ବିଜେପିରେ ଉତ୍କଳ ଭାରତ ବିଲୀନ: ଖାରବେଳ ପୁଣି ଧରିଲେ ପଦ୍ମ, ଲଢ଼ିବେ କନ୍ଧମାଳରୁ

ଉତ୍କଳ ଭାରତ ରାଜନୀତିକ ଦଳର ପ୍ରତିଷ୍ଠାତା ତଥା ପୂର୍ବତନ ସାଂସଦ ଐରଖାରବେଳ ସ୍ଵାଇଁ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। ତାଙ୍କ ସହ ଉତ୍କଳ ଭାରତର ସମସ୍ତ କାର୍ଯ୍ୟକର୍ତ୍ତା ମଧ୍ୟ ବିଜେପିରେ ସାମିଲ୍‌ ହୋଇଛନ୍ତି। ଏହାଦ୍ଵାରା ଉତ୍କଳ ଭାରତର ବିଲୀନ ହୋଇଛି। … Read More

ବିଜେପିର ଔରଙ୍ଗଜେବ ଧର୍ମେନ୍ଦ୍ର : ରାଜ କିଶୋର ଦାସ

ବିଜେପିର ଏକଦା ଅତି କ୍ଷମତାଶାଳୀ ସାଧାରଣ ସମ୍ପାଦକ ଥିବା ତଥା ମୟୁରଭଞ୍ଜ ବିଜେପି ନେତା ରାଜକିଶୋର ଦାସ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବାକୁ ପାଗଭିଡି ବସିଥିବା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦଳର ଔରଙ୍ଗଜେବ ବୋଲି ଅଭିହିତ କରିଛନ୍ତି। ଧର୍ମେନ୍ଦ୍ରଙ୍କୁ ଏଭଳି କଟୁ … Read More

ନିର୍ବାଚନ ଘୋଷଣାପତ୍ର : ପ୍ରତି ପରିବାରକୁ ମାସିକ ୧୦ ଲିଟର ମଦ

ଗୃହିଣୀମାନଙ୍କୁ ଘର ଚଳାଇବା ପାଇଁ ମାସିକ ୨୫ ହଜାର ଟଙ୍କା ନବ ବିବାହିତଙ୍କୁ ୧୦ଲକ୍ଷ ଟଙ୍କା ସହିତ ୧୦ଟି ସୁନା ଟଙ୍କା ନିର୍ବାଚନ ଜିତିବା ପାଇଁ ପ୍ରାର୍ଥୀମାନେ ପ୍ରତିଶ୍ରୁତି ଦେବା ବେଳେ ନିଜର ତଥା ସମାଜର ମର୍ଯ୍ୟାଦାକୁ କିପରି ଭୂଲି ଯାଇ … Read More

ବିଜେଡିର ୪ ବିଧାୟକଙ୍କ ଟିକେଟ୍‌ କଟିଲା

ବିଜେଡିର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ୯ଜଣ ପ୍ରାର୍ଥୀ ତାଲିକା ଘୋଷଣା କରିଥିବା ବେଳେ ଏଥିମଧ୍ୟରୁ ୪ ବିଧାୟକଙ୍କ ଟିକେଟ କାଟିଛନ୍ତି । ଏପରିକି ମନ୍ତ୍ରୀ ଥିବା ଲୋକସିଂହାରୁ ଯୋଗେନ୍ଦ୍ର ବେହେରାଙ୍କୁ ମଧ୍ୟ … Read More

ଦକ୍ଷିଣ ଭାରତରେ ମୋଦିଙ୍କ କାମକୁ କମ‍୍‌ ସମର୍ଥନ

ଦକ୍ଷିଣ ଭାରତର ପଡ଼ୁଚେରୀ, କେରଲ ଓ ତାମିଲନାଡୁରେ ଲୋକମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କ କାମକୁ ନେଇ ସବୁଠାରୁ କମ‍୍‌ ସନ୍ତୁଷ୍ଟ ଥିବାବେଳେ ଝାଡ଼ଖଣ୍ଡ, ରାଜସ୍ଥାନ ଓ ଗୋଆର ଲୋକମାନେ ସବୁଠାରୁ ଅଧିକ ସନ୍ତୁଷ୍ଟ ବୋଲି ମତ ଦେଇଛନ୍ତି। ସି-ଭୋଟର-ଆଇଏନଏସ ଟ୍ରାକର ପକ୍ଷରୁ ଲଗାତର … Read More

ବିଜେପିରେ ଯୋଗଦେଲେ ପ୍ରକାଶ ମିଶ୍ର

ଆଜି ରାଜ୍ୟ ବିଜେପି କାର୍ଯ୍ୟାୟଳରେ ପ୍ରକାଶ ମିଶ୍ର ବିଜେପିରେ ଯୋଗ ଦେଇଛନ୍ତି। ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ପ୍ରକାଶ ମିଶ୍ର ବିଜେପିରେ ସାମିଲ ହୋଇଛନ୍ତି। ସେହିପରି ଶନିବାର ବିଜେଡ଼ି ଛାଡ଼ିଥିବା ପୂର୍ବତନ ବିଧାୟକ ବୃନ୍ଦାବନ ମାଝୀ ମଧ୍ୟ ବିଜେପିରେ … Read More

ଡା. ସମ୍ୱିତ ପାତ୍ର : କାଶ୍ମୀର ଗେଟ ନିଗମ ପରାଜୟରୁ ପୁରୀ ଲୋକସଭା ପ୍ରାର୍ଥୀ

ବ୍ରାହ୍ମଣ ସମୀକରଣ ଉପରେ ନଜର ୧୯୫୨ରୁ ବିଜେପି ଜିତି ନାହିଁ ପୁରୀ ଲୋକସଭା ଧର୍ମକ୍ଷେତ୍ର ପୁରୀରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକସଭା ନିର୍ବାଚନ ଲଢ଼ିବେ ବୋଲି ଯେଉଁ ପ୍ରଚାର ହେଉଥିଲା ବିଜେପିର ମୁଖପାତ୍ର ଡା. ସମ୍ୱିତ ପାତ୍ରଙ୍କ ନାମ ଘୋଷଣା ପରେ … Read More

ହୋଲି ଶୁଭେତ୍ସା ଜରିଆରେ ଉପସ୍ଥିତି ଜାହିର କଲେ ଅରୁପ

ଅପରାଜିତା ଷଡ଼ଙ୍ଗୀଙ୍କୁ ଭୁବନେଶ୍ୱର ଲୋକସଭା ପାଇଁ ପ୍ରାର୍ଥୀ ହେବା ପରେ ତାଙ୍କୁ ମୁକାବିଲ୍ଳା କରିବା ପାଇଁ ଜଣେ ପୂର୍ବତନ ପ୍ରଶାସକ ତଥା ବିଜେଡି ନେତା ଅରୁପ ପଟ୍ଟନାୟକ ହୋଲି ଶୁଭେତ୍ସା ଜରିଆରେ ଉପସ୍ଥିତି ଜାହିର କରିଛନ୍ତି। ତାଙ୍କ ନାମ ଭୁବନେଶ୍ୱର ଳୋକସଭା … Read More

କେନ୍ଦ୍ରରେ ଏଥର ଝୁଲା ସଂସଦ : ନବୀନ

ବିଜେଡିର ପ୍ରଚାର ଆରମ୍ଭ ଓଡ଼ିଶା ହକ୍ ପାଇଁ ବିଜେପି କେବେ ଲଢ଼ିନାହିଁ ବିଜେଡିର ରିମୋଟ୍ କଣ୍ଟ୍ରୋଲ ସାଢେ ୪କୋଟି ଓଡ଼ିଆଙ୍କ ପାଖରେ ରହିଛି ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜ୍ୟ ରାଜନୀତି ସେତିକି ସରଗରମ ହେଉଛି। ବିଭିନ୍ନ ପର୍ଯ୍ୟାୟର ନିର୍ବାଚନ ପାଇଁ … Read More

ରାହୁଲଙ୍କୁ କେରଳର ୱେନାର୍ଡରୁ ମୁକାବିଲ୍ଲା କରିବେ ସ୍ମୃତି

ଭାରତର ଯେ କୌଣସି ନିର୍ବାଚନ ମଣ୍ଡଳୀରେ ରାହୁଲ ଗାନ୍ଧୀ ଛିଡାହେଲେ ବି ବିଜେପି ନେତ୍ରୀ ସ୍ମୃତି ଇରାନୀ ତାଙ୍କର ମୁକାବିଲ୍ଲା କରିବେ। ସେ ଆମେଥି ହେଉକି କେରଳର ୱେନାର୍ଡ ହେଉ ସେଠି ମଧ୍ୟ ଲଢ଼ିବାକୁ ସ୍ମୃତି ଇରାନୀ ପ୍ରସ୍ତୁତ ଅଛନ୍ତି ବୋଲି … Read More