Read More

ଆଜି ମୋଦି ଆସିବେ ଓଡ଼ିଶା: କେନ୍ଦ୍ରାପଡ଼ା ଓ ବାଲେଶ୍ଵରରେ ଅଭିଭାଷଣ

ଭୁବନେଶ୍ଵର, (ଓଟି): ପ୍ରଧାନମନ୍ତ୍ରୀ ମୋଦି ଆଜି ଓଡ଼ିଶାରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ପାଇଁ ପହଞ୍ଚିବେ। କେନ୍ଦ୍ରାପଡ଼ା ଏବଂ ବାଲେଶ୍ଵରରେ ଏଥିଲାଗି ସ୍ଵତନ୍ତ୍ର ନିର୍ବାଚନୀ ସମାବେଶର ଆୟୋଜନ କରାଯାଇଛି। ସକାଳ ୧୧ଟା ୧୫ ମିନିଟ୍‌ ସମୟରେ କେନ୍ଦ୍ରାପଡ଼ାର ବାରୁଅ … Read More

ଆନ୍ଧ୍ରପ୍ରଦେଶ ପୁଲିସ୍‍ଙ୍କ ହାତରେ ପିପିଲିର ସୁରକ୍ଷା

ପିପିଲିର ସୁରକ୍ଷା ଏବେ ଆନ୍ଧ୍ରପ୍ରଦେଶ ପୁଲିସ୍‍ଙ୍କ ହାତରେ । ନିର୍ବାଚନ ପ୍ରଚାର ଶେଷ ରାତିରେ ଫ୍ଲାଇଂ ସ୍କ୍ୱାଡ୍‍ ଓ ଏସ୍‍ଏସ୍‍ଟି ଟିମ୍‍ର ସଦସ୍ୟଙ୍କ ଉପରେ ମରଣାନ୍ତକ ଆକ୍ରମଣ ଘଟଣାରେ ପୂର୍ବତନ ମନ୍ତ୍ରୀ ତଥା ପିପିଲିର ବିଧାୟକ ପ୍ରଦୀପ ମହାରଥୀଙ୍କୁ ପୁଲିସ୍‍ ଗିରଫ … Read More

ପ୍ରାର୍ଥୀପତ୍ର ଦାଖଲ କଲେ ପ୍ରଜ୍ଞା ସିଂ ଠାକୁର

ବିବାଦୀୟ ହିନ୍ଦୁବାଦୀ ନେତ୍ରୀ ତଥା ମାଲେଗାଁଓ ବିସ୍ଫୋରଣ ମାମଲାର ଅଭିଯୁକ୍ତ ପ୍ରଜ୍ଞା ସିଂ ଠାକୁର ଆଜି ଭୋପାଳ ଲୋକସଭା ଆସନରୁ ନିଜର ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ସାଧ୍ୱୀଙ୍କ ପ୍ରାର୍ଥିପତ୍ର ଦାଖଲ ସମୟରେ ପୂର୍ବତନ ମନ୍ତ୍ରୀ ଉମା ଶଙ୍କର ପ୍ରସ୍ତାବକ … Read More