ହତାଶ ହେବେ ଛାତ୍ର ନେତା ?

ରାଜ୍ୟର ତିନି ପ୍ରମୁଖ ରାଜନୈତିକଦଳ ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀ ତାଲିକାକୁ ଚୂଡାନ୍ତ ରୂପ ଦେଉଥିବାବେଳେ କୌଣସି ଦଳର ଛାତ୍ରନେତାଙ୍କ ନାମ ଚର୍ଚ୍ଚାକୁ ନଆସିବା ଏବେ ଅନେକଙ୍କୁ ହତାଶ କରିଛି। ବିଶେଷକରି ବିଜେଡିରୁ ଟିକଟ ପାଇବାପାଇଁ ପାଗ ବାନ୍ଧିଥିବା କିଛି … Read More

ପ୍ରାର୍ଥୀ ତାଲିକା ଦେଖି ଉପକୂଳ ନେତା ଛାନିଆ

ବିଜେଡିର ପ୍ରଥମ ପର୍ଯ୍ୟାୟ ତାଲିକା ଦେଖି ଏବେ ଦଳର ଉପକୂଳିଆ ନେତା ଛାନିଆ। ବିଶେଷକରି ୭ ସାଂସଦଙ୍କୁ ଟିକଟ ନମିଳିବା, ଦଳଡିଆଁ ମାନଙ୍କୁ ଗୁରୁତ୍ୱ ଦିଆଯିବା ଓ ନାଁ ଗାଁ ଶୁଣାନଥିବା ବ୍ୟକ୍ତିଙ୍କୁ ଟିକଟ ମିଳିବା ଏବେ ଉପକୂଳ ବିଜେଡି ସାଂସଦ, … Read More

ମଇଦାନରେ ୨୨୯୩ ଦଳ

ନାମରେ କ’ଣ ଅଛି? ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ନିର୍ବାଚନ କମିଶନଙ୍କ ନିକଟରେ ଅଜବ ନାମ ସହ ଅନେକ ଦଳ ନିଜକୁ ତାଲିକାଭୁକ୍ତ କରିଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ଟ୍ୱେଣ୍ଟି ୨୦ ପାର୍ଟି, ଜାଗତେ ରହେ।ପାର୍ଟି, ଇଣ୍ଡିଆନ ଲଭର୍ସ ପାର୍ଟି, ପାର୍ଟି, … Read More

୬ ଲୋକସଭା ଓ ୩୬ ବିଧାନସଭା ଆସନରେ କ˚ଗ୍ରେସ ତାଲିକା

ପ୍ରାର୍ଥୀ ତାଲିକାରେ ଜଣେ ମାତ୍ର ମହିଳା କୋରାପୁଟ ଆସନ ପାଇଁ ପ୍ରାର୍ଥୀ ଚୟନ ଚୂଡାନ୍ତ ହୋଇପାରିନାହିଁ ୨୦୧୯ ସାଧାରଣ ନିର୍ବାଚନ ପାଇଁ ଆଜି ବିଳମ୍ବିତ ରାତିରେ ପ୍ରଥମ ପର୍ଯ୍ୟାୟ କଂଗ୍ରେସ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଲୋକସଭାର ୬ ଓ ବିଧାନସଭାର … Read More

ଟାଇମ୍ସ ନାଓ-ଭିଏମଆର ସର୍ଭେ: ଏନଡ଼ିଏ-୨୮୩ : ୟୁପିଏ-୧୩୫

ନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳ ଏବେ ପ୍ରଚାର ମୁଡରେ ଆସିଗଲେଣି।। ଆଗାମୀ ନିର୍ବାଚନରେ କେଉଁ ଦଳର କ’ଣ ସ୍ଥିତି ରହିବ ସେ ଦିଗରେ ତଥ୍ୟ ଜାଣିବା ପାଇଁ ଟାଇମ୍ସ ନାଓ-ଭିଏମଆର ପକ୍ଷରୁ ସର୍ଭେ କରାଯାଇଥିଲା। ଏହି ସର୍ଭେ ରିପୋର୍ଟ ଅନୁସାରେ … Read More

ଯାହାବି କିଛି ଘଟିଛି ନବୀନବାବୁଙ୍କ ପାଇଁ : ପ୍ରମିଳା ବିଶୋଇ

ମୁଁ ହିନ୍ଦୀ କିମ୍ବା ଇଂରାଜୀ ଜାଣେନାହିଁ ଜୀବନର ପ୍ରଥମ ନିର୍ବାଚନ ସାଂସଦ ପାଇଁ ଲଢିବାକୁ କେବେ ବି ସ୍ୱପ୍ନରେ ସୁଦ୍ଧା ଭାବିନଥିବା ଗଞ୍ଜାମ ଜିଲ୍ଲାର ଜଣେ ୭୦ ବର୍ଷ ବୟସ୍କ ମହିଳାଙ୍କୁ ବିଜୁ ଜନତା ଦଳ ଆସିକା ଆନରେ ପ୍ରାର୍ଥୀ ଭାବେ … Read More

ସାଂସଦ ହେବାପରେ ପିନାକୀ ଭଲ କମେଇଛନ୍ତି ଆଉ ଅର୍ଜୁନ ହରାଇଛନ୍ତି

କଥାରେ ଅଛି ଭଲ ବ୍ୟବସାୟ ରାଜନୀତି। ଅର୍ଥାତ୍‌ ଏଥିରେ ଲାଭ ହିଁ ଲାଭ। ହେଲେ ବାସ୍ତବରେ ତାହା କ’ଣ ସତ? ଏମିତି ଏକ ପ୍ରଶ୍ନର ଉତ୍ତର ଖୋଜିଛନ୍ତି ‘ଇଲେକ୍ସନ୍‌ ୱାଚ୍‌’। ନିକଟରେ ଦୁଇଥର ସାଂସଦ ହୋଇଥିବା ଦେଶର ୧୫୩ ପ୍ରତିନିଧିଙ୍କ ସମ୍ପତ୍ତି … Read More

କେମ୍ୱ୍ରିଜ ଏନାଲିଟିକା ମଡେଲକୁ ନେଇ ଶାସକଦଳରେ ଆତଙ୍କ ଓ ଅସନ୍ତୋଷ

ନିର୍ବାଚନରେ ବିଜୟକୁ ପ୍ରାର୍ଥୀ ଚୟନ କ୍ଷେତ୍ରରେ ଯଦି କୌଣସି ଦଳ ବେଶି ଆଶଙ୍କା ଓ ଆତଙ୍କରେ ଅଛି, ତେବେ ସେଇଟି ହେଉଛି ବିଜୁ ଜନତା ଦଳ। ଏହା ପୂର୍ବରୁ ୪ଟି ନିର୍ବାଚନ ସ୍ୱଚ୍ଛନ୍ଦରେ ଏବଂ ଅନାୟସରେ ବିଜେଡି ଜିତିଛି। ଶେଷ ଦୁଇଟି … Read More

ପ୍ରଫୁଲ୍ଲଙ୍କ ଉପରୁ ବହିଷ୍କାର ଆଦେଶ ଉଠିଲା

ଦୀର୍ଘ ୪ ବର୍ଷ ଦଳେ ବିଜେଡ଼ିରୁ ବିହିଷ୍କୃତ ହୋଇଥିବା ବରିଷ୍ଠ ନେତା ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇଙ୍କ ଉପରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ବହିଷ୍କାର ଆଦେଶ ପ୍ରତ୍ୟାହାର କରିଦେଇଛନ୍ତି । ତାଙ୍କୁ ବିଜେଡିକୁ ପୁଣି ସ୍ୱାଗତ କରାଯାଇଛି ।୨୦୧୪ ସେପ୍ଟେମ୍ବର … Read More

ପଶ୍ଚିମ ଓଡ଼ିଶାର ଅଢ଼େଇ ଲକ୍ଷ ଦାଦନ ଭୋଟଦାନରୁ ବଞ୍ଚିତ ହେବେ!

ପଶ୍ଚିମ ଓଡ଼ିଶାର ୨ରୁ ଅଢେଇ ଲକ୍ଷ ଦାଦନ ଶ୍ରମିକ ନିର୍ବାଚନରୁ ବଞ୍ଚିତ ହେବେ। ନିର୍ବାଚନ ସମୟରେ ଏମାନେ ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ, କେରଳ ସମେତ ବିଭିନ୍ନ ରାଜ୍ୟକୁ କାର୍ଯ୍ୟ ପାଇଁ ଯାଇଥିବାରୁ ସେମାନେ ରାଜନୈତିକ ଅଧିକାରରୁ ବଞ୍ଚିତ ହେବ ବୋଲି ଜଣାପଡ଼ିଛି। ନିର୍ବାଚନରେ … Read More