ପ୍ରାର୍ଥୀ ବଦଳାଇଲା କଂଗ୍ରେସ, ୪ନୂଆ ପ୍ରାର୍ଥୀଙ୍କ ନାଁ ଘୋଷଣା

ଭୁବନେଶ୍ଵର, (ଓଟି): ରାଜ୍ୟ ବିଧାନସଭା ପାଇଁ ୪ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି କଂଗ୍ରେସ। ଏଥିରେ ଦୁଇଜଣ ପୂର୍ବ ଘୋଷିତ ପ୍ରାର୍ଥୀଙ୍କୁ ବଦଳାଯାଇଥିବା କୁହାଯାଇଛି। ସେମାନେ ହେଲେ ରାଉରକେଲାର ମୁକ୍ତିକାନ୍ତ ବିଶ୍ଵାଳ ଏବଂ ହିଞ୍ଜିଳିରୁ ପ୍ରାର୍ଥୀ ଭାବେ ଟିକେଟ୍‌ ପାଇଥିବା ରାମକୃଷ୍ଣ … Read More

ସମ୍ପୂର୍ଣ୍ଣ ‘ହିନ୍ଦୁତ୍ଵ’ ଆଜେଣ୍ଡାରେ ସମ୍ବିତଙ୍କ ପ୍ରଚାର ଆରମ୍ଭ

ଜଗନ୍ନାଥ ଧାମ ପୁରୀ ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ଚୌକିଦାର ସମ୍ବିତ ପାତ୍ର ପୁରୀରେ ପ୍ରଚାର ଆରମ୍ଭ କରିଛନ୍ତି। ପ୍ରଥମ ଦିନରେ ତାଙ୍କର ଚେହେରା, ଭାଷା, ପରିବେଷଣ ଣୈଳୀ ଏବଂ ଆଚରଣରେ କେବଳ ‘ହିନ୍ଦୁତ୍ଵ’ ହିଁ ସାମ୍ନାକୁ ଆସିଛି। ଅର୍ଥାତ୍‌ ପୁରୀ … Read More

କଂଗ୍ରେସର ଗରିବୀ କାର୍ଡ : ଗରିବ ପରିବାରକୁ ୭୨ହଜାର ଟଙ୍କା ଦେବାର ପ୍ରତିଶ୍ରୁତି

ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଗରିବି କାର୍ଡ଼ ଖେଳିଛନ୍ତି। ଦେଶର ୨୫ କୋଟି ଭୋଟରଙ୍କୁ ନିଜ ଆଡକୁ ଆକୃଷ୍ଟ କରିବା ପାଇଁ ଗୋଟିଚାଳନା କରିଛନ୍ତି ରାହୁଲ ଗାନ୍ଧୀ। କଂଗ୍ରେସ କ୍ଷମତାକୁ ଆସିଲେ ପ୍ରତ୍ୟେକ ବର୍ଷ ଗରିବ ପରିବାରଙ୍କୁ … Read More

ସୌମ୍ୟ ବି ଖୋଜୁଛନ୍ତି ବିଜେଡି ଟିକେଟ୍‌

ନିକଟରେ ବିଜେଡିରେ ଯୋଗ ଦେଇ ରାଜ୍ୟସଭା ସାଂସଦ ହୋଇଥିବା ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ପୁଣିଥରେ ଟିକେଟ୍‌ ରେସ୍‌ରେ। ବିଧାନସଭା ହେଉ କି ଲୋକସଭା ସେ କୌଣସି ନା କୌଣସି ଆସନ ପାଇଁ ଲଢ଼ିବାକୁ ଆଶାୟୀ। ସୌମ୍ୟଙ୍କ ଏହି ଆଶାକୁ ନେଇ … Read More

ପୁରୀର ବିକାଶକୁ ପ୍ରସଙ୍ଗ କରି ସେ ଲୋକଙ୍କ ପାଖକୁ ଯିବି : ଡା. ସମ୍ୱିତ ପାତ୍ର

କାହିଁକି ସଂସଦରେ ଶୁଭୁନି ପୁରୀର ସ୍ୱର ଦେଶକୁ ଦରକାର ମଜବୁତ ସରକାର, ମଜବୁର ସରକାର ନୁହେଁ ଏଥର କେନ୍ଦ୍ରରେ ପୁଣି ଝୁଲା ସରକାର ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଥିବା ମନ୍ତବ୍ୟକୁ ବିଜେପିର ପୁରୀ ଲୋକସଭା ପ୍ରାର୍ଥୀ ତଥା ମୁଖପାତ୍ର ଡା. … Read More

ହିଞ୍ଜିଳି: ନବୀନଙ୍କ ବିରୋଧରେ ପୀତାମ୍ବର ହେବେ ବିଜେପି ପ୍ରାର୍ଥୀ

ଭୁବନେଶ୍ଵର, (ଓଟି): ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ବିଜେପିର ପ୍ରାର୍ଥୀ ଭାବେ ପୀତାମ୍ବର ଆଚାର୍ଯ୍ୟଙ୍କୁ ଚୟନ କରିଛି ବିଜେପି। ସୋମବାର ପ୍ରକାଶିତ ବିଜ୍ଞପ୍ତିରେ ଦଳ ପକ୍ଷରୁ କୁହାଯାଇଛି ଯେ, ପୀତାମ୍ବର ହିଞ୍ଜିଳିରୁ ପ୍ରାର୍ଥୀ ହେବେ। ଖୁବ୍‌ଶୀଘ୍ର ସେ … Read More

ନିର୍ବାଚନ ଲଢିବେ ନାହିଁ ଦିଲୀପ ତିର୍କୀ!

ବିଜୁ ଜନତା ଦଳ ପକ୍ଷରୁ ସପ୍ତାହକ ଆଗରୁ ସୁନ୍ଦରଗଡ଼ ଜିଲ୍ଲାର ୭ଟି ବିଧାନସଭା କ୍ଷେତ୍ର ମଧ୍ୟରୁ ୬ଟି ଆସନରେ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇ ସାରିଛି। ତେବେ ଏପର୍ଯ୍ୟନ୍ତ ବୀରମିତ୍ରପୁର ଆସନ ପାଇଁ ଦଳ ପକ୍ଷରୁ ବିଧିବଦ୍ଧ ଭାବେ କାହାରି ନାମ … Read More

ରାୟଗଡ଼ାରେ ଭୋଟ୍‌ ବର୍ଜନ ଡାକରା

ରାୟଗଡ଼ା, (ଓଟି): ମାଓବାଦୀଙ୍କ ପକ୍ଷରୁ ଭୋଟ୍‌ ବର୍ଜନ ଡାକରା ଦିଆଯାଇଛି। ରାୟଗଡ଼ା ଜିଲ୍ଲା ବାଘୁନା ଡିଭିଜନାଲ୍‌ କମିଟି ପକ୍ଷରୁ ଏଥିନେଇ ପୋଷ୍ଟର ମରାଯାଇଛି। ଏପ୍ରିଲ୍‌ ୧୧ରେ ରାୟଗଡ଼ାରେ ହେବାକୁ ଥିବା ନିର୍ବାଚନକୁ ବର୍ଜନ କରିବାକୁ ସେମାନେ ଡାକରା ଦେଇଛନ୍ତି। ରାୟଗଡ଼ା ଏରିଆ … Read More

ବିଜେପିର ପ୍ରାର୍ଥୀ ତାଲିକା ପ୍ରକାଶ: ଖାରବେଳ ପ୍ରକାଶଙ୍କ ସମେତ ୯ ବିଧାନସଭା ପାଇଁ ନାଁ ଘୋଷଣା

ଭୁବନେଶ୍ଵର, (ଓଟି): ଭାରତୀୟ ଜନତା ପାର୍ଟି ଏହାର ୮ମ ଲୋକସଭା ପ୍ରାର୍ଥୀ ତାଲିକା ଓ ତୃତୀୟ ଓଡ଼ିଶା ବିଧାରନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। ଏଥିରେ କନ୍ଧମାଳ ଏବଂକଟକ ଲୋକସଭା ସମେତ ୯ ବିଧାନସଭା କ୍ଷେତ୍ର ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା … Read More

ସ୍ବାଧୀନ ପ୍ରାର୍ଥୀ ହେବେ ସୀମନ୍ତିନୀ!

ଯାଜପୁର ଜିଲ୍ଲା ବଡଚଣାରେ ବିଜେପିର ନୂଆ ଓ ପୁରୁଣା ବିବାଦ ଏବେ ଚରମ ସୀମାରେ ପହଞ୍ଚିଛି। ଗତ ୨୦୧୪ରେ ବଡଚଣାରେ ବିଜେପି ପ୍ରାର୍ଥିନୀ ହୋଇଥିବା ବିଜେପି ରାଜ୍ୟ ସମ୍ପାଦିକା ସୀମନ୍ତିନୀ ଜେନା ଏଥର ଟିକେଟ୍ ପାଇନଥିବା ବେଳେ ନୂତନ ଭାବେ ଦଳରେ … Read More