ଟ୍ୱିଟରରେ ମୋଦିଙ୍କ ସମେତ ବିଜେପି ନେତାଙ୍କ ନାମ ପରିବର୍ତ୍ତନ

ରୋଚକ ମୋଡ଼ରେ ଚୌକିଦାର ଲଢେଇ କଂଗ୍ରେସ ଓ ବିଜେପି ମଧ୍ୟରେ ଚାଲିଥିବା ଚୌକିଦାର ଲଢେଇ ଏବେ ନୂଆ ମୋଡ ନେଇଛି। କଂଗ୍ରେସକୁ ଉପଯୁକ୍ତ ଜବାବ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟରରେ ନିଜ ନାମ ପରିବର୍ତ୍ତନ କରିଦେଇଛନ୍ତି। ସେ ଟ୍ୱିଟରରେ … Read More

ପଶ୍ଚିମାଞ୍ଚଳରେ ଗେମ୍‌ ଚେଞ୍ଜର ହେବେ ନବୀନ ପଟ୍ଟନାୟକ

ଭୁବନେଶ୍ଵର, (ଓଟି): ରାଜ୍ୟର ପଶ୍ଚିମାଞ୍ଚଳରୁ ବ୍ୟାପ୍ତ ହେଉଥିବା ଗେରୁଆ ବାହିନୀର ଗତିପଥରେ ରୋକ୍‌ ଦେବା ଲାଗି ଖୋଦ୍‌ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ସାମ୍ନାକୁ ଆସିବେ। ବିଜେଡି ଏକତା ତଥା ନିର୍ଭରଶୀଳତାକୁ ବଜାୟ ରଖିବା ଲାଗି ସେ ପ୍ରାର୍ଥୀ ହେବେ। ଏମିତି ଏକ … Read More

ନବୀନ ନିବାସରେ ଦିଲ୍ଲୀପ

ବିଜୟ- ଦିଲୀପ ଯୋଡ଼ି ଭାଙ୍ଗିଲା ନବୀନ ନିବାସରେ ଦିଲ୍ଲୀପ ରାୟ । ବିଜେପିରୁ ଇସ୍ତଫା ଦେଇଥିବା ଦିଲ୍ଲୀପ ନବୀନ ନିବାସରେ ପହଞ୍ଚିବା ପରେ କଡ ଲେଉଟାଇଛି ରାଜ୍ୟ ରାଜନୀତି । ନବୀନ ନିବାସରେ ଦିଲ୍ଲୀପଙ୍କ ଏଣ୍ଟ୍ରି ପରେ ଏବେ ଭିନ୍ନ ଭିନ୍ନ … Read More

‘ମୁଁ ବି ଚୌକିଦାର’ ଅଭିଯାନ ଆରମ୍ଭ

୨୦୧୯ ଲୋକସଭା ନିର୍ବାଚନର ନୂଆ ନାରା-‘ମୁଁ ବି ଚୌକିଦାର’ ଜାରି କରିଛି ବିଜେପି। ପୁଣି ଥରେ ନିର୍ବାଚନରେ ବିଜୟ ହାସଲ କରିବା ଲାଗି ଭାରତୀୟ ଜନତା ପାର୍ଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବକ୍ତବ୍ୟକୁ ବ୍ୟବହାର କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶାସନଗାଦୀକୁ … Read More

ଲୋକସଭା ନିର୍ବାଚନ ସମ୍ପର୍କିତ ୧୦ଟି ରୋଚକ ତଥ୍ୟ

ଏପ୍ରିଲ ମାସରୁ ଆରମ୍ଭ ହେବାକୁ ଯାଉଛି ୧୭ତମ ଲୋକସଭା ନିର୍ବାଚନ। ଗତ ୧୬ଟି ନିର୍ବାଚନ ଭିତରେ ଦେଖିବାକୁ ମିଳିଛି ଅନେକ ପରିବର୍ତ୍ତନ। ଭାରତ ସ୍ୱାଧୀନ ହେବା ପରଠାରୁ ବର୍ତ୍ତମାନ ସୁଦ୍ଧା ଲୋକସଭା ନିର୍ବାଚନକୁ ନେଇ କିଛି ରୋଚକ ତଥ୍ୟ ଉପସ୍ଥାପିତ କରାଗଲା। … Read More

ଭାଡ଼ି ପରିବର୍ତ୍ତନର ବେଳ

ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜ୍ୟର ସମସ୍ତ ରାଜନୈତିକ ଦଳ ନେତାମାନେ ସେହି ପରିମାଣରେ ଆୟା ରାମ ଗୟା ରାମ ନୀତି ଆପଣାଇବାରେ ଲାଗିଛନ୍ତି। ଏହି ସ୍ୱାର୍ଥନ୍ୱେସୀ ନେତାମାନେ ନିଜ ସ୍ୱାର୍ଥ ପାଇଁ ରଙ୍ଗ ପରିବର୍ତ୍ତନକାରୀ ଏଣ୍ଡୁଅ ଭଳି ଘଡ଼ିକେ ରଙ୍ଗ … Read More

ବିଜେଡି ଛାଡ଼ିଲେ ଦାମଙ୍କ ଝିଅ ପ୍ରୀତିନନ୍ଦା

ଓଡ଼ିଶା ରାଜନୀତିର ବରିଷ୍ଠ ନେତା ଡ. ଦାମୋଦର ରାଉତଙ୍କ ଝିଅ ପ୍ରୀତିନନ୍ଦା ରାଉତରାୟ ଶନିବାର ବିଜୁ ଜନତା ଦଳ ଛାଡ଼ିଛନ୍ତି। ପୂର୍ବତନ କର୍ପୋରେଟର ପ୍ରୀତିନନ୍ଦା ନିଜର ଇସ୍ତଫା ପତ୍ର ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପଠାଇଛନ୍ତି। ଇସ୍ତଫା ପତ୍ରରେ ସେ ନିଜର … Read More

ବିଜେପିରେ ବଳଭଦ୍ର ମାଝି

ମଙ୍ଗଳବାର ଦିନ ବିଜେଡିରୁ ଇସ୍ତଫା ଦେଇଥିବା ନବରଙ୍ଗପୁର ସାଂସଦ ବଳଭଦ୍ର ମାଝି ଆଜି ନୂଆଦିଲ୍ଲୀରେ ବିଧିବଦ୍ଧ ଭାବେ ସେ ବିଜେପିରେ ମିଶିଛନ୍ତି। ବିଜେପିରେ ଯୋଗଦେବା ପରେ ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟଶୈଳୀରେ ପ୍ରଭାବିତ ହୋଇ ସେ ବିଜେପିକୁ ଆସିବା … Read More

ବିଜେପିରେ ସରୋଜ ପାଢ଼ୀ ଓ ତିଳୋତ୍ତମା ନାୟକ

ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜ୍ୟ ବିଜେପିରେ ଅନ୍ୟ ଦଳର ନେତାଙ୍କ ମିଶ୍ରଣ ସେତିକି ବୃଦ୍ଧି ପାଇବାରେ ଲାଗିଛି। ବିଜେପି ନେତା ବୈଜୟନ୍ତ ପଣ୍ଡାଙ୍କ ଯୋଗଦାନ ପରେ ଅନେକ ନେତା ଯୋଗ ଦେଇଥିବାବେଳେ ଆହୁରୀ ଯୋଗ ଦେବାକୁ ଲାଇନରେ ଅଛନ୍ତି। ଆଜି … Read More

ରାଜ୍ୟରେ୨ ଲକ୍ଷ ୭୧ ହଜାର ୩୩୬ଟି ଭୋଟ ନୋଟାକୁ

ନବରଙ୍ଗପୁରରେ ସର୍ବାଧିକ ୪୪ହଜାର ୪୦୮ଟି ଭୋଟ ନୋଟାକୁ ଉପକୂଳ ନିର୍ବାଚନମଣ୍ଡଳୀରେ ନୋଟାକୁ ଅପେକ୍ଷାକୃତ କମ ଭୋଟ ରାଜ୍ୟରେ ଭୋଟର ଏବେ ବି ଇଭିଏମରେ ଭୋଟ ଦେବା ନେଇ ସମ୍ପୁର୍ଣ୍ଣ ସଚେତନ ହୋଇନାହାଁନ୍ତି। କିମ୍ବା ବିଭିନ୍ନ ଦଳ ବା ସ୍ବାଧୀନ ଭାବେ ନିର୍ବାଚନ … Read More