ସକାଳ ୧୦ ସୁଦ୍ଧା ଗଣତି: ଦେଶ ଢଳୁଛି ମୋଦିଙ୍କ ଆଡ଼କୁ, ୫୧୧ରୁ ୨୭୭ରେ ବିଜେପି ଆଗୁଆ

ଚାଲିଛି ୫୪୨ ଲୋକସଭା ଆସନରେ ଭୋଟ୍‌ ଗଣତି। ଏଥିରୁ ୫୧୧ଟି ଆସନରେ ନିର୍ବାଚନ ଫଳାଫଳ ମୋଡ଼ ନେବା ଆରମ୍ଭ କଲାଣି। ଏ ଭିତରୁ ୨୭୭ଟି ଆସନରେ ଲଗାତାର ବିଜେପି ଆଗକୁ ବଢ଼ି ଚାଲିଛି। ଆଉ କଂଗ୍ରେସର ସ୍ଥିତି ତଳ ଉପର ହୋଇ … Read More

ପ୍ରଦୀପ ଅମାତ ପଛରେ

ଓଡ଼ିଶାରେ ମୋଟ ୧୪୬ଟି ବିଧାନସଭା ଆସନ ପାଇଁ ମତଦାନ ହୋଇଥିବା ବେଳେ ୨୩ଟିର ଗଣତିର ଫଳାଫଳ ଆସୁଛି। ଏଥିରୁ ୧୭ଟିରେ ବିଜେଡି ଆଗରେ ରହିଥିବା ବେଳେ ୫ଟିରେ ବିଜେପି ଆଗରେ ରହିଛି। ସେହିପରି କଂଗ୍ରେସ ଗୋଟିଏ ଆସନରେ ଆଗରେ ଚାଲିଛି। ବିଜେଡି … Read More

ଆମେଠିରେ ରାହୁଲ ପଛୁଆ

ସାଧାରଣ ନିର୍ବାଚନ ପାଇଁ ସାରା ଦେଶରେ ଆଜି ଗଣତି ଚାଲିଛି। ତେବେ ଆମେଠିରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ପଛରେ ଚାଲିଥିବା ବେଳେ ବିଜେପି ନେତ୍ରୀ ସ୍ମୃତି ଇରାନୀ ଆଗରେ ଚାଲିଛନ୍ତି। ତେବେ କେରଳର ୱାଇନାଡ଼ ଆସନରେ ରାହୁଲ ଆଗରେ ଅଛନ୍ତି। … Read More

ନବରଙ୍ଗପୁର, ବଲାଙ୍ଗିରରେ ଓ ଢେଙ୍କାନାଳରେ ବିଜେପି ଆଗୁଆ

ଆଜି ସାରା ଦେଶରେ ଭୋଟ୍ ଗଣତି ଚାଲିଥିବା ବେଳେ ବିଜେପି ଆଗୁଆ ରହିଛି। ଓଡ଼ିଶାରେ ମଧ୍ୟ ପ୍ରାରମ୍ଭରୁ ବିଜେପି ଆଗରେ ଚାଲିଛି। ଏଠାରେ ଦଳ ଆଗରେ ଚାଲିଛି। ବିଜେପି ଲୋକସଭା ପ୍ରାର୍ଥୀ ବଳଭଦ୍ର  ମାଝି ନବରଙ୍ଗପୁରରେ, ବଲାଙ୍ଗିର ଲୋକସଭା ଆସନରେ ବିଜେପି … Read More

ରାଜ୍ୟର ୧୪୬ ଆସନରୁ ମିଳିବ ବଡ଼ ଫଳ: ଶଙ୍କା, ଆଶଙ୍କାରେ୧୧୩୭ ପ୍ରାର୍ଥୀ

ଭୁବନେଶ୍ଵର, (ଓଟି): କେନ୍ଦ୍ରାପଡ଼ା ଜିଲ୍ଲାର ପାଟକୁରା ବିଧାନସଭା ନିର୍ବାଚନ ମଣ୍ଡଳୀକୁ ଛାଡ଼ି ଅନ୍ୟ ୧୪୬ଟି ଆସନରେ ଆଜି ଫଳାଫଳ ସ୍ପଷ୍ଟ ହେବ। କେଉଁ ନିର୍ବାଚନ ମଣ୍ଡଳୀରେ କିଏ ପ୍ରତିନିଧି ହେବେ. ଆସନ୍ତା ୫ ବର୍ଷ ପାଇଁ ବିଧାନସଭାରେ କିଏ ସେମାନଙ୍କ ସମସମ୍ୟା … Read More

ଆସନ୍ତାକାଲି ପରିବାରବାଦର ପରୀକ୍ଷା ଫଳ

ଆସନ୍ତାକାଲି ସବୁ ଦଳର ପ୍ରାର୍ଥୀଙ୍କ ରାଜନୈତିକ ଭାଗ୍ୟର ଫଇସଲା ହେବ। କିନ୍ତୁ ଏଥର ନିର୍ବାଚନରେ ଭୋଟରମାନେ ପରିବାରବାଦକୁ ସମର୍ଥନ ନା ପ୍ରତ୍ୟାଖ୍ୟାନ କରୁଛନ୍ତି, ଏହାରି ଉପରେ ରହିବ କିନ୍ତୁ ସମସ୍ତଙ୍କ ନଜର। କାରଣ ପ୍ରଥମ ଥର ପାଇଁ ଏହି ନିର୍ବାଚନରେ ସର୍ବାଧିକ … Read More

୨୦୧୯ରେ ହୋଇଛି ୬୭.୧% ରେକର୍ଡ଼ ଭୋଟିଂ

୨୦୧୯ ଲୋକସଭା ନିର୍ବାଚନ ପାଇଁ ମତଦାନ ସରିଥିଲା ବେଳେ ଏଥର ହୋଇଛି ରେକର୍ଡ଼ ଭୋଟିଂ। ୨୦୧୪ ରେକର୍ଡ଼ ମଧ୍ୟ ଭାଙ୍ଗିଛି। ଗତ ନିର୍ବାଚନ ତୁଳନାରେ ଏଥର ୧.୧୬% ଅଧିକ ଭୋଟିଂ ହୋଇଥିଲା ବେଳେ ଏହି ସଂଖ୍ୟା ଆଉ କିଛି ବଢ଼ିପାରେ। ୨୦୧୪ରେ … Read More

ବଢ଼ିଚାଲିଛି ନେତାଙ୍କ ହାର୍ଟବିଟ‍୍‌

ମାତ୍ର ୬-୭ମାସ ତଳେ ବିରାଟ ହୋର୍ଡିଂ ରାଜଧାନୀରେ ଛାଇ ହୋଇଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ଫଟୋ ପାଖରେ ଲେଖା ଥିଲା ‘ମାଇଁ ହାର୍ଟ ବିଟ୍ସ ଫର ହକି’। ଏହାପରେ ସୋସିଆଲ ମିଡିଆରେ ବିଜୁ ଜନତା ଦଳ ଓ ନବୀନ ପ୍ରଶଂସକମାନଙ୍କ ମଧ୍ୟରେ ଚାଲିଲା ପ୍ରତିଯୋଗିତା … Read More

୨୦୧୯ ନିର୍ବାଚନ : ନେତାଙ୍କୁ ସୁରକ୍ଷା ଥିଲା ବଡ଼ ଚାଲେଞ୍ଜ

୨୦୧୯ ନିର୍ବାଚନ ସରିଯାଇଛି। ଏବେ କେବଳ ଫଳାଫଳକୁ ଅପେକ୍ଷା। ପ୍ରଚାର ଥମିବା ପରେ ସୁରକ୍ଷାବଳଙ୍କ ଲାଗି ଥିବା ଏକ ବଡ଼ ଆହ୍ୱାନ ପାର ହୋଇଯାଇଛି। କାରଣ ଏଥର ସାଧାରଣ ନିର୍ବାଚନ ବେଳେ ବିଭିନ୍ନ ଦଳର ଅତି ବିଶିଷ୍ଟ ବ୍ୟକ୍ତିମାନଙ୍କୁ ସୁରକ୍ଷା ପ୍ରଦାନ … Read More

ସବୁଠୁ ମହଙ୍ଗା ଭାରତର ନିର୍ବାଚନ

ଏପ୍ରିଲ ୧୧ରୁ ଆରମ୍ଭ ହୋଇଥିବା ଭାରତୀୟ ଗଣତନ୍ତ୍ରର ସବୁଠୁ ବଡ଼ ପର୍ବ ନିର୍ବାଚନ ପ୍ରକ୍ରିୟା ମେ’୧୯ରେ ଶେଷ ହୋଇଛି। ୭ଟି ପର୍ଯ୍ୟାୟରେ ଏହି ନିର୍ବାଚନ ହୋଇଥିଲା ବେଳେ ଏହା ବିଶ୍ୱର ସବୁଠୁ ମହଙ୍ଗା ନିର୍ବାଚନ ଭାବେ ସାବ୍ୟସ୍ତ ହୋଇଛି। ସେଣ୍ଟର ଫର … Read More