ନିର୍ବାଚନରେ୯୦ କମ୍ପାନୀ କେନ୍ଦ୍ରୀୟ ସୁରକ୍ଷାବଳ ଆବଶ୍ୟକବେଳେ ଓଡିଶାକୁ ମିଳିଛି ମାତ୍ର ୩୨ କମ୍ପାନୀ

ନିର୍ବାଚନ ପାଇଁ କେନ୍ଦ୍ର ସରକାର ଆବଶ୍ୟକ ସଂଖ୍ୟକ ସୁରକ୍ଷାବଳ ଯୋଗାଉ ନଥିବାରୁ ସୁରୁଖୁରୁରେ ନିର୍ବାଚନ ପରିଚାଳନା କରିବା ରାଜ୍ୟ ପୁଲିସ୍‍ ପାଇଁ ଆହ୍ୱାନ ହୋଇଛି। ରାଜ୍ୟ ସରକାର ୯୦ କମ୍ପାନୀ କେନ୍ଦ୍ରୀୟ ସୁରକ୍ଷାବଳ ଆବଶ୍ୟକ କରୁଥିବାବେଳେ ଓଡିଶାକୁ ମିଳିଛି ମାତ୍ର ୩୨ … Read More

ବିଜେଡିରେ ଦିଲୀପ ରାୟଙ୍କର ଆବଶ୍ୟକତା ନାହିଁ

ରାଉରକେଲା ଉନ୍ନତି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ବିଶୋଦଗାର କରି ବିଜେପିରୁ ଇସ୍ତଫା ଦେଇଥିବା ରାଜନେତା ତଥା ବିଶିଷ୍ଟ ବ୍ୟବସାୟୀ ଦିଲୀପ ରାୟ ବିଜେଡି ଯିବେ ବୋଲି ଯେଉଁ ଚର୍ଚ୍ଚା ହେଉଥିଲା ତାର ଆଉ ସମ୍ଭାବନା ନାହିଁ ବୋଲି ରାଜନୀତିକ … Read More

ପୁରୀ ଲୋକସଭା : ବ୍ରାହ୍ମଣ ଲଢ଼େଇ

ଚଳିତ ନିର୍ବାଚନରେ ପୁରୀ ନିର୍ବାଚନ ମଣ୍ଡଳୀରେ ବିଜେପି ଡ଼ା ସମ୍ୱିତ ପାତ୍ରଙ୍କୁ ପ୍ରାର୍ଥୀ କରି ଯେଉଁ ବ୍ରାହ୍ମଣ ଓ ହିନ୍ଦୁତ୍ୱ କାର୍ଡ ଖେଳିବା ଆରମ୍ଭ କରିଛି ତାର ଉପଯୁକ୍ତ ମୁକାବିଲ୍ଳା କରିବା ପାଇଁ ଶାସକ ବିଜୁ ଜନତା ତାର ପୁରୁଣା ସାଂସଦ … Read More

ନିର୍ବାଚନ ଲଢ଼ିବେ ପ୍ରିୟଙ୍କା!

ନିର୍ବାଚନ ଲଢ଼ିବେ ନାହିଁ ବୋଲି ପୂର୍ବରୁ କହୁଥିବା ପ୍ରିୟଙ୍କା ଗାନ୍ଧି ଏବେ ନିଜର ଚିନ୍ତାଧାରା ବଦଳାଇଛନ୍ତି। ପ୍ରିୟଙ୍କା ଗାନ୍ଧି କହିଛନ୍ତି, ଦଳ କହିଲେ ମୁଁ ନିଶ୍ଚିତ ନିର୍ବାଚନ ମଇଦାନକୁ ଓହ୍ଲାଇ ଲଢ଼େଇ କରିବି। ପ୍ରିୟଙ୍କାଙ୍କ ଏଭଳି ବୟାନ ପରେ ରାଜନୀତିକ ଚର୍ଚ୍ଚା … Read More

ନିର୍ବାଚନୀ ମଇଦାନରେ ଚାରି ରାଜ୍ୟସଭା ସାଂସଦ

ବିଜେଡି ଆଜି ତାର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା ପରେ ନିର୍ବାଚନୀ ମଇଦାନକୁ ଚାରିଜଣ ରାଜ୍ୟସଭା ସାଂସଦ ଓହ୍ଲାଇଛନ୍ତି। ଏମାନଙ୍କ ମଧ୍ୟରୁ ତିନି ଜଣ ଲୋକସଭା ପାଇଁ ପ୍ରାର୍ଥୀ ହୋଇଥିବାବେଳେ ଜଣଙ୍କୁ ବିଧାନସଭା ଟିକଟ ମିଳିଛି।ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ରାଜ୍ୟସଭା … Read More

ପ୍ରଧାନମନ୍ତ୍ରୀ ମୋଦି ଜାତି ଉଦ୍ଦେଶ୍ୟରେ ଅଭିଭାଷଣକୁ ତର୍ଜମା କରୁଛନ୍ତି ନିର୍ବାଚନ କମିଶନ

ଏ-ସାଟ୍‌ ମିସାଇଲ୍‌ର ସଫଳ ପରୀକ୍ଷଣ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଯେପରି ଢ଼ଙ୍ଗରେ ଜାତି ଉଦ୍ଦେଶ୍ୟରେ ତାଙ୍କର ଅଭିଭାଷଣ ପ୍ରଦାନ କରିଛନ୍ତି, ତାହା ଆଦର୍ଶ ନିର୍ବାଚନ ଆଚରଣ ବିଧିର ଉଲ୍ଲଂଘନ କରିଛି ନା ନାହିଁ, ଏବେ ତାହାର ତର୍ଜମା ସବୁ … Read More

ମୋଦୀଙ୍କ ‘ମୁଁ ବି ଚୌକିଦାର’ କ୍ୟାମ୍ପନକୁ ନିର୍ବାଚନ କମିଶନଙ୍କ ନୋଟିସ‍୍‌

ନିର୍ବାଚନରେ ବିଜୟ ପାଇଁ ବଡ଼ ଉତ୍ସାହର ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆରମ୍ଭ କରିଥିବା ‘ମୁଁ ବି ଚୌକିଦାର’ କ୍ୟାମ୍ପେନକୁ ନିର୍ବାଚନ କମିଶନଙ୍କ ପକ୍ଷରୁ ଝଟକା ଲାଗିଛି। ଏହି ‘ମୁଁ ବି ଚୌକିଦାର’ କ୍ୟାମ୍ପେନ ବିରୋଧରେ ନିର୍ବାଚନ କମିଶନ ନୋଟିସ‍୍‌ ଦେଇଛନ୍ତି। … Read More

୩୬ ବିଧାନସଭା ଆସନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା

ଭୁବନେଶ୍ଵର,(ଓଟି): ଏକ ବଡ଼ ନିଷ୍ପତ୍ତି କ୍ରମେ ବିଜେଡି ସଭାପତି ୩୬ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। ନଜର ପକାଇ ନିଅନ୍ତୁ କିଏ କେଉଁଠୁ ହେବେ ପ୍ରାର୍ଥୀ। କେଉଁଠୁ କିଏ ( ବିଧାନସଭା ମଣ୍ଡଳୀ) ବ୍ରହ୍ମଗିରି ସଞ୍ଜୟ ଦାସବର୍ମା … Read More

ସି-ଭୋଟର ସର୍ଭେ: ଲୋକସଭାରେ ବିଜେଡିକୁ ମିଳିବ ୧୦ଓ ବିଜେପିକୁ ୧୧ ଆସନ

ଏନଡିଏ ୨୬୪, ୟୁପିଏକୁ ୧୪୩ ଆସନ,  ଅନ୍ୟ ୧୩୯, କେବଳ ବିଜେପିକୁ ୨୪୧- କଂଗ୍ରେସକୁ ୮୬ ଆଗାମୀ ଲୋକସଭା ନିର୍ବାଚନରେ ଓଡ଼ିଶାରେ ବିଜୁ ଜନତା ଦଳକୁ ୧୦ ଓ ବିଜେପିକୁ ୧୧ଟି   ଆସନ ମିଳିବ।    ଆଇଏଏନଏସ ପକ୍ଷରୁ ସି-ଭୋଟର କରିଥିବା … Read More

ଭୁବନେଶ୍ଵରରୁ ଅରୁପ ହେବେ ବିଜେଡି ପ୍ରାର୍ଥୀ, ୯ ପ୍ରାର୍ଥୀଙ୍କ ନାଁ ଘୋଷଣା

ଆଉ ୯ ଲୋକସଭା ଆସନ ପାଇଁ ବିଜେଡି ତାହାର ପ୍ରାର୍ଥୀ ଘୋଷଣା କରିଛି। ଭୁବନେଶ୍ୱରରୁ ଅରୂପ ପଟ୍ଟନାୟକଙ୍କୁ ଦଳ ପ୍ରାର୍ଥୀ କରିଥିବା ବେଳେ ପ୍ରସନ୍ନ ପାଟ୍ଟଶାଣୀଙ୍କୁ ରାଜ୍ୟସଭାକୁ ପଠାଇବାକୁ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ଏନେଇ ସ୍ଵତନ୍ତ୍ର ଭାବେ ଗଣମାଧ୍ୟମକୁ ସୂଚନା … Read More