କଂଗ୍ରେସକୁ ମହାରାଷ୍ଟ୍ରରେ ଏସ୍‌ପି-ବିଏସ୍‌ପି ଝଟ୍‌କା

ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ଓ ମଧ୍ୟପ୍ରଦେଶ ପରେ ଏବେ ମହାରାଷ୍ଟ୍ରରେ ମାୟାବତୀ ଏବଂ ଅଖିଲେଶ ଯାଦବ କଂଗ୍ରେସକୁ ଅଣଦେଖା କରି ଜବରଦସ୍ତ ଝଟ୍‌କା ଦେଇଛନ୍ତି । ଉଭୟ ଏସ୍‌ପି- ବିଏସ୍‌ପି ମହାରାଷ୍ଟ୍ରରେ ମଧ୍ୟ ମେଣ୍ଟ କରି ନିର୍ବାଚନ ଲଢ଼ିବେ ବୋଲି ନିଷ୍ପତ୍ତି ନେଇଛନ୍ତି। … Read More

ବିଜେପିକୁ ବିଜେଡି ଅସନ୍ତଷ୍ଟ କେତେ ସହାୟକ ହେବେ?

୨୦୧୪ରେ ବିଜୁ ଜନତା ଦଳରେ ଯେଉଁମାନଙ୍କର ଟିକଟ କଟୁଥିଲା, ସେମାନେ ଖୋଲା ବିଦ୍ରୋହ କରିବାକୁ ସାହସ ଜୁଟାଇ ପାରୁ ନଥିଲେ। ଚୁପ ରହୁଥିଲେ କିମ୍ୱା ଦଳର ନୂଆ ପ୍ରାର୍ଥୀଙ୍କୁ ସମର୍ଥନ କରିଯାଉଥିଲେ। କିନ୍ତୁ ଏଥର ରାଜନୈତିକ ପରିସ୍ଥିତ ସମ୍ପୂର୍ଣ୍ଣ ଓଲଟା। ଟିକଟ … Read More

କଂଗ୍ରେସରେ ଢେଙ୍କାନାଳର ପୂର୍ବତନ ବିଧାୟକ ନବୀନ ନନ୍ଦ

ବିଜେଡିରୁ ନିଲମ୍ବିତ ଢେଙ୍କାନାଳର ପୂର୍ବତନ ବିଧାୟକ ନବୀନ ନନ୍ଦ ଆଜି କଂଗ୍ରେସରେ ମିଶିଛନ୍ତି। ନିଜର ଶତାଧିକ ସମର୍ଥକଙ୍କ ସହିତ ସେ ଆସି କଂଗ୍ରେସ କାର୍ଯ୍ୟାଳୟରେ ଦଳରେ ସାମିଲ ହୋଇଛନ୍ତି। ରାଜ୍ୟ କଂଗ୍ରେସ ଭବନରେ ଆୟୋଜିତ ମହାମିଶ୍ରଣ କାର୍ଯ୍ୟକ୍ରମରେ ପିସିସି ସଭାପତି ନିରଞ୍ଜନ … Read More

ପାରଳାଖେମୁଣ୍ଡିର ପୂର୍ବତନ ବିଧାୟକ କେ.ନାରାୟଣ ରାଓ ବିଜେପିରେ

ଟିକେଟ ନ ମିଳିବାରୁ ଗତକାଲି ବିଜୁ ଜନତା ଦଳରୁ ଇସ୍ତଫା ଦେଇଥିବା ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର ପୂର୍ବତନ ବିଧାୟକ କେ ନାରାୟଣ ରାଓ ଆଜି ବିଜେପିରେ ଯୋଗ ଦେଇଛନ୍ତି । ଭୁବନେଶ୍ୱରରେ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ମିଶ୍ରଣ ପର୍ବରେ କେ … Read More

କନ୍ଧମାଳ ସାଂସଦ ଓ ଦଶପଲ୍ଲା ବିଧାୟକଙ୍କ ବିଜେଡିରୁ ଇସ୍ତଫା

ବିଜେଡ଼ିରୁ ଜଣଙ୍କ ପରେ ଜଣେ ସାଂସଦ ଓ ବିଧାୟକ ଇସ୍ତଫା ଦେବାରେ ଲାଗିଛନ୍ତି। ଟିକେଟ ପାଇବାରୁ ବଞ୍ଚିତ ହୋଇଥିବା ଆଉଜଣେ ବିଜେଡି ସାଂସଦ ଓ ବିଧାୟକ ଆଜି ଦଳରୁ ଇସ୍ତଫା ଦେଇଛନ୍ତି । ଆଜି କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ … Read More

ନିରାଡମ୍ୱରଭାବେ ନବୀନଙ୍କ ପ୍ରାର୍ଥୀପତ୍ର ଦାଖଲ

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଞ୍ଜିଳୀ ବିଧାନସଭା ପାଇଁ ଛତ୍ରପୁର ଉପଜିଲ୍ଲାପାଳଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।  ଦିନ ୧୧: ୧୦ ମିନିଟ୍‌ ସମୟରେ ଶ୍ରୀ ପଟ୍ଟନାୟକ ଛତ୍ରପୁରସ୍ଥିତ ଅତିରିକ୍ତ ଉପଜିଲ୍ଲାପାଳ ତଥା ରିଟର୍ଣ୍ଣିଙ୍ଗ୍‌ ଅଫିସର୍‌ଙ୍କ ନିକଟରେ ୪ ସେଟ୍‌ ପ୍ରାର୍ଥୀପତ୍ର … Read More

ନିର୍ବାଚନ ହୋଲି : ରାହୁଲଙ୍କ ‘ରାଫେଲ’ ପିଚକାରୀରେ ମୋଦିଙ୍କ ‘ରାଷ୍ଟ୍ରବାଦ’ ରଙ୍ଗ

ରାଜନୈତିକ ହୋଲିର ନାମ ଶୁଣିଛନ୍ତି କି? ହଁ, ଯେଉଁଥିରେ ‘ଦାଗ’ ଭଲ ବୋଲି କୁହାଯାଏ। ଅର୍ଥାତ୍ ଯିଏ ଦାଗଯୁକ୍ତ ନୁହେଁ, ସେ ନେତା କଳାକାର ନୁହେଁ। ଏଭଳି ନେତା ରାଜନୀତି ଓ ହୋଲିରେ ଦେଖିବାକୁ ମିଳିଥାଏ। ଉତ୍ତର ଭାରତରେ ହୋଲି ପୂର୍ବରୁ … Read More

ପୂର୍ବତନ ବିଧାୟକ କେ.ନାରାୟଣ ରାଓଙ୍କ ବିଜେଡିରୁ ଇସ୍ତଫା

ପାରଳାଖେମୁଣ୍ଡି ବିଧାନସଭା ଆସନ ଲାଗି ବିଜେଡି ଟିକେଟ ପାଇ ନଥିବା ପୂର୍ବତନ ବିଧାୟକ କେ.ନାରାୟଣ ରାଓ ମଧ୍ୟ ଦଳ ଛାଡ଼ିଛନ୍ତି । ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବା ପରେ ପାରଳାଖେମୁଣ୍ଡି ବିଜେଡିରେ ଅସନ୍ତୋଷ ଦେଖାଯାଇଥିଲା। … Read More

ସାଧୁ ନେପାକଙ୍କ କଂଗ୍ରେସରୁ ଇସ୍ତଫା

ବରଗଡ଼ର ପୂର୍ବତନ ବିଧାୟକ ସାଧୁ ନେପାକ୍‌ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ତାଙ୍କୁ ଦଳ ପକ୍ଷରୁ ନିର୍ବାଚନ ଲଢ଼ିବା ପାଇଁ ଟିକେଟ୍‌ ନ ମିଳିବାରୁ ସେ ଇସ୍ତଫା ଦେଇଥିବା ସୂଚନା ରହିଛି। ସାଧୁ ନେପାକ୍‌ ୨୦୦୯-୧୪ ମସିହାରେ ବରଗଡ଼ ନିର୍ବାଚନ ମଣ୍ଡଳୀରୁ … Read More

ବିଜେଡିରୁ କୁସୁମ ଟେଟେ-ପ୍ରମୋଦ ପଟ୍ଟନାୟକଙ୍କ ଇସ୍ତଫା

ବିଜେଡିରୁ କୁସୁମ ଟେଟେ ଇସ୍ତଫା ଦେଇଥିବା ଜଣାଯାଇଛି।ସେ ପ୍ରାର୍ଥୀ ଚୟନରେ ଅସନ୍ତୋଷ ପ୍ରକାଶ କରି ଇସ୍ତଫା ଘୋଷଣା ଦେଇଥିବା କହିଛନ୍ତି।  ନିଜର ଇସ୍ତଫା ଘୋଷଣା ବେଳେ କୁସୁମ କାନ୍ଦି କାନ୍ଦି କହିଛନ୍ତି ଯେ ତାଙ୍କୁ ଦଳ ୫ ବର୍ଷ ଚାକର ଭଳି … Read More