ଉଜ୍ଜଳା ଯୋଜନାର ବିଫଳତାର ଗୁମର ଖୋଲିଦେଲେ ସମ୍ୱିତ୍ ପାତ୍ର

ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ତଥା ପୁରୀ ଲୋକସଭା ଆସନର ଦଳୀୟ ପ୍ରାର୍ଥୀ ଡ଼ା. ସମ୍ୱିତ ପାତ୍ର ଆଜି ଅଜାଣତରେ ରାଜ୍ୟ ତଥା ପୁରୀ ଜିଲ୍ଲାରେ ମୋଦି ସରକାରଙ୍କ ବହୁ ପ୍ରଚାରିତ ଉଜ୍ଜଳା ଯୋଜନାର ବିଫଳତାକୁ ଟ୍ୱିଟ କରି ସାରା ଦେଶରେ ପଦାରେ … Read More

ଟିକଟ ଦାବିରେ ଗେଟରେ ତାଲା ପକାଇଲା ମହିଳା କଂଗ୍ରେସ

ରାଜନୀତିରେ ଘଡିକେ ଘୋଡା ଛୁଟୁଛି। କିଏ କେତେବେଳେ କେଉଁ ଦଳରେ ଯୋଗ ଦେଉଛି ତ କିଏ ଦଳ ଛାଡୁଛି। ଏଭଳି ସ୍ଥିତିରେ ରାଜ୍ୟର ତିନି ପ୍ରମୁଖ ଦଳ ସମସ୍ତ ପ୍ରାର୍ଥୀଙ୍କ ନାଁ ଘୋଷଣା କରିନାହାନ୍ତି। ଏବେ ବି କିଛି ଆସନର ପ୍ରାର୍ଥୀ … Read More

ଗୋଷ୍ଟୀ କନ୍ଦଳରେ ଜର୍ଜରିତ କେନ୍ଦ୍ରାପଡ଼ା ବିଜେଡି

ଗୋଟିଏ ଗୁଳିରେ କିଶୋର-ଧ୍ରୁବ-ପ୍ରତାପଙ୍କୁ ଶିକାର ପାଇଁ ଗୋଟି ଚାଳନା କେନ୍ଦ୍ରାପଡା ଜିଲ୍ଲାର ଦୁଇଟି ଆସନ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରିନଥିବାବେଳେ ଏବେ ରାଜନଗର ଆସନରୁ ଦଳୀୟ ପ୍ରାର୍ଥୀ ହୋଇଥିବା ଜିଲ୍ଲା ବିଜେଡି ସଭାପତି ଧ୍ରୁବ ସାହୁଙ୍କ ବିରୁଦ୍ଧରେ କିଛି ଲୋକ … Read More

ବିଜେଡିକୁ ରାମଚନ୍ଦ୍ର ଓ ବିଜେପିକୁ ପୁରୁଷୋତ୍ତମ ଚିନ୍ତା; ବାଜି ମାରି ନେବ କି ଜେଏମଏମ

ମୟୁରଭଞ୍ଜ ଜିଲ୍ଲାରେ ଚଳିତ ବିଧାନସଭା ଓ ଲୋକସଭା ନିର୍ବାଚନ ପାଇଁ ତାରିଖ ନିର୍ଦ୍ଧାରଣ ହୋଇସାରିଥିବା ବେଳେ ଆସନ୍ତ ୨ରୁ ୯ ତାରିଖ ମଧ୍ୟରେ ହେବ ପ୍ରାଥିର୍ପତ୍ର ଦାଖଲ। ବିଜେପିର ୯ଟି ବିଧାନସଭା ସିଟ ମଧ୍ୟରୁ ୭ଟି ଘୋଷଣା କରିସାରିଥିବା ବେଳେ ଲୋକସଭା … Read More

ବାସୁଦେବପୁର ନିର୍ବାଚନମଣ୍ଡଳୀ : ୩ ଦଳରେ କିଛି ନୂଆ କିଛି ପୁରୁଣା

ଭଦ୍ରକ ଜିଲ୍ଲାର ନିର୍ବାଚନ ଚତୁର୍ଥ ପର୍ଯ୍ୟାୟରେ ହେବ। ସେଥିପାଇଁ ସବୁ ଦଳ ସେମାନଙ୍କ ପ୍ରାର୍ଥୀଙ୍କ ନାମ ଘୋଷଣାରେ ବିଳମ୍ୱ କରୁଛନ୍ତି। ବାସୁଦେବପୁର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ତିନି ପ୍ରମୁଖ ଦଳ ସେମାନଙ୍କ ପ୍ରାର୍ଥୀଙ୍କ ନାମ ଘୋଷଣା କରି ସାରିଛନ୍ତି। ଶାସକ ବିଜେଡି … Read More

ବାଲେଶ୍ୱର ସଦର ଆସନ: ବିଜେପି-ବିଜେଡିର ରଣନୀତି ପ୍ରସ୍ତୁତ,ପଛରେ କଂଗ୍ରେସ

ଚଳିତ ଓଡିଶା ବିଧାନସଭା ନିର୍ବାଚନକୁ ନେଇ ସମଗ୍ର ରାଜ୍ୟରେ ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ବିଭିନ୍ନ କ୍ଷେତ୍ର ପାଇଁ ରଣନୀତି ପ୍ରସ୍ତୁତି ଚାଲିଥିବା ବେଳେ ବାଲେଶ୍ୱରରେ ରାଜନୀତି ଅଙ୍କକଷା ଜୋରଦାର ହେଉଥିବା ଲକ୍ଷ୍ୟ କରାଯାଇଛି । ଏହି ଆସନ ପାଇଁ ବିଜେପି … Read More

ଭଦ୍ରକ ବିଜେଡିରେ ଅସନ୍ତୋଷର ନିଆଁ

ଭଦ୍ରକ ରାଜନୀତି ଏତେଶୀଘ୍ର ମୋଡ଼ ବଦଳାଇବ ବୋଲି କିଏ ଭାବିଥିଲା? ବରିଷ୍ଠ ସାଂସଦ ଅଜୁର୍ନ ସେଠୀ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇସାରିଛନ୍ତି। ଭଦ୍ରକ ବିଧାୟକ ବରିଷ୍ଠ ନେତା ଯୁଗଳ ପଟ୍ଟନାୟକଙ୍କୁ ଟିକଟ ନଦେଇ ଧାମନଗରର ପୂର୍ବତନ ସ୍ୱର୍ଗତ ବିଧାୟକ ମାନସ … Read More

ରାହୁଳ ଗାନ୍ଧୀ ଦୁଇଟି ସ୍ଥାନରୁ ନିର୍ବାଚନ ଲଢ଼ିବେ

ଲୋକସଭା ନିର୍ବାଚନରେ ଦୁଇଟି ସ୍ଥାନରୁ ଏକ ସଙ୍ଗେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧୀ ରବିବାର ଦିନ ସମ୍ମତି ପ୍ରଦାନ କରିଥିବା କଥା କଂଗ୍ରେସର ବରିଷ୍ଠ ନେତା ଏ କେ ଆଣ୍ଟୋନି ଜଣାଇଛନ୍ତି। ଉତ୍ତର ପ୍ରଦେଶର ଆମେଥି ଏବଂ … Read More

କେନ୍ଦ୍ରାପଡ଼ା ରାଜନୀତି : ମୁଖ୍ୟ ମଙ୍ଗୁଆଳ ଅତନୁ; ଅସନ୍ତୋଷ କିନ୍ତୁ ଚରମରେ

ଭାରତୀୟ ଜନତା ପାର୍ଟି ମଇଦାନରେ ବିଜୟ ମହାପାତ୍ରଙ୍କ ପୁନଃ ପ୍ରବେଶ ଏବଂ ବିଜୁ ଜନତା ଦଳର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କର କେନ୍ଦ୍ରାପଡାରୁ ବିଜେପି ସାଂସଦ ପ୍ରାର୍ଥୀ ହେବା ବିଜୁ ଜନତା ଦଳକୁ ଭୀଷଣ ଚିନ୍ତିତ କରିପକାଇଛି। ବୈଜୟନ୍ତଙ୍କର ମୁକାବିଲା ପାଇଁ … Read More

ବିଜେଡିରୁ ରଘୁ ମହାନ୍ତିଙ୍କ ଇସ୍ତଫା

ଗତକାଲି ଉଠା ଜଳ ସେଚନ ନିଗମ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିବା ରଘୁନାଥ ମହାନ୍ତି ଆଜି ବିଜେଡିରୁ ଇସ୍ତଫା ଦେଇଛନ୍ତି। ସେ ଦଳର ପ୍ରାଥମିକ ସଦସ୍ୟତା ସହିତ ଉପ-ସଭାପତି ପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ପତ୍ର ବିଜେଡି ସୁପ୍ରିମୋ … Read More