ଟିକଟ ବଣ୍ଟାକୁ ନେଇ କଂଗ୍ରେସରେ ବି କନ୍ଦଳ ଚରମରେ

ଟିକଟ ବଣ୍ଟନରେ ଅହେତୁକ ବିଳମ୍ୱ ଓ ପ୍ରାର୍ଥୀ ଚୟନ ବେଳେ ବିଜୟ ସମ୍ଭାବନା ଥିବା ନେତାଙ୍କୁ ଟିକଟ ଦିଆଯାଉ ନଥିବା ଅଭିଯୋଗ କରି କଂଗ୍ରେସ ଭିତରେ ପ୍ରବଳ ଉେତ୍ତଜନା ପ୍ରକାଶ ପାଉଛି। ଟିକଟ ପାଉ ନଥିବା ଆଶାୟୀ ସମର୍ଥକମାନେ ବିଭିନ୍ନ ସ୍ଥାନରେ … Read More

ବାଦ‍୍‌ ପଡ଼ିବେ ଉପବାଚସ୍ପତି ସାନନ୍ଦ

ସାଂସଦ ସରୋଜିନୀଙ୍କ ସମ୍ଭାବନା ଅଧିକ ଉପବାଚସ୍ପତି ସାନନ୍ଦ ମାରାଣ୍ଡି ବିଜେଡି ଟିକଟ ପାଇବାରୁ ବଞ୍ଚିତ ହେବେ ବୋଲି ସୂଚନା ମିଳିଛି। ଉପବାଚସ୍ପତି ସାନନ୍ଦଙ୍କର ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀ ପଟ୍ଟନାୟକଙ୍କଠାରେ ରିପୋର୍ଟ କାର୍ଡ ସନ୍ତୋଷଜନକ ନାହିଁ ବୋଲି ଜଣାପଡ଼ିଛି। ସାନନ୍ଦ ଲୋକପ୍ରିୟତା … Read More

କେନ୍ଦ୍ରାପଡ଼ା ଲୋକସଭା ଆସନକୁ ନେଇ ବିଜେଡି ଓ କଂଗ୍ରେସର ଅଙ୍କ ଛିଡ଼ୁନି

କେନ୍ଦ୍ରାପଡ଼ା, (ପ୍ରଦୀପ କୁମାର ଜେନା): କେନ୍ଦ୍ରାପଡ଼ା ଲୋକସଭା ଆସନରେ ବିଜେପି ଟିକେଟରେ ବୈଜୟନ୍ତ ପଣ୍ଡା ସାଂସଦ ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା ପାଇଁ ସ୍ପଷ୍ଟ ହେବାପରେ ତାଙ୍କ ବିପକ୍ଷରେ ବିଜେଡି ଓ କଂଗ୍ରେସରୁ କିଏ ପ୍ରତିଦ୍ୱନ୍ଦିତା କରିବେ ସେନେଇ ଅଙ୍କ ଛିଡ଼ୁନି । … Read More

ସବୁଦଳରେ ପରିବାରବାଦ

ଅର୍ଥ ଓ ପ୍ରତିପତି ତଥା ଘରୋଇ ଇଞ୍ଜିନିୟରିଂ, ମେଡିକାଲ୍‌ ତଥା ପ୍ରଫେସନାଲ୍‌ କଲେଜ୍‌ଗୁଡ଼ିକ ଖୋଲିବା ହେତୁ ଯେମିତି ବାପା ଡାକ୍ତର କି ଇଞ୍ଜିନିୟର କି ଆକିଟେକ୍ଟ ଥିଲେ ପୁଅ ସେଇ ପେସାକୁ ଆପଣାଇପାରୁଛି ଆଉ ବାପା, ମା’ ଅର୍ଜନ କରିଥିବା ସାମ୍ରାଜ୍ୟକୁ … Read More

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କି ସଭାପତି ଅମିତ ଶାହାଙ୍କ ଫୋକସରେ ଓଡିଶା ନାହିଁ

ସମ୍ମାନଜନକ ପୁରୀ ଲୋକସଭା ଆସନ ପାଇଁ ଟିଭି ବିତର୍କରୁ ରାଜନେତା ପାଲଟି ଥିବା ସମ୍ବିତ ପାତ୍ରଙ୍କ ନାଁ ଘୋଷଣା ସ୍ପଷ୍ଟ ସଂକେତ ଦେଇଛି ଯେ, ଆସନ୍ତା ସାଧାରଣ ନିର୍ବାଚନରେ କେନ୍ଦ୍ରୀୟ ନେତୃତ୍ୱ ବିଶେଷ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କି ସଭାପତି … Read More

ଭୁବନଙ୍କ ମାଧ୍ୟମରେ ବିଜୟଙ୍କ ରାସ୍ତା ଓଗାଳିଲେ ଧର୍ମେନ୍ଦ୍ର

ନିକଟରେ ବିଜେପିରୁ ଇସ୍ତଫା ଦେଇଥିବା ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କୁ ପୁଣି ଦଳକୁ ଫେରାଇ ଆଣି ନିର୍ବାଚନ ବିଜୟକୁ ସୁଗମ କରିବା ପାଇଁ ଦଳର ନବ ନିଯୁକ୍ତ ଉପ-ସଭାପତି ବୈଜୟନ୍ତ ପଣ୍ଡା ଯେଉଁ ଉଦ୍ୟମ ଆରମ୍ଭ କରିଥିଲେ। ଏହି ଉଦ୍ୟମକୁ ଧର୍ମେନ୍ଦ୍ର … Read More

ପ୍ରକାଶ ମିଶ୍ରଙ୍କ ସୂଚନା : ବିଜେପିରୁ କଟକ ଲୋକସଭା ଲଢିବେ

ଅବସରପ୍ରାପ୍ତ ଆଇପିଏସ ତଥା ପୂର୍ବତନ ପୁଲିସ ଡିଜି ପ୍ରକାଶ ମିଶ୍ର ବିଜେପି ଟିକେଟରେ କଟକ ଲୋକସଭା ଆସନରୁ ପ୍ରାର୍ଥୀ ହେବେ। ଏ ସମ୍ପର୍କରେ ଶ୍ରୀ ମିଶ୍ର ନିଜେ ପ୍ରତିକ୍ରିୟା ଦେଇ କହିଚନ୍ତି ଯେ, କଟକରୁ ଲୋକସଭା ଆସନରୁ ଲଢିବା ପାଇଁ ବିଜେପି … Read More

ଧର୍ମେନ୍ଦ୍ରଙ୍କ ଶତ୍ରୁ ବିନାଶ ଯୋଜନା

ମୋଦି ସରକାରର ଏକାନ୍ତ ଅନୁଗତ ତଥା ବିଶ୍ୱସ୍ତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଗାମୀ ଦିନରେ ନିଜକୁ ଏକଛତ୍ର ନେତା ଭାବେ ପ୍ରତିପାଦିତ କରିବା ପାଇଁ ଗୋଟି ଚାଳନା ଆରମ୍ଭ କରିଦେଇଛନ୍ତି। ଚଳିତ ନିର୍ବାଚନରେ ‘ଘଇତା ପଛକେ ମରୁ; ସଉତୁଣୀ ରାଣ୍ଡ ହେଉ’ … Read More

କଂଗ୍ରେସକୁ ଶକ୍ତ ଧକ୍କା : ମୁକ୍ତିକାନ୍ତ ନିର୍ବାଚନ ଲଢ଼ିବାକୁ ରୋକଠୋକ୍ ମନା କଲେ

ନିର୍ବାଚନରେ ଦଳୀୟ ଟିକେଟ ପାଇଁ କଂଗ୍ରେସ ନେତାମାନଙ୍କ ମଧ୍ୟରେ ଛକାପଞ୍ଝା ଲାଗି ରହିଛି। ରାଉରକେଲା ବିଧାନସଭା ଆସନରୁ ମୁକ୍ତିକାନ୍ତ ବିଶ୍ୱାଳଙ୍କୁ ପ୍ରାର୍ଥୀ କରିବାକୁ କଂଗ୍ରେସ ଗତକାଲି ବିଳମ୍ବିତ ରାତ୍ରିରେ ଘୋଷଣା କରିବାର ୨୪ଘଣ୍ଟା ନପୁରୁଣୁ ସେ ନିର୍ବାଚନ ଲଢ଼ିବାକୁ ରୋକଠୋକ୍ ମନା … Read More

ୟୁପି ଓ କେରଳରୁ ଲଢ଼ିବେ ରାହୁଲ ଗାନ୍ଧି

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ପ୍ରଥମ ଥର ପାଇଁ ପାରିବାରିକ ଆସନ ଆମେଥି ସହିତ କର୍ଣ୍ଣାଟକା ଏବଂ କେରଳ ସୀମାବର୍ତ୍ତୀ ଅଞ୍ଚଳ ୱାଇନାଡ଼ ଆସନରୁ ଲଢ଼ିବେ । ତେବେ ତାଙ୍କ ପ୍ରାର୍ଥୀତ୍ୱ ନେଇ ବିଧିବଦ୍ଧ ଘୋଷଣା ହୋଇନଥିଲେ ମଧ୍ୟ ଦଳର କେରଳ … Read More