କେତେଜଣଙ୍କୁ ରାଜ୍ୟସଭା ଥୋପ!

ବିଜୁ ଜନତା ଦଳ ମୁଖପାତ୍ର ଅରୁଣ ସାହୁ ସ୍ୱୀକାର କରିଛନ୍ତି ଯେ, ପ୍ରାର୍ଥୀଚୟନ ଓ ଟିକଟ ବଣ୍ଟନକୁ ନେଇ ଦଳ ଭିତରେ ଅସନ୍ତୋଷ ଅଛି। ଏହା ବିରାଟ ସମସ୍ୟା ନୁହେଁ, ଦଳ ପକ୍ଷରୁ ଏହାର ସମାଧାନ ଲାଗି ଉଦ୍ୟମ ଚାଲିଛି। ମୁଖପାତ୍ର … Read More

ଯାଜପୁରରୁ ପ୍ରଣବ ପ୍ରକାଶ ଛିଡା ହେବେନି!

ବିଜୁ ଜନତା ଦଳରେ ଟିକଟ ବଣ୍ଟାକୁ ନେଇ ଘଡିକେ ଘୋଡା ଛୁଟୁଛି। ଅସନ୍ତୁଷ୍ଟ ଅନେକ ସାଂସଦ ଓ ବିଧାୟକ ଦଳ ଛାଡି ସାରିଲେଣି। ୫୪ଟି ବିଧାନସଭା ଏବଂ ୯ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯିବା ପରେ ଯଦି ଏହି … Read More

ବିଜେପିକୁ ଯିବେ ବିଜେଡି ସାଂସଦ ରୀତା ତରାଇ!

ଓଡ଼ିଶାରେ ନିର୍ବାଚନୀ ତାତି ଏବେ ଚରମରେ ପହଞ୍ଚିଛି।। ପ୍ରଥମ ଦୁଇଟି ପର୍ଯ୍ୟାୟ ନିର୍ବାଚନ ସକାଶେ ନୋଟିଫିକେସନ ଜାରି ହୋଇଯାଇଥିଲା ବେଳେ କିଛି ଦଳର ପ୍ରାର୍ଥୀମାନେ ନାମାଙ୍କନ ଦାଖଲ କରିବା ଆରମ୍ଭ ବି କରିସାରିଲେଣି। ତେବେ ତା’ରି ଭିତରେ ଦଳବଦଳ ମଧ୍ୟ ଖୁବ … Read More

ବାରଣାସୀରେ ମୋଦୀଙ୍କ ବିରୋଧରେ କିଏ?

ଦେଶର ସବୁଠାରୁ ହାଇପ୍ରୋଫାଇଲ ଆସନକୁ ନେଇ ଏବେ ଚର୍ଚ୍ଚା ଯୋର। ପ୍ରଧାନମନ୍ତ୍ରୀ ନିଜ ଆସନ ବାରଣାସୀରେ ଏଥର ପୁଣି ଠିଆ ହେଉଥିବାରୁ ବିରୋଧୀ ଦଳ କାହାକୁ ପ୍ରାର୍ଥୀ ଦେଉଛି ତାହା ଏବେ କୌତୁହଳ ସୃଷ୍ଟି କରିଛି। କାରଣ ବର୍ତ୍ତମାନ କଂଗ୍ରେସ ମହାସଚିବ … Read More

ଓଡ଼ିଶାରେ ଉତ୍ତରାଖଣ୍ଡ ରାଜନୀତିର ପ୍ରଭାବ; ବାପା ବିଜେଡିରେ-ପୁଅ ବିଜେପିରେ

ଉତ୍ତରାଖଣ୍ଡରେ ଯେପରି ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ସି. ଖଣ୍ଡୁରୀଙ୍କ ପୁଅ ମନିଶ ଖଣ୍ଡୁରୀ ବାପାଙ୍କ ଦଳ ଛାଡି ଯେପରି କଂଗ୍ରେସରେ ଯୋଗ ଦେଇଛନ୍ତି ସେହିପରି ଓଡ଼ିଶାରେ ବିଜେଡିର ରାଜ୍ୟସଭା ସାଂସଦ ପ୍ରଶାନ୍ତ ନନ୍ଦଙ୍କ ପୁଅ ଋଷବ ନନ୍ଦ … Read More

୨୯ରେ ପ୍ରଧାନମନ୍ତ୍ରୀ ଜୟପୁର ଆସିବେ

ନିର୍ବାଚନ ପ୍ରଚାରରେ ଆସନ୍ତା ୨୯ରେ ଓଡିଶା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସିବେ। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେଉଥିବା କୋରାପୁଟର ଜୟପୁରକୁ ଆସି ସେଠାରେ ନିର୍ବାଚନ ସଭାରେ ଭାଷଣ ଦେବେ। ଗତ ୮ ତାରିଖରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆସିଥିଲେ। … Read More

ମୋହନା ବିଧାୟିକା ବାସନ୍ତୀ ମଲ୍ଲିକ ବିଜେଡି ଛାଡ଼ିଲେ

ନିର୍ବାଚନ ତାରିଖ ଯେତେ ପାଖୋଉଛି ସେତେ ମାତ୍ରାରେ ବିଜେଡିର ନେତା ଏବଂ ବିଧାୟକ, ସାଂସଦ ଦଳ ଛାଡୁଛନ୍ତି । ଗତ କିଛିଦିନ ଧରି ଏହି ପର୍ବ ଲାଗି ରହିଛି। ଆଜି ମୋହନା ବିଧାୟକ ବାସନ୍ତି ମଲ୍ଲିକ ଦଳ ଛାଡିଛନ୍ତି । ତେବେ … Read More

ବାରାଣାସୀରୁ ଲଢିବେ ମୋଦି,ଗାନ୍ଧୀନଗରରୁ ଅମିତ ଶାହା

ବିଜେପି ପକ୍ଷରୁ ଆଗାମୀ ଲୋକସଭା ପାଇଁ ପ୍ରଥମ ଦଫା ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି । କେନ୍ଦ୍ରମନ୍ତ୍ରୀ ଜେ.ପି ନଡ୍ଡା ଏହି ତାଲିକା ଘୋଷଣା କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ଦଳ ପକ୍ଷରୁ ମୋଟ ୧୮୨ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା … Read More

କଂଗ୍ରେସ ଭବନରେ ଧାରଣା : ଟଙ୍କା ନେଇ ଦିଆଯାଉଛି ଟିକେଟ

ପିସିସି ସଭାପତି ଦାୟିତ୍ବ ନେବା ଦିନରୁ ନିରଞ୍ଜନ  ପଟ୍ଟନାୟକ ଓ ତାଙ୍କ ଟିମ ଚଳିତ ନିର୍ବାଚନ ପାଇଁ ପ୍ରାର୍ଥୀ ଚୟନ ପ୍ରକ୍ରିୟା ଆରମ୍ଭ କରିଥିଲେ। ଅଗଷ୍ଟ ପରେ ଡିସେମ୍ବର ତା ପରେ ଜାନୁଆରୀ ଏମିତି ଦୁଇ ଦିନ ତଳେ ରାତି ଅଧିଆ … Read More

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁ, ବିଧାୟକ ଦେବରାଜ ମହାନ୍ତି, ପୂର୍ଣ୍ଣଚନ୍ଦ୍ର ନାୟକ, ସୁକାନ୍ତ ନାୟକ ଓ କୁସୁମ ଟେଟେ ବିଜେପିରେ

ନିର୍ବାଚନରେ ଟିକଟ ଆଶାରେ ନିରାଶ ହୋଇଥିବା ବିଜେଡି ନେତାମାନଙ୍କର ଇସ୍ତଫା ପର୍ବ ଏବେ ଜୋର ଧରିଛି। ଏହି ନେତାମାନେ ଟିକଟ ପାଇବା ଆଶାରେ ଏବେ ବିଜେପି ଶିବିରରେ ଧାଡି ଲଗାଇ ଯୋଗ ଦେବାରେ ଲାଗିଛନ୍ତି। ମୟୂରଭଂଜ ରାଜନୀତିର ଜଣେ ଜଣାଶୁଣା ମୁହଁ … Read More