ପାଟକୁରା : କିଏ ହେବ ବିଜେଡି ପ୍ରାର୍ଥୀ

ପାଟକୁରା ବିଜେଡି ବିଧାନସଭା ପ୍ରାର୍ଥୀ ବେଦପ୍ରକାଶ ଅଗ୍ରୱାଲଙ୍କ ଦେହାନ୍ତ ହେବାରୁ ୨୯ ତାରିଖରେ ହେବାକୁ ଥିବା ଭୋଟ ଗ୍ରହଣ କାର୍ଯ୍ୟକ୍ରମକୁ ନିର୍ବାଚନ ଅଧିକାରୀ ସ୍ଥଗିତ ରଖିଥିଲେ। କେନ୍ଦ୍ରାପଡ଼ା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ରିପୋର୍ଟ ଉପରେ ରାଜ୍ୟ ନିର୍ବାଚନ ଅଧିକାରୀ ଭାରତର ନିର୍ବାଚନ … Read More

କେନ୍ଦ୍ରାପଡ଼ାକୁ ନେଇ କାହିଁକି ଏତେ ବିବ୍ରତ ନବୀନ?

ବିଜୁ ଜନତା ଦଳ ଫୋକସରେ ଆରମ୍ଭରୁ ବିଜେପି ଥିଲା। କିନ୍ତୁ ଏବେ ବିଜେପି ସହିତ ଯୋଡ଼ି ହୋଇଯାଇଛି ବୈଜୟନ୍ତ। ଶାସକ ଦଳ ଏହି ଦୁଇ ‘ବି’କୁ ଟାର୍ଗେଟ କରୁଛି। ନବୀନଙ୍କ ପାଇଁ କେନ୍ଦ୍ରାପଡ଼ା ଏକ ମର୍ଯ୍ୟାଦୋର ପ୍ରଶ୍ନ ହୋଇଯାଇ ସାରିଛି। ୧୯ … Read More

ନିମାପଡ଼ା : କିଏ ମାରିବ ବାଜି ?

ଏପ୍ରିଲ ୨୯ ତାରିଖରେ ଚତୁର୍ଥ ପର୍ଯ୍ୟାୟ ସାଧାରଣ ନିର୍ବାଚନ। ମଇ ୨୩ରେ ହେବ ଫଳାଫଳ ଘୋଷଣା। କାହା ମୁଣ୍ଡରେ ହାତି ସୁନା କଳସ ଢାଳିବ ତାହା ଦେଖିବାକୁ ସମସ୍ତଙ୍କ ଉତ୍କଣ୍ଠା ବଢିଚାଲିଛି। ଏହି ନିର୍ବାଚନମଣ୍ଡଳୀଟି ୪୬ଟି ଗ୍ରାମ ପଞ୍ଚାୟତ ଓ ଗୋଟିଏ … Read More

‘ବୈଜୟନ୍ତଙ୍କୁ ଭୋଟ ଦିଅ ପଛେ ମୋତେ ଛାଡ଼ ନାହିଁ’

ଉେତ୍ତଜିତ ଲୋକଙ୍କୁ ବିନତୀ ହେଲେ ପ୍ରତାପ କେନ୍ଦ୍ରାପଡ଼ା ଲୋକସଭା ଆସନ ଅନ୍ତର୍ଗତ ମାହଙ୍ଗା ବିଧାନସଭା କ୍ଷେତ୍ରରେ ନିଜ ସପକ୍ଷରେ ଅଧିକ ଭୋଟ ହାତେଇବା ପାଇଁ ବିଜେଡି ପ୍ରାର୍ଥୀ ମନ୍ତ୍ରୀ ପ୍ରତାପ ଜେନା କରିଥିବା ଉଦ୍ୟମ ଫସର ଫାଟିଯାଇଛି। ଗତ ସୋମବାର ଦିନ … Read More

ନବୀନଙ୍କ ୨୧ରୁ ୨୧ଲୋକସଭା ସ୍ୱପ୍ନକୁ ବିଧାୟକ ପ୍ରାର୍ଥୀ ଚୁରମାର କରିଦେଲେ

କଂଗ୍ରେସକୁ ଛାଡ଼ି ବିଜୁ ଜନତା ଦଳ ଏବଂ ଭାରତୀୟ ଜନତା ପାର୍ଟି ମତଦାନ ପର୍ଯ୍ୟାୟ ସମ୍ପୂର୍ଣ୍ଣ ନହେଉଣୁ ବିଜୟ ସମ୍ଭାବନାକୁ ନେଇ ଦୃଢ଼ୋକ୍ତି କରିବା ଆରମ୍ଭ କରିଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ରାପଡ଼ା ଏବଂ ବାଲେଶ୍ୱର ସମାବେଶରେ ନବୀନବାବୁଙ୍କ ଯିବା ସୁନିଶ୍ଚିତ … Read More

ବିଜେଡିକୁ ବହୁମତ ମିଳିସାରିଲାଣି, ମନ୍ତ୍ରିମଣ୍ଡଳ ଶପଥ ଗ୍ରହଣ ଉତ୍ସବକୁ ମୋଦୀ ଅତିଥି ହୋଇ ଆସନ୍ତୁ : ନବୀନ

ଆଜି ବାଲେଶ୍ୱର ଓ ମୟୁରଭଞ୍ଜ ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମାରାଥନ ପ୍ରଚାର ଚଳାଇଛନ୍ତି। ଏହି ପ୍ରଚାର ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସିଧାସିଧା ଟାର୍ଗେଟ କରିଛନ୍ତି। ରେମୁଣାରେ ଅନୁଷ୍ଠିତ ଏକ ଜନସଭାରେ ସେ କହିଛନ୍ତି ପ୍ରଧାନମନ୍ତ୍ରୀ … Read More

ବାମପନ୍ଥୀ-କଂଗ୍ରେସ ମେଣ୍ଟ : କିଏ ଫାଇଦାରେ?

ବାମପନ୍ଥୀ ଦଳଙ୍କ ସହ କଂଗ୍ରେସର ମେଣ୍ଟ ଉଭୟ ଦଳକୁ ମହଙ୍ଗା ପଡ଼ିଲା। ପୂର୍ବରୁ ଆଶା କରାଯାଉଥିଲା ଯେ, ଅନ୍ତତଃ ବାମଦଳ ସହ ମେଣ୍ଟ କରିବା ଯୋଗୁଁ କଂଗ୍ରେସକୁ ବଡ଼ ଫାଇଦା ମିଳିବ। କିନ୍ତୁ ଏବେ ଉଭୟ କଂଗ୍ରେସ ଏବଂ ବାମପନ୍ଥୀ ଦଳ … Read More

ମଇ ୧୯ରେ ପାଟକୁରା ବିଧାନସଭା ନିର୍ବାଚନ

ଆସନ୍ତା ମଇ ୧୯ ତାରିଖରେ ପାଟକୁରା ବିଧାନସଭା ଆସନରେ ହେବ ମତଦାନ। ଏନେଇ ନିର୍ବାଚନ କମିଶନଙ୍କ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ମଇ ୧ରେ ନାମାଙ୍କନ ଦାଖଲର ଶେଷ ତାରିଖ ରହିଛି। ମଇ ୨ରେ ପ୍ରାର୍ଥିପତ୍ର ଯାଞ୍ଚ କରାଯିବ। ମଇ ୪ … Read More

ଜଣେ ଭୋଟର ପାଇଁ ଗୋଟିଏ ବୁଥ

ଭାରତୀୟ ଗଣତନ୍ତ୍ରରେ ଗୋଟିଏ ଭୋଟ୍‌ ବି ମୂଲ୍ୟବାନ। ଏହି ଭୋଟ୍‌ କାହାକୁ କ୍ଷମତା ଦେଇପାରେ ତ କେତେବେଳେ ସରକାର ବି ଟଳାଇ ଦେଇପାରେ। ସେଥିପାଇଁ ପ୍ରତି ନାଗରିକଙ୍କୁ ତାଙ୍କ ଗଣତାନ୍ତ୍ରିକ ହକ୍‌ ସାବ୍ୟସ୍ତ କରିବାର ସୁଯୋଗ ଦେବା ଲାଗି ସାମ୍ବିଧାନିକ ବ୍ୟବସ୍ଥା … Read More

ଓଡ଼ିଶାରେ ଏଥର ପଦ୍ମ ଫୁଟିବାକୁ ଯାଉଛି : ମୋଦୀ

ବାଲେଶ୍ୱରର ବସ୍ତାରେ ଆୟୋଜିତ ବିଜୟ ସଙ୍କଳ୍ପ ସମାବେଶରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି,ଓଡ଼ିଶାରେ ପରିବର୍ତ୍ତନ ଆସିବାକୁ ଯାଉଛି। ପ୍ରଥମ ୨ଟି ପର୍ଯ୍ୟାୟ ମତଦାନ ପରେ ଏକଥା ସ୍ପଷ୍ଟ ହୋଇଛି ଯେ,ସାରା ଓଡ଼ିଶାରେ ଏଥର ପଦ୍ମ ଫୁଟିବାକୁ ଯାଉଛି। ଲୋକତନ୍ତ୍ରର … Read More