ମୋଦିଙ୍କ ପରେ କିଏ?

ଅମିତ୍ ଶାହଙ୍କ ନେତୃତ୍ୱରେ ୨୦୨୪ ନିର୍ବାଚନ ଲଢ଼ିବ ବିଜେପିନିଜକୁ ଜନତାଙ୍କ ନେତା ବୋଲି ପ୍ରମାଣ କରିବାକୁ ଲୋକସଭା ନିର୍ବାଚନରେ ଶାହ ଗତ ସପ୍ତାହରେ ବିଜେପିର ପ୍ରାର୍ଥୀ ତାଲିକାରେ ଗାନ୍ଧୀ ନଗର ଲୋକସଭା ଆସନରୁ ଅମିତ୍ ଶାହଙ୍କ ନାମ ଘୋଷଣା କରି ବିଜେପି … Read More

ବିଜେପିରେ ଜୟାପ୍ରଦା

ମଙ୍ଗଳବାର ବିଜେପିରେ ମିଶିଛନ୍ତି ପୂର୍ବତନ ସାଂସଦ ତଥା ଲୋକପ୍ରିୟ ବଲିଉଡ୍ ଅଭିନେତ୍ରୀ ଜୟାପ୍ରଦା। ଦିଲ୍ଲୀ ସ୍ଥିତ ବିଜେପି କାର୍ଯ୍ୟାଳୟରେ ଜୟାପ୍ରଦା ବିଧିବଦ୍ଧଭାବେ ବିଜେପିରେ ମିଶିଛନ୍ତି। ଏହି ଅବସରରେ ବିଜେପିର ବହୁ ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ଥିଲେ।   ଏହି ଲୋକପ୍ରିୟ ଅଭିନେତ୍ରୀ ଏନ୍ … Read More

ନୂଆ ଅବତାରରେ ରାହୁଲଙ୍କ ‘ଗରିବୀ ହଟାଅ’

୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ପାର୍ଟି ବଡ ଘୋଷଣା କରିଛି। ନିର୍ବାଚନରେ ଯଦି କଂଗ୍ରେସ କ୍ଷମତାକୁ ଆସେ ତେବେ ଦେଶର ୨୦ ପ୍ରତିଶତ ସବୁଠାରୁ ଗରିବ ପରିବାରକୁ ବାର୍ଷିକ ୭୨ ହଜାର ଟଙ୍କା ଦିଆଯିବ ବୋଲି ରାହୁଲ ଗାନ୍ଧୀ ପ୍ରତିଶ୍ରୁତି … Read More

ଘଷିପୁରାରୁ ଆରମ୍ଭ ହେଲା ରାଜନୈତିକ ହିଂସା

ପୂର୍ବତନ ସ୍ୱାଧୀନ ପ୍ରାର୍ଥୀ ତଥା ଆନନ୍ଦପୁର ବ୍ଲକର ପୂର୍ବତନ ଅଧ୍ୟକ୍ଷ ରାମଚନ୍ଦ୍ର ବେହେରାଙ୍କୁ ଘରୁ ଡାକି ନେଇ ଦୁଇ ହାତ- ଗୋଡ଼ କାଟି ହତ୍ୟା ନିର୍ବାଚନ ପୂର୍ବରୁ କେନ୍ଦୁଝର ଜିଲ୍ଲା ଘଷିପୁରା ନିର୍ବାଚନ ମଣ୍ଡଳୀରେ ରାଜନୈତିକ ହିଂସା ଦେଖିବାକୁ ମିଳିଛି। ଘଷିପୁରା … Read More

୯୦କୋଟି ଭୋଟରଙ୍କ ପାଇଁ ୩୩ କୋଟି ଟଙ୍କାର କାଳି

ଭାରତୀୟ ନିର୍ବାଚନ କମିଶନ ଲୋକସଭା ନିର୍ବାଚନ ପ୍ରସ୍ତୁତ ପାଇଁ ଜୋରସୋରରେ ଲାଗିପଡିଛନ୍ତି। ନିର୍ବାଚନର ଏକ ବଡ଼ ଭାଗ ହେଉଛି ଭୋଟିଂ ସମୟରେ ବ୍ୟବହୃତ ହେଉଥିବା କାଳି। ନିର୍ବାଚନକୁ ଦୃଷ୍ଟିରେ ରଖି କମିଶନ ୨୬ ଲକ୍ଷ ବୋତଲ କାଳି ଅର୍ଡର କରିଛନ୍ତି। ପାଖାପାଖି … Read More

ଆଦିବାସୀ ବହୁଳ ଜିଲ୍ଲାରେ ନୋଟାକୁ ଅଧିକ ସମର୍ଥନ

ସର୍ବଭାରତୀୟ ସ୍ତରରେ ୨ୟ ସ୍ଥାନରେ ଥିବା ନବରଙ୍ଗପୁରରେ ୪୪,୪୦୮ସର୍ବାଧିକ , ସର୍ବଭାରତୀୟ ସ୍ତରରେ ୫ମ ସ୍ଥାନରେ ଥିବା କୋରାପୁଟରେ ୩୩,୨୩୨ ଭୋଟ ୨୦୧୪ ଲୋକସଭା ନିର୍ବାଚନରେ ପ୍ରଥମ ଥର ପାଇଁ ନୋଟା ଅର୍ଥାତ ‘ନନ ଅଫ ଦ ଏଭବ’ର ବ୍ୟବହାର କରାଯାଇଥିଲା। … Read More

ସନତ କୁମାର ଗଡ଼ତିଆ ବିଜେପୁରରୁ ବିଜେପି ପ୍ରାର୍ଥୀ

ଭୁବନେଶ୍ଵର, (ଓଟି): ଭାରତୀୟ ଜନତା ପାର୍ଟିର କେନ୍ଦ୍ରୀୟ ନିର୍ବାଚନ କମିଟି ବିଜେପୁର ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଏହି ଅନୁସାରେ ପାର୍ଟି ଟିକେଟ୍‌ରେ ସନତ କୁମାର ଗଡ଼ତିଆ ନିର୍ବାଚନ ଲଢ଼ିବେ। ସେ ବିଜେଡି ପ୍ରାର୍ଥର ନବୀନ ପଟ୍ଟନାୟକଙ୍କ ବିରୋଧରେ ପ୍ରାର୍ଥୀ … Read More

ଧର୍ମେନ୍ଦ୍ରଙ୍କ ଦୌରାତ୍ମ୍ୟରୁ ବିଜେଡିରେ ମିଶିବେ ସୁବାସ!

ରାଜ୍ୟ ବିଜେପିର ପୋଷ୍ଟର ବୟ ତଥା କେନ୍ଦ୍ରୀୟ ନେତାଙ୍କ ଆର୍ଶିବାଦ ଯୋଗୁଁ ଦରାକୁ ସରା ମଣୁନଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦୌରାତ୍ମ୍ୟ ଯୋଗୁଁ ଆଜି ଦଳର ଜଣେ ସମର୍ପିତ ନେତା ରାଜ କିଶୋର ଦାସ ଶାସକ ବିଜୁ ଜନତା ଦଳରେ ଯୋଗ … Read More

ଲକ୍ଷ୍ୟ ହୀନ ଏନଜିଓରେ ପରିବର୍ତ୍ତନ ହେବାକୁ ଯାଉଛି ରାହୁଲଙ୍କ କଂଗ୍ରେସ

୨୦୧୯ ନିର୍ବାଚନର ପ୍ରଥମ ଚରଣ ମତଦାନ ଆଉ ମାତ୍ର ଦୁଇ ସପ୍ତାହ ପରେ ଆରମ୍ଭ ହେବ। ଏବେ ଆସନ୍ତୁ ଦେଖିବା ଏହି ନିର୍ବାଚନୀ ମହାସମର ପାଇଁ କଂଗ୍ରେସ ପାର୍ଟି କେତେ ଦୂର ପ୍ରସ୍ତୁତ ହୋଇଛି। ଏହାର ସେନାପତି, ପଦାତିକ ସୈନିକ କେତେ … Read More

ଫୁଲବାଣୀରୁ ଅଙ୍ଗଦ କଅଁର ଏବଂ ବୀରମିତ୍ରପୁରରୁ ମାଖଲୁ ଏକ୍କା ବିଜେଡି ପ୍ରାର୍ଥୀ

ଭୁବନେଶ୍ଵର, (ଓଟି): ବିଜୁ ଜନତାଦଳ ପକ୍ଷରୁ ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ ଅନ୍ତର୍ଗତ ଦୁଇଟି ବିଧାନସଭା ମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ବୀରମିତ୍ରପୁରରେ ବିଜେଡି ମାଖଲୁ ଏକ୍କାଙ୍କୁ ପ୍ରାର୍ଥୀ ଭାବେ ଚୟନ କରିଥିବାବେଳେ ଫଲବାଣୀ ବିଧାନସଭା ମଣ୍ଡଳୀରୁ ଅଙ୍ଗଦ କଅଁରଙ୍କୁ ପ୍ରାର୍ଥୀ … Read More