ବିଜେପିକୁ ଫେରିପାରନ୍ତି ବିଜୟ ଓ ଦିଲ୍ଲୀପ
ଭୁବନେଶ୍ଵର, (ଓଟି): ଅଭିମାନ ଓ ଗୁରୁତ୍ଵ ପାଇଁ କିଛିଦିନ ତଳେ ବିଜେପି ଓ ବିଧାୟକ ପଦ ଛାଡ଼ିଥିବା ଶିଳ୍ପପତି ଦିଲ୍ଲୀପ ରାୟ ଏବଂ ତାଙ୍କ ବନ୍ଧୁ ତଥା ଓଡ଼ିଶା ରାଜନୀତିର ଅନ୍ୟତମ ହେବି ଓ୍ବେଟ୍ ବିଜୟ ମହାପାତ୍ର ପୁଣିଥରେ ପାର୍ଟିକୁ ଫେରିପାରନ୍ତି। … Read More
ଭୁବନେଶ୍ଵର, (ଓଟି): ଅଭିମାନ ଓ ଗୁରୁତ୍ଵ ପାଇଁ କିଛିଦିନ ତଳେ ବିଜେପି ଓ ବିଧାୟକ ପଦ ଛାଡ଼ିଥିବା ଶିଳ୍ପପତି ଦିଲ୍ଲୀପ ରାୟ ଏବଂ ତାଙ୍କ ବନ୍ଧୁ ତଥା ଓଡ଼ିଶା ରାଜନୀତିର ଅନ୍ୟତମ ହେବି ଓ୍ବେଟ୍ ବିଜୟ ମହାପାତ୍ର ପୁଣିଥରେ ପାର୍ଟିକୁ ଫେରିପାରନ୍ତି। … Read More
ତାରିଖ ଘୋଷଣା ହେବାର ୨୪ ଘଣ୍ଟା ପୁରିନି କିନ୍ତୁ ଓଡ଼ିଶାରେ ନିଯୁକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇଛି ବିଜେଡି। ସେ ବିଜେପି ପ୍ରଭାବରେ କବଳିତ ବୋଲି ଦଳ ଅଭିଯୋଗ କରିଛି। ଦଳର ଆଇଟି ୱିଙ୍ଗ୍ ମୁଖ୍ୟ ତଥା … Read More
୧୭ତମ ଲୋକସଭା ଗଠନ ପାଇଁ ମହାସଂଗ୍ରାମ-୨୦୧୯ର ବିଗୁଲ ବାଜି ସାରିଛି । ଏହି ନର୍ବାଚନ ମହାସଂଗ୍ରାମରେ ଅଲଗା ଅଲଗା ରାଜ୍ୟର ସମୀକରଣ ଅଲଗା ଅଲଗା ଥାଇପାରେ, କିନ୍ତୁ ରାଷ୍ଟ୍ରୀୟ ସ୍ତରରେ ମୁଖ୍ୟତଃ ଦୁଇଟି ମେଣ୍ଟ ମଧ୍ୟରେ ମୁକାବିଲା ହେବ। ବିଜେପି ନେତୃତ୍ୱାଧିନ … Read More
୧୭ତମ ଲୋକସଭା ଗଠନ ପାଇଁଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ଲୋକସଭାରେ ନିଜର ପ୍ରଭୁତ୍ୱ ବିସ୍ତାର ପାଇଁ ରାଜନୈତିକ ଦଳ ଗୁଡ଼ିକ ପ୍ରସ୍ତୁତି କାମ ଅନ୍ତିମ ରୂପ ଦେବାରେ ଲାଗିଛନ୍ତି। ୟୁପିଏ କିଛି ଆଞ୍ଚଳିକ ଦଳମାନଙ୍କ ସହାୟତାରେ ନରେନ୍ଦ୍ର ମୋଦିଙ୍କୁ ପରାଜିତ … Read More
ଲୋକସଭା ପାଇଁ ଓଡ଼ିଶାର ୩୩ ପ୍ରତିଶତ ଆସନରେ ଶାସକ ବିଜେଡି ମହିଳାଙ୍କୁ ପ୍ରାର୍ଥୀ କରିବ ବୋଲି ଘୋଷଣା କରିଛି। କେନ୍ଦ୍ରାପଡ଼ାରେ ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ଦ୍ଵାରା ରାଜ୍ୟରେ ଏକ ନୂତନ ରାଜନୀତିକ ସମୀକରଣ ସୃଷ୍ଟି ହେଉଛି। ଅନେକ ଆଶା ଆଉ ଆଶଙ୍କା … Read More
୫୩ଟି ଦଳ ନିର୍ବାଚନରେ ଅଂଶଗ୍ରହଣ କରିଥିଲେ ୪୫.୭% ମତଦାନ ୫୫% ମତଦାତା କଂଗ୍ରେସକୁ ଭୋଟ ଦେଇନଥିଲେ ୩୬୪ ଆସନରେ କଂଗ୍ରେସ ବିଜୟୀ ୨୦୧୯ର ଲୋକସଭା ନିର୍ବାଚନ ସ୍ୱାଧିନ ଭାରତର ଇତିହାସରେ ସବୁଠାରୁ ବଡ଼ ନିର୍ବାଚନ ହେବାକୁ ଯାଉଛି। କାରଣ ୯୦ କୋଟି … Read More
ନିର୍ବାଚନ କମିଶନ ୨୦୧୯ ଲୋକସଭା ପାଇଁ ମତଦାନ ତାରିଖ ଘୋଷଣା କରିସାରିଲେଣି। ସମଗ୍ର ଦେଶରେ ଏପ୍ରିଲ ୧୧ ତାରଖରୁ ୭ଟି ଚରଣରେ ମଇ ୧୯ ତାରିଖ ପର୍ଯ୍ୟନ୍ତ ମତଦାନ ପ୍ରକ୍ରିୟା ଜାରି ରହିବ। ଏହି ନିର୍ବାଚନ ଘୋଷଣା ପରେ ଏବିପି, ସି-ଭୋଟର … Read More
ଆଜି ଭାରତର ନିର୍ବାଚନ କମିଶନଙ୍କ ଘୋଷଣା ଅନୁସାରେ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯିବ। ଭୋଟ ଗ୍ରହଣ ପ୍ରକ୍ରିୟା ଏପ୍ରିଲ ୧୧ରୁ ଆରମ୍ଭ ହୋଇ ଏପ୍ରିଲ ୨୯ରେ ଶେଷ ହେବ ବୋଲି କାର୍ଯ୍ୟକ୍ରମ ସ୍ଥିର ହୋଇଛି। ପ୍ରଥମ ପର୍ଯ୍ୟାୟରେ ଏପ୍ରିଲ … Read More
ଓଡ଼ିଶାର ୨୧ଟି ଲୋକସଭା ଆସନ ପାଇଁ ୪ଟି ଭିନ୍ନ ପର୍ଯ୍ୟାୟରେ ମତ ଗ୍ରହଣ କରାଯିବ। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ୧୧ ଏପ୍ରିଲ୍ ଗୁରୁବାରଦିନ ହେବ। ଏହିଦିନ ୪ଟି ଲୋକସଭା ଆସନ ପାଇଁ ଭୋଟ୍ ଗ୍ରହଣ ହେବ। ମାର୍ଚ ୧୮ ତାରିଖରେ ଏଥିରେ … Read More
ଲୋକସଭା ନିର୍ବାଚନ ୨୦୧୯ ପାଇଁ ତାରିଖ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର । ୧୧ଏପ୍ରିଲ୍ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବ। ଏହି ପର୍ଯ୍ୟାୟରେ ୯୧ଟି ନିର୍ବଚନ ମଣ୍ଡଳୀ ପାଇଁ ନିର୍ବାଚନ ହେବ। ୨୦ଟି ରାଜ୍ୟର ନିର୍ବାଚନ ଏହି ତାରିଖରେ ଅନୁଷ୍ଠିତ … Read More