ରାଜସ୍ଥାନ ସଟ୍ଟା ବଜାରରେ ବିଜେପିକୁ ୨୫୦ ଓ ଏନଡ଼ିଏକୁ ୩୦୦ ଆସନ

ଆଗାମୀ ଲୋକସଭା ନିର୍ବାଚନ ପୂର୍ବରୁ ରାଜସ୍ଥାନର ସଟ୍ଟା ବଜାରରେ ଆଗାମୀ ସରକାର କାହାର ହେବ ବୋଲି ବାଜି ଲାଗିିଛି। ବିଶେଷକରି ଏନଡିଏ ଉପରେ ବାଜି ଲାଗିଥିବା କୁହାଯାଉଛି। ସଟ୍ଟା ବଜାରର ଆକଳନ ଅନୁଯାୟୀ ବାଲାକୋଟ୍‌ର ବିମାନ ଆକ୍ରମଣପରେ ଭୋଟରମାନଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀ … Read More

ପ୍ରଥମ ପର୍ଯ୍ୟାୟ ବିଜେଡି ତାଲିକା ଘୋଷଣା

ରାଜ୍ୟର ସର୍ବବୃହତ୍‌ ଦଳ ତଥା ଶଶସକ ବିଜେଡି ପକ୍ଷରୁ ଆଜି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏଥିରେ ୯ଟି ଲୋକସଭା ଆସନ ପାଇଁ ୯ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା ସହ ଏହି ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୫୪ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ କିଏ ହେବେ ତାହା ଘୋଷଣା କରାଯାଇଛି।

ଆଜି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି

ଆଜି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ। ପ୍ରଥମ ପର୍ଯ୍ୟାୟରେ ୪ଟି ଲୋକସଭା ସହିତ ୨୮ଟି ବିଧାନସଭା ଆସନ ପାଇଁ ରିଟର୍ଣ୍ଣିଂ ଅଫିସର ତଥା ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନେ ବିଜ୍ଞପ୍ତି ପ୍ରକାଶ କରିବେ। ଏହାସହିତ ସୋମବାରଠାରୁ ଆସନ୍ତା ୨୫ … Read More

ଗାଜିଆବାଦରୁ ଏସପି ପ୍ରାର୍ଥୀ ହେବେ ସଞ୍ଜୟ ଦତ୍ତ

ବଲିଉଡ ଅଭିନେତା ତଥା ସମାଜବାଦୀ ପାର୍ଟିର ମହାସଚିବ ସଞ୍ଜୟ ଦତ୍ତ ଚଳିତ ନିର୍ବାଚନରେ ପ୍ରାର୍ଥୀ ହେବାକୁ ଯାଉଛନ୍ତି। ସେ ଏସପି ଟିକଟରେ ଏସପି-ବିଏସପି ମେଣ୍ଟ ପକ୍ଷରୁ ଉତ୍ତରପ୍ରଦେଶରୁ ଗାଜିଆବାଦରୁ ପ୍ରାର୍ଥୀ ହେବେ ବୋଲି ଆଲୋଚନା ହେଉଛି। ଏହା ପୂର୍ବରୁ ୨୦୦୯ରେ ସଞ୍ଜୟ … Read More

ତାରା ଦେବୀଙ୍କ ଶରଣରେ ବିଧାୟକ!

ନିର୍ବାଚନ ବିଗୁଲ ବାଜିବା ପରେ ଟିକଟ ଆଶାୟୀଙ୍କ ଛାତି ଧଡ ଧଡ। ସବୁ ଦଳରେ ଆଶାୟୀ ନେତାଙ୍କ ମନରେ ଛନକା ପଶିଛି। ଅନେକ ନେତା ଟିକଟ ମିଳିବ ନା କଟିଯିବ ଏହାକୁ ନେଇ ଆଶଙ୍କାରେ ଅଛନ୍ତି। ସବୁଠୁ ଅଧିକ ଶାସକ ଦଳ … Read More

ବାଲେଶ୍ୱର ଫେରିଲେ ଲେଖାଶ୍ରୀ : କର୍ମୀ ଦ୍ୱନ୍ଦ୍ୱରେ

ବେଶ‌୍‍ କିଛି ଦିନର ବ୍ୟବଧାନ ପରେ ବିଜେପି ରାଜ୍ୟ ସମ୍ପାଦିକ ଡକ୍ଟର ଲେଖାଶ୍ରୀ ସାମନ୍ତସିଂହାରଙ୍କର ବାଲେଶ୍ୱରରେ ଉପସ୍ଥିତି ଜାହିରକୁ ନେଇ ଦଳୀୟ କର୍ମକର୍ତ୍ତାଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ଏପରିକି ଚଳିତ ନିର୍ବାଚନରେ ବାଲେଶ୍ୱର ଲୋକସଭା ପାଇଁ କିଏ ପ୍ରାର୍ଥୀ ହେବ … Read More

କଟକ ଲୋକସଭା କ୍ଷେତ୍ରର ଅନେକ ବିଧାୟକ ପ୍ରାର୍ଥୀ ବଦଳିବେ!

ବିଜୁ ଜନତା ଦଳରେ ଚଳିତ ନିର୍ବାଚନରେ ଟିକଟ ବଣ୍ଟନ ନେଇ ଅବିଶ୍ୱାସର ବାତାବରଣ ଜାଣିଶୁଣି ସୃଷ୍ଟି କରାଯାଇ ସାରିଲାଣି। ବହୁ ପୁୁରୁଖା ନେତାଙ୍କ ଟିକଟ କାଟିବା ପାଇଁ ସର୍ଭେ ରିପୋର୍ଟର ଆଳ ବିଜେଡ଼ି ନେତୃତ୍ୱ ଦେଖାଉଛନ୍ତି। ଏହି ପ୍ରକ୍ରିୟାରେ କଟକ ସଂସଦୀୟ … Read More

ବିଜେଡିରେ ପ୍ରାର୍ଥୀ ଚୟନ ଅଡୁଆ ଛିଡୁନି

ଟିକେଟ ପାଇଁ ଟଣାଓଟରା: ନବୀନ ନିବାସରେ  ମୁଖ୍ୟମନ୍ତ୍ରୀଙ୍କ ବଡଭଉଣୀ ଗୀତା ମେହେଟ୍ଟା  ବିଧାୟକ ପ୍ରମୋଦ ମଲିକ ଓ ପଦ୍ମନାଭ ବେହେରା, ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ବିରୋଧରେ କର୍ମୀଙ୍କ ସ୍ଲୋଗାନ ବାଚସ୍ପତି ଓ ଅର୍ଥମନ୍ତ୍ରୀ ବି ଅପେକ୍ଷା କରିଥିଲେ ନିବାସ ବାରଣ୍ଡାରେ ବିଜେପି … Read More

ବିଜେଡିରୁ କେହି ଯୋଗାଯୋଗରେ ନାହାଁନ୍ତି : ବିଜୟ

ଗତ କିଛି ଦିନ ହେଲା ବରିଷ୍ଠ ନେତା ନିଜେ ତିଆରି କରି ପରେ ଅତି ନିର୍ଦ୍ଧୟ ଭାବେ ବିଦା ହୋଇଥିବା ଦଳକୁ ପୁଣି ପ୍ରତ୍ୟାବର୍ତ୍ତନ କରୁଥିବା ଚଚ୍ଚା ଜୋର ଧରିଥିଲା। ଏହି ଚର୍ଚ୍ଚାକୁ ନିଜେ ବିବିଜୟ ମହାପାତ୍ର ଖଣ୍ଡନ କରିବା ସହିତ … Read More

ବିଜେପିରେ ସାଲେପୁର ବିଧାୟକ ପ୍ରକାଶ ବେହେରା

ଗତକାଲି କଂଗ୍ରେସରୁ ଇସ୍ତଫା ଦେଇଥିବା ସାଲେପୁର ବିଧାୟକ ପ୍ରକାଶ ବେହେରା ଆଜି ବିଜେପିରେ ମିଶିଛନ୍ତି। ନୂଆଦିଲ୍ଲୀରେ ବିଜେପିର ମୁଖ୍ୟ କାର୍ଯ୍ୟାଳୟରେ ରାଷ୍ଟ୍ରୀୟ ଉପ-ସଭାପତି ବୈଜୟନ୍ତ ପଣ୍ଡା, ରାଜ୍ୟ ସଭାପତି ବସନ୍ତ ପଣ୍ଡା ଓ ବିଧାୟକ ଦଳ ନେତା କେ.ଭି ସିଂହ ଦେଓ … Read More